ଘରେ ଯଦି ହନୁମାନଙ୍କ ଫୋଟ ରଖିଛନ୍ତି ତାହେଲେ ଭିଡିଓ ଶୀଘ୍ର ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି କଳିଯୁଗ ରେ ଭଗବାନ ହନୁମାନଙ୍କୁ ମଙ୍ଗଳବାର ର ଦେବତା ବୋଲି କୁହା ଜାଇ ଥାଏ । ଏବଂ ତାଙ୍କୁ ଶନିବାର ଦିନ ବହୁତ ସମୟ ରେ ପୂଜା କରା ଜାଇ ଥାଏ । ପ୍ରତ୍ଯେକ ହନୁମାନଙ୍କ ଭକ୍ତ ଙ୍କ ଘରେ ହନୁମାନଙ୍କ ଫୋଟ ଏବଂ ମୃତି ନିଶ୍ଚିତ ଭାବେ ମିଳିବ । କିନ୍ତୁ କଣ ଆପଣ ମାନେ ଏହି କଥା କୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଏହି ହନୁମାନଙ୍କ ମୃତି ବା ଫୋଟ କୁ ସଠିକ୍ ଭାବେ ରଖିବା ଦ୍ୱାରା ଆପଣ ମାନେ ମାଲା ମାଲ୍ ହୋଇ ପାରିବେ । ଏମିତି ମାନ୍ୟତା ରହି ଥାଏ କି ଯଦି ଜାତକ ରେ ସବୁ ଗ୍ରହ ଖରାପ୍ ରହି ଥିବ ଏବଂ କେବଳ ମଙ୍ଗଳ ଗ୍ରହ ଉଚ୍ଛ ରେ ରହିଥିବ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ନିଜ ଜିବନ ରେ ବଡ ମଣିଷ ବନିବାରେ କେହି ବି ରୋକି ପାରିବେ ନାହିଁ ।hanuman

ସେହି ପରି ଭାବେ ଜାତକ ରେ ମଙ୍ଗଳ ଗ୍ରହ ସଂମ୍ପର୍ଣ୍ଣ ଭାବେ ଖରାପ୍ ରହି ଥିବ ତେବେ ଏହା ଆମର ଜିବନ ଉପରେ ବହୁତ ପ୍ରଭାବ ପକାଇ ଥାଏ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ନିୟମ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଯେଉଁ ଥିରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଫାଇଦା ମିଳିବ । ଜାହାକି ହନୁମାନଙ୍କ ଫୋଟ କୁ ଲଗାଇଲେ । ଭଗବାନ ହନୁମାନଙ୍କୁ ଦକ୍ଷିଣ ଦିଗ ବହୁତ ପସନ୍ଦ ଅଟେ । ଏବଂ ଆପଣ ମାନେ ବି ଯଦି ଭଗବାନ ହନୁମାନଙ୍କ ଫୋଟ କୁ ଦକ୍ଷିଣ ଦିଗ କୁ ଦେଖିବା ପରି ଲଗାଇବେ ତେବେ ଆପଣ ମାନଙ୍କ ଉପର ରୁ କେବେ ବି କୈଣସି ଅସୁବିଧା ଆସିବ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଭଗବାନ ହନୁମାନଙ୍କ ଫୋଟ ସବୁ ସମୟ ରେ ଦକ୍ଷିଣ ଦିଗ ଆଡକୁ ହିଁ ରଖିବା ଦରକାର ଅଟେ ।

ଏହା ଦ୍ୱାରା ଆପଣ ମାନଙ୍କ ଘ ପରିବାର ରେ ସୁଖ ସମୃଦ୍ଧି ବଢିବ । ଏହାକୁ ଏଥି ପାଇଁ ଶୁଭ ମନା ଯାଏ କାହିଁକି ନା ଭଗବାନ ହନୁମାନ ତାଙ୍କର ବେଶୀ ପ୍ରଭାବ ଏହି ଦିଗ ରେ ଦେଖେଇ ଛନ୍ତି । ଏହି ଦିଗ ରେ ଲଙ୍କା ରହିଛି ଏବଂ ମାତା ସୀତା ଙ୍କୁ ଖୋଜିବାର କାର୍ଯ୍ୟ ବି ଏହି ଦିଗ ରେ କରା ଜାଇ ଥିଲା । ଲଙ୍କା ଧ୍ୱସଂ ଏବଂ ରାମ ରାବଣ । ଯୁଦ୍ଧ ବି ସେହି ଦକ୍ଷିଣ ଦିଗ ରେ ହୋଇ ଥିଲା ।ତେବେ ସଦା ମନେ ରଖି ଥିବେ କି ଦକ୍ଷିଣ ଦିଗ ରେ ହନୁମାନ ବହୁତ ଶକ୍ତି ଶାଳୀ ଅଟନ୍ତି ।jitu das

ସେହି ପରି ଭାବେ ବାସ୍ତୁ ହିସାବ ରେ ଉତ୍ତର ଦିଗ ରେ ଭଗବାନ ହନୁମାନଙ୍କ ଫୋଟ କୁ ଲଗାଇବା ଦ୍ୱାରା ଯଦି ଦକ୍ଷିଣ ଦିଗ ରୁ କେବେ ଆପଣ ମାନଙ୍କ ଘର କୁ ସଂଙ୍କଟ ଆସେ ତେବେ ସେହି ସବୁ ସଂମ୍ପର୍ଣ୍ଣ ଭାବେ ନଷ୍ଟ ହୋଇ ଯିବ । ଏହା ଦ୍ୱାରା ଆପଣ ମାନଙ୍କ ଘରକୁ ସୁଖ ସମୃଦ୍ଧି ର ଏବଂ ଧନ ର ଆଗମନ ହେବ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *