ଆପଣ ଅସଫଳ ହୋଉଛନ୍ତି କି ଜାଣନ୍ତୁ ସଫଳତା ପାଇଁ ବାରଅନୁଯାୟୀ ଉପାୟ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଅସଫଳ ହେଉଛନ୍ତି କି ତେବେ ବାର ଅନୁସାରେ କେଉଁ ଦେବାଦେବୀ ଙ୍କୁ ପୂଜା କରିଲେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ ସେହି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ । ଯଦି ଆପଣ ମାନେ ସୋମବାର ଦିନ କୈଣସି ଶୁଭ କାର୍ଯ୍ୟ ର ଆରମ୍ଭ କରିବା ପାଇଁ ଯାଉଥାନ୍ତି ତେବେ ଆପଣ ମାନେ ଏହି କାର୍ଯ୍ୟ ର ଆରମ୍ଭ କରିବା ପୂର୍ବ ରୁ ସୋମବାର ଦିନ ଆପଣ ମାନେ ମହାଦେବ ଙ୍କୁ ପୂଜା କରନ୍ତୁ ଆପଣ ମାନଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିବ । ଯଦି ଆପଣ ମାନଙ୍କର କୈଣସି କାମ ରେ ବାଧା ସୃଷ୍ଟି ହେଉଛି ତେବେ ଆପଣ ମାନେ ମଙ୍ଗଳବାର ଦିନ ଭଗବାନ ହନୁମାନ ଙ୍କୁ ସିନ୍ଦୁର ଏବଂ ମଲ୍ଲୀ ତେଲ ର ଚଢାନ୍ତୁ ଦେଖିବେ ଆପଣ ମାନଙ୍କର ସବୁ ବାଧା ବିଘ୍ନ ଆପଣ ମାନଙ୍କ ପାଇଁ ଦୂରେଇ ଯିବା ସହିତ ଆପଣ ମାନଙ୍କ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହେବ ।jitu das

ବୁଧବାର ଦିନ ଗଣେଷ ଙ୍କୁ ବିଶେଷ ପୂଜା କରିବା ଦ୍ୱାରା ତାଙ୍କର କୃପା ଲାଭ ମିଳିଥାଏ । ଏହା ସହିତ ତାଙ୍କୁ ଆପଣ ମାନେ ଦୁବ ଏବଂ ଲଡୁ ଅର୍ପଣ କରିବା ଉଚିତ୍ ,ଏମିତି କରିଲେ ଶିଶୁ ର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ବ୍ୟବସାୟ କାର୍ଯ୍ୟ ର ସୁଫଳ ମିଳିବ । ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କୁ ନିଷ୍ଟା ର ସହିତ ପୂଜା କରିଲେ ଆପଣ ମାନଙ୍କ ସବୁ ଧନ ସମନ୍ଧିତ ସମସ୍ୟା ଦୂର ହୋଇ ଥାଏ । ମାଆ ସନ୍ତୋଷୀ ଙ୍କୁ ଶୁକ୍ରବାର ଦିନ ଆପଣ ମାନେ ପୂଜା କରି ପାରିବେ ଏମିତି କରିଲେ ଆପଣ ମାନଙ୍କୁ ଅନିଷ୍ଟ ଦୂର ହୋଇଥାଏ ।mata Lakshmi

ଶନିବାର ଦିନ ଆପଣ ମାନେ ଶନି ଙ୍କ ନିକଟ ରେ ଖସା ରେ ଦିପ ଦେଇ ପୂଜା କରିଲେ ଯେକୈଣସି କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇ ଥାଏ । ରବିବାର ଦିନ ଆପଣ ମାନେ ସୂର୍ଯ୍ୟ ଦେବଙ୍କୁ ସଠିକ୍ ଭାବେ ପୂଜା ଏବଂ ଜଳଳ ଅର୍ପଣ କରିଲେ ଆପଣ ମାନଙ୍କ କାର୍ଯ୍ୟ ରେ ସିଦ୍ଧି ପ୍ରାପ୍ତି ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *