ଘର ଚାରିପଟେ କଣ ରହିଲେ ଧନର ବର୍ଷା ହୋଇଥାଏ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ର ଚାରି ପାଖରେ କଣ ସବୁ ରହିଲେ ଘର କୁ କାଙ୍ଗାଳ ଘଟି ଥାଏ ଏବଂ କଣ ସବୁ ରହିଲେ ଧନ ଏବଂ ଐସ୍ୱର୍ଯ୍ୟ ଆପଣ ମାନଙ୍କୁ ମିଳେ ଆମେ ଆଜି ଆପଣ ମାନଙ୍କ ସହିତ ସେହି ସଂମ୍ପର୍କ ରେ କଥା ହେବା ତେବେ ଆପଣ ମାନେ ବାସ୍ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ପୂର୍ବ ଉତ୍ତର ଏବଂ ପଶ୍ଚିମ ଦିଗ ରେ ତେନ୍ତୁଳୀ ଗଛ ରହିବା ଦ୍ୱାରା ଘର ର କେବେ ବି ଉନ୍ନତି ହୋଇ ନ ଥଏ କାରଣ ତେନ୍ତୁଳୀ ଗଛ ଏମିତି ଗୋଟିଏ ଗଛ ଅଟେ ଜାହା ସବୁ ପ୍ରକାରର ନାକାରାତ୍ମକତା ରେ ଭରି ରହି ଥାଏ ।jitu das

ଏବଂ ଏହି ଗଛ ରେ ଭୂତ ପ୍ରେତ ଏବଂ ପିସାଚ ମାନେ ବାସ କରନ୍ତି, ସେହିଥି ପାଇଁ ଘର ର ଚାରି ପାଖରେ କେବେ ବି ଚେନ୍ତୁଳୀ ଗଛ ରଖିବା କଥା ନୁହେଁ ,ଏହା ସହିତ ବାଲ୍ତୁ ମତ ରେ ଘର ଚାରି ପାଖରେ କଣ୍ଟା ଜାତୀୟ ଗଛ ରହିବା ବହୁତ ଅଶୁଭ ହୋଇ ଥାଏ । ଏହା ସହିତ ଡିମ୍ବିରି ଗଛ ଏବଂ ଆତ ଗ଼ଛ ବି ଘର ର ନିକଚ ରେ ରହିବା ଅତ୍ୟନ୍ତ ଅଶୁଭ ହୋଇ ଥାଏ । ସେହି ପରି ବେଳେ ବନ୍ଧୁଗଣ ଆପଣ ମାନେ ମନେ ରଖିବେ କି କି ଘର ର ଦକ୍ଷିଣ କିମ୍ବା ପଶ୍ଚିମ ଦିଗ ରେ ଦେବଦାରୁ କିମ୍ବା ଗୁଳା ଗଛ ଲଗେଇବା ଦ୍ୱାରା ଘରକୁ ଅନେକ ଶୁଭ ଶକ୍ତି କିମ୍ବା ସାକାରାତ୍ମକ ଶକ୍ତି ଆସି ଥାଏ।house

ସେହି ପରି ବେଳେ ବନ୍ଧୁଗଣ ଯଦି ଆପଣ ମାନଙ୍କ ର ଚାରି ପାଖରେ କୈଣସି ବି ହୁଙ୍କା ରହିଥାଏ , ତେବେ ଆପଣ ମାନେ ସେହି ହୁଙ୍କା କୁ ନିଶ୍ଚିତ ଭାବେ ଭାଙ୍ଗି ସଫା କରି ଦିଅନ୍ତୁ । ଏହା ବହୁତ ହିଁ ଅଶୁଭ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *