ସୂର୍ଯ୍ୟଙ୍କୁ ଜଳ ଅର୍ପଣ ବେଳେ କୁହନ୍ତୁ ଏହି ମନ୍ତ୍ର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ସୂର୍ଯ୍ୟ କୁ ଜଳ ଅର୍ପଣ କରିବା ସମୟ ରେ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର ଆପଣ ମାନଙ୍କ ରୋଗ ଜନିତ ସମସ୍ୟା ଏବଂ ଆପଣ ମାନଙ୍କ ଧନ ଜନିତ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ, ତଥା ଆପଣ ମାନଙ୍କୁ ଏହା ଦ୍ୱାରା ବହୁତ ଲାଭ ମଧ୍ୟ ହେବ, ହିନ୍ଧି ଶାସ୍ତ୍ର ରେ ପଞ୍ଚ ଦେବ ମାନଙ୍କ ମଧ୍ୟ ରୁ ସୂର୍ଯ୍ୟ ଦେବ ଙ୍କୁ ପ୍ରଥମ ସ୍ଥାନ ଦିଆ ଜାଇଛି କାରଣ ସୂର୍ଯ୍ୟ ଦେବ ପୃଥିବୀ ରେ ସାକ୍ଷାତ ଦର୍ଷନ ଦେଇ ଥାନ୍ତି । ସେହି ପରି ଭାବେ କୁହାଯାଏ । ସେହି ସୂର୍ଯ୍ୟ ଦେବ ଙ୍କୁ ପ୍ରଶନ୍ନ କରିବା ପାଇଁ ଜଳ ଅର୍ପଣ କରିବା ଅତ୍ୟନ୍ତ ଉତ୍ତମ ଅଟେ । ଏବଂ ଏହା ରବିବାର ଦିନ କରିବା ବହୁତ ଶୁଭ ହୋଇ ଥାଏ ।jitu das

ଏହି ଦିନ ରେ ଯେଉଁ ବ୍ୟକ୍ତି ମାନେ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରନ୍ତି ସେମାନେ କେବେ ବି ହାରନ୍ତି ନାହିଁ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ସୂର୍ଯ୍ୟ ଦେବ ଙ୍କୁ ପ୍ରଶନ୍ନ କରିବାର ବହୁତ ସହଜ ମନ୍ତ୍ର କୁ ନେଇ କରି ଆସିଛୁ ଜାହାକୁ ଆପଣ ମାନେ ରବିବାର ଦିନ କହି ଜଳ ଅର୍ପଣ କରିଲେ ଆପଣ ମାନଙ୍କର ଜିବମନ ସବୁ ଦୁଖଃ କଷ୍ଟ ଦୂର ହେବା ସହିତ ଏହି ଦିନ ରେ ଆପଣ ମାନେ ଏମିତି କରିଲେ ଆପଣ ମାନଙ୍କର ଧନ ବୃଦ୍ଧି ହୋଇ ଥାଏ । ସେମିତି ରେ ଏହା କରିବା ପାଇଁ ଆପଣ ମାନେ ରବିବାର ଦିନ ସୂର୍ଯ୍ୟଦୟ ପୂର୍ବ ରୁ ଉଠି ପଡିବେ ଏବଂ ସ୍ନାନ କରିବା ପରେ ଆପଣ ମାନେ ତାଙ୍କ ଆଗରେ ଗୋଟିଏ ଦ୍ୱୀପ ଜାଳି ଦେବେ ।

ହି ଦ୍ୱୀପ କୁ ଜାଳିବା ପାଇଁ ଆପଣ ମାନେ ସୁରିଷ ତେଲ ର ବ୍ୟବହାର କରନ୍ତୁ, ଏବଂ ଜଳ ଅର୍ପଣ କରିବା ସମୟ ରେ ଆପଣ ମାନଙ୍କ ମନସ୍କାମନା କୁ କୁହନ୍ତୁ । ତା ପରେ ଗୋଟିଏ ତମ୍ବା ପାତ୍ର ରେ ଜଳ ନେଇ ପୂର୍ବ ଦିଗ କୁ ଛିଡା ହୋଇ ଜଳ ଚଢାନ୍ତୁ ଏବଂ କୁହନ୍ତୁ ଓଁ ସୂର୍ଯ୍ୟାୟ ନମହଃ ଏହି ମନ୍ତ୍ର କୁ ତିନି ଥର ଜପ କରିବା ପରେ ଆପଣ ମାନେ ତାଙ୍କର ଆଶ୍ରୀବାଦ ଗ୍ରହଣ କରନ୍ତୁ, ତେବେ ସେିତି ରେ ଆପଣ ମାନଙ୍କ ସବୁ କଷ୍ଟ ଦୂର ହୋଇ ଯିବ ଏବଂ ଆପଣ ମାନଙ୍କୁ ଆଗଠୁ ବି ବହୁତ ସାହାସୀ ଅନୁଭବ ହେବ ।jala

ତେବେ ବନ୍ଧୁଗଣ ଆପଣ ମାନେ ଏଠାରେ ନିଶ୍ଚିତ ଭାବେ ଜାଣି ପାରି ଥିବେ କି ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସମୟରେ କେଉଁ ସବୁ ଷ୍ଟେପ୍ ଆପଣ ମାନଙ୍କୁ ନେବା ଦରକାର ଅଟେ ଏବଂ ଜାହା ଫଳ ରେ ଆପଣ ମାନଙ୍କ ଆପଣ ମାନଙ୍କ ଜିବନ ସଂମ୍ପର୍ଣ୍ଣ ପରିବର୍ତନ ହେବ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *