କେବଳ ୩ ଦିନରେ ଦବି ଯାଇଥିବା ଶିର Back Pain ଗାଏବ ହୋଇଯିବ | ବହୁ ବର୍ଷ ପୁରୁଣା କଷ୍ଟ ଦୂର ହୋଇଯିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ଶୀର ଦବି ଯାଇ ଥାଏ ଏବଂ ଶୀର ଦବି ସେହି ସ୍ଥାନ ରେ ପଚା ପଡି ଜାଇ ଥାଏ ଏବଂ ଏହି ଶୀର ଦବିବା ପରେ ଆପଣ ମାନଙ୍କ ମାଂସ ପେଶୀ ର ବହୁତ ଅଧିକ ଯନ୍ତ୍ରଣା ଅନୁଭବ ହେଉ ଥାଏ ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଘୋରଇ ଉପଚାର ବିଷୟ ରେ କହିବୁ ଜାହାର ପ୍ରୋୟଗ ଦ୍ୱାରା ଆପଣ ମାନଙ୍କ ସେହି ସବୁ ସମସ୍ୟା ଦୂର ହୋଇ ଥାଏ ଏହା ସଂମ୍ପର୍ଣ୍ଣ ପ୍ରକୃତିକ ଉପଚାର ଅଟେ ତେବେ ଆସନ୍ତୁ ଜାଣି ନେବା । ତେବେ ବନ୍ଧୁଗଣ ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ମାନଙ୍କୁ ପୁଦିନା ତେଲ ର ଆବଶ୍ୟକତା ପଡିବ ଏହା ଆପଣ ମାନଙ୍କୁ ମେଡିସିନ ଷ୍ଟୋର ରେ ମିଳିବ ଏବେ ଆପଣ ମାନେ ଏହି ତେଲ ରୁ ଅଧ ଚାମଚ ତେଲ ନିଅନ୍ତୁ ।pain

ଏବଂ ପରେ ଆପଣ ମାନଙ୍କୁ ନଡିଆ ତେଲ ର ଆବଶ୍ୟକତା ପଡିବ ଆପଣ ଦୁଇ ଚାମଚ ନଡିଆ ତେଲ ନିଅନ୍ତୁ ଏବଂ ପରେ ଆପଣ ମାନେ ଏହି ଦୁଇଟି ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏବେ ଆପଣ ମାନଙ୍କ ଶୀର ଦବି ସେହି ସ୍ଥାନ ରେ ପଚା ପଡି ଜାଇ ଥାଏ ଏବଂ ଏହି ଶୀର ଦବିବା ପରେ ଆପଣ ମାନଙ୍କ ମାଂସ ପେଶୀ ର ବହୁତ ଅଧିକ ଯନ୍ତ୍ରଣା ଅନୁଭବ ହେଉ ଥାଏ ତେବେ ସେହି ସ୍ଥାନ ରେ ଆପଣ ମାନେ ମାଲିସ୍ କରନ୍ତୁ ଦିନ ରେ ଦୁଇ ରୁ ତିନି ଥର ଆପଣ ମାନେ ମାଲିସ୍ କରିଲେ ଆପଣ ମାନଙ୍କ ର ସେହି ସ୍ଥାନ ରେ ସଂମ୍ପର୍ଣ୍ଣ ଭାବେ ରକ୍ତ ସଂଞ୍ଚାଳନ ହେବାକୁ ଲାଗେ ।oil

ଏବଂ ଆପଣ ମାନଙ୍କୁ ସେହି ସବୁ କଷ୍ଟ ରୁ ସଂମ୍ପର୍ଣ୍ଣ ଭାବେ ନିସ୍ତାର ମିଳେ , ସେହି ପରି ଦୁଇ ରେ ଆପଣ ମାନେ ଏକ ଗ୍ଲାସ କ୍ଷୀର ରେ ଅଧା ଚାମଚ ହଳଦୀ ମିଶେଇ ଫୁଟାନ୍ତୁ ଏବଂ ଏହାର ସେବନ ଆପଣ ମାନେ କରିଲେ ଆପଣ ମାନଙ୍କ ଆଭ୍ୟନ୍ତରଣୀୟ ସମସ୍ୟା ଏବଂ ମାଂସ ପେଶୀ ଜନିତ ସମସ୍ୟା ନିଶ୍ଚିତ ଭାବେ ଦୂର ହୁଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *