କେବଳ ପୁଅ ପିଲା ମାନେ ଏହି ଭିଡିଓ ଜଲଦି ଦେଖନ୍ତୁ….।

ଆପଣ ମାନଙ୍କୁ ଆମର ପୋର୍ଟଲକୁ  ସ୍ୱାଗତ କରୁଛୁ । ଆମେ ମାନେ ବହୁତ ସମୟ ରେ ବାସୀ ଖାଦ୍ୟ ଗୁଡ଼ିକ ପକେଇ ଦିଅନ୍ତି । ସେମିତି ରେ ସେହି ଗୁଡ଼ିକ ଆମ ମାନଙ୍କ ଶରୀର ପାଇଁ ବହୁତ ହାନୀ କାରକ ହୋଇ ଥାଏ ବୋଲି କୁହାଯାଏ । ହେଲେ ଆପଣ ମାନଙ୍କୁ ସୂଚନା ଦେବୁ କି ପ୍ରତ୍ୟେକ ବାସୀ ଖାଦ୍ୟ କେବେ ବି ହାନୀ କାରକ ଆପଣ ମାନଙ୍କ ପାଇଁ ହୋଇ ନ ଥାଏ । ସେମିତି ରେ ଯଦି ରାତି ସମୟ ରେ କ୍ଷୀର ରେ ଲେମ୍ବୁ ପକାଇ ରଖି ଦେଲେ ସକାଳେ ଯେତେ ବେଳେ ତାହା ଦହୀ ହୋଇ ଜାଇ ଥାଏ । ତେବେ ତାହାର ଗୁଣ ବତ୍ତା ବଢି ଜାଇ ଥାଏ । ସେହି ପରି କ୍ଷେତ୍ର ରେ ଯଦି ରାତି ରେ ତିଆରୀ ହୋଇ ଥିବା ରୁଟି କୁ ଯଦି ଆମେ ରଖି ଦେବା ଏବଂ ଏବଂ ଏହାକୁ 8 ଘଣ୍ଟା ପରେ ସକାଳେ ସେବନ କରିବା ତେବେ ତାହା ମଧ୍ୟ କିଛି ଅମୃତ ଠାରୁ କମ୍ ହୋଇ ନ ଥାଏ ।ruti

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏହି ବି୍ଷୟ ରେ କହିବା ପାଇଁ ଚାହିଁବୁ କି ଯଦି ଆପଣ ମାନେ ପ୍ରତ୍ୟେକ ଦିନ ଘରେ ବାସୀ ରୁଟି ର ସେବନ କରୁଛନ୍ତି ତେବେ ଆପଣ ମାନେ କେମିତି ଭାବେ ଆପଣ ମାନଙ୍କ ସୁସ୍ଥ୍ୟ ର ରକ୍ଷା କରି ପାରିବା । ଜାହାଙ୍କୁ ଡାଇବେଟିସ୍ ହୋଇଛି ସେମାନଙ୍କ ପାଇଁ ଏହି ଭିଡ଼ିଓ ବହୁତ ଲାଭ ଦାୟକ । ଆପଣ ମାନେ ଯଦି ସକାଳେ ଏହି ବାସୀ ରୁଟି କୁ ସେବନ କରୁଛନ୍ତି ତେବେ ପ୍ରଥମେ ରୁଟି କୁ ଆଣି ସାକାଳେ ଗରମ କ୍ଷୀର ରେ 10 ମିନିଟି୍ ପର୍ଯ୍ୟନ୍ତ ଭିଜେଇ ରଖି ଦିଅନ୍ତୁ ଏବଂ ଏହି ଥିରେ ଚିନି ମିଶାନ୍ତୁ ନାହିଁ । ସେମିତି ରେ ଯଦି ଆପଣ ମାନେ ଏହି ପରି ଭାବେ ପ୍ରତ୍ୟେକ ଦିନ ବାସୀ ରୁଟି ର ସେବନ କୁରିବେ ତେବେ ଆପଣ ମାନଙ୍କୁ ଡାଇବେଟିସ୍ ଏବଂ କିଡ୍ନୀ ଫେଲିଅର ଭଳି ସମସ୍ୟା ପାଖକୁ ଆସିବ ନାହିଁ ।kidneyy

ଆପଣ ମାନେ ଯଦି ପ୍ରତ୍ୟେକ ଦିନ ଏମିତି ଭାବେ କ୍ଷୀର ରେ ଭିଜାଇ କରି ବାସୀ ରୁଟି ର ସେବନ କରନ୍ତି ତେବେ ଆପଣ ମାନଙ୍କ ଚିଡ ଚିଡା ପଣ ନିଶ୍ଚିତ ଭାବେ ଦୂରେଇ ଜାଇ ଥାଏ । ସେମିତି ରେ ଆମ ମାନଙ୍କୁ ଅନେକ ପ୍ରକାରର ପୋଷକ ତତ୍ୱ ମିଳିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *