ମରିଗଲେ ମଧ୍ୟ ମହିଳାଙ୍କ ଏହି ଗୁପ୍ତ ଜିନିଷ ଦେଖନ୍ତୁ ନାହିଁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ମହିଳା ମାନଙ୍କର କେଉଁ ଗୁପ୍ତ ଜିନିଷ ଦେଖିବା ଦ୍ୱାରା ମଣିଷ ର ସଂମ୍ପର୍ଣ୍ଣ ସର୍ବନାଶ ହୋଇ ଥାଏ , ତେବେ ଏହି ବିଷୟ ରେ ଜାଣିବା ପୂର୍ବ ରୁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ ଗୋଟିଏ ଲାଇକ୍ ନିଶ୍ଚିତ ଭାବେ କରି ଦେବେ , ମହିଳା ମାନଙ୍କର ଏହି ଜିନିଷ ଦେଖିବା ଦ୍ୱାରା ପୁରୁଷ ମାନଙ୍କର ସର୍ବନାଶ ହୋଇ ଥାଏ ତେଣୁ କେବେ ବି ଏମାନଙ୍କର ଏହି ଜିନିଷ ସବୁ କୁ ଦେଖିବା କଥା ନୁହେଁଁ । ଯଦି ପୁରୁଷ ମାନେ ଏହି ଜିନିଷ କେବେ ବି ଦେଖି ଦିଅନ୍ତୁ ତେବେ ସେମାନଙ୍କ ବିନାଶ ହୋଇ ଥାଏ । ଆପଣ ମାନେ ଜିବନ ରେ ସଫଳ ବ୍ୟକ୍ତି ଏବଂ ଖୁସୀ ପାଇବା ପାଇଁ ଚାହାଁନ୍ତି ତେବେ ଆପଣ ମାନେ ଏହି ଜିନିଷ ଠାରୁ ଦୂରେଇ ରୁହନ୍ତୁ । ମହିଳା ମାନେ ଦେବୀ ଙ୍କ ସମାନ ହୋଇ ଥିବା ହେତୁ ସେମାନଙ୍କ ଏହି ଜିନିଷ ଉପରେ ନଜର ପକେଇବା ଅପରାଧ ହୋଇ ଥାଏ ।jitu das

ତେବେ ପ୍ରଥମେ ରହିଛି ଶାସ୍ତ୍ର ଅନୁସାରେ କୈଣସି ବି ପୁରୁଷ କୈଣସି ମହିଳା କୁ ଲୁଚି କରି ମହିଳା ଙ୍କୁ ଗାଧୋଇବା ସମୟ ରେ ଦେଖିବା କଥା ନୁହେଁ, ଏମିତି କରିବା ସେ ପାପ ର ଭାଗୀ ଦାରୀ ହୋଇ ଥାଏ । ସାଧାରଣ ଭାବେ ମହିଳା ମାନଙ୍କୁ ଦେବୀ ତୁଲ୍ୟ ମନା ଯାଏ । ତେଣୁ ଯେଉଁ ଘରେ ମହିଳା ମାନଙ୍କୁ ଅତ୍ୟାଚାର କରା ଜାଉ ଥାଏ । ତେବେ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ନ ଥାଏ । ସେହି ପରି ହିନ୍ଧୁ ଶାସ୍ତ୍ର ଅନୁସାରେ ଏମିତି ମନା ଯାଏ କୁ ମହିଳା ମାନଙ୍କ ନାଭୀ ରେ ସେ ନିଜେ ହିଁ ବାସ କରି ଥାନ୍ତି ଏବଂ ତାଙ୍କର ସବୁ ଶକ୍ତି ବି ସେହି ଠାରେ ରହି ଥାଏ । ତେଣୁ କେବେ ବି ବନ୍ଧୁଗଣ ଆପଣ ମାନେ ମହିଳା ମାନଙ୍କ ନାଭି କୁ ଛୁଇଁବା ବା ଦେଖିବା ପାଇଁ ଚେଷ୍ଟା ମଧ୍ୟ କରନ୍ତୁ ନାହିଁ ।woman

ସେହି ପରି ମହିଳା ମାନେ ଯେଉଁ ସମୟ ରେ ନିଜର ପିଲା ମାନଙ୍କୁ ସନ୍ତ ପାନ କରୁ ଥିବାର ଆପଣ ମାନେ ଦେଖି ନନିଜର ମନ ରେ ଖରାପ ଚିନ୍ତା ଧାରା ଆଣି ଥାନ୍ତି ତେବେ ସେମାନେ ମହାପାପୀ ଭାବେ ସିକୃତି ପାଇ ଥାନ୍ତି । ଏବଂ ସେମାନେ କେବେ ବି ଜିବନ ରେ ଉନ୍ନତି କରି ପାରନ୍ତି ନାହିଁ ମୃତ୍ୟୁ ପରେ ସେମାନେ ନର୍କ ରେ ବି ସ୍ଥାନ ପାଆନ୍ତି ନାହିଁ । ମଣିଷ କୁ ସବୁ ବେଳେ ମହିଳା ମାନଙ୍କର ଏହି ଜିନିଷ ଠାରୁ ଦୂରେଇ ରହିବା ଆବଶ୍ୟକ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *