୩ଟି କାମ କରିଦିଅ ଝିଅର ତୁମେ ବହୁତ ମନେ ପଡିବ I

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତି ସେକେଣ୍ଡ ରେ ଝିଅ ଆପଣ ମାନଙ୍କୁ ମନେ ପକେଇବ ଆପଣ ମାନଙ୍କୁ ମିସ୍ କରିବ ଏହି ଟ୍ରିକ୍ସ ସବୁ କୁ ପୁଅ ମାନଙ୍କ ଅପେକ୍ଷା କେବଳ ଝିଅ ମାନେ ଏଧିକ ପରିମାଣ ରେ ଜାଣନ୍ତି ସେହିଥି ପାଇଁ ସବୁ ସମୟ ରେ ଝିଅ ମାନଙ୍କ ପଛରେ ସବୁ ବେଳେ ପୁଅ ମାନେ ପଡନ୍ତି ଯଦି ଆପଣ ମାନେ ସେହି ବିଷୟ ରେ ଜାଣିବା ପାଇଁ ଚାହାଁନ୍ତି ତେବେ ଆପଣ ମାନ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ଏବଂ ଏମିତି କରିଲେ ଆପଣ ମାନେ ଜାହାକୁ ଭଲ ପାଆନ୍ତି ସେ ଗୋଟିଏ ମୂହୁତ୍ୱ ବି ଛାଡି ରହି ପାରିବ ନାହିଁ । ପ୍ରଥମେ ଆପଣ ତାଙ୍କୁ ବହୁତ ହସାନ୍ତୁ ସଂମ୍ପର୍ଣ୍ଣ ଫନି କରି ଦିଅନ୍ତୁ ଏବଂ ପରେ ତାଙ୍କୁ ଦୁଇ ଚାରି ଦିନ ମନେ ପକାନ୍ତୁ ନାହିଁ ।womans

ସେମିତି କେଲେ ସେ ଆପଣ ମାନଙ୍କୁ ଖୋଜିବ ,ଏହା ପରେ ରହିଛି ଆପଣ ମାନେ ଝିଅ ମାନଙ୍କ ସହିତ ଏମିତି କିଛି କରନ୍ତୁ ଯେଉଁଥି ପାଇଁ ଝିଅ ଆପଣ ମାନଙ୍କ ସହିତ ସବୁ ବେଳେ ଆପଣ ମାନଙ୍କ ସହିତ କଥା ସେୟାର କରିବେ । ଏମିତି କିଛି କରନ୍ତୁ ଯେମିତି ଆପଣ ତାଙ୍କ ପାଖରେ ନ ଥିଲେ ବି ସେ ଆପଣଙ୍କୁ ମନେ ପକେଇବ ଆପଣ ମାନେ ଯଦି ଚାହାଁନ୍ତୁ ଝିଅ ଆପଣ ମାନଙ୍କୁ ସବୁ ବେଳେ ମନେ କାପାଉ ତେବେ ଆପଣ କଣ କରିବେ ନା ଝିଅ କୁ ଗୋଟିଏ ସ୍ପେସିଆଲ ନାମ ରେ ଡାକନ୍ତୁ ତେବେ ସେ ଆପଣଙ୍କୁ ପରେ ବହୁତ ମନେ ପକେଇବ ଏବଂ ଆପଣ ମାନଙ୍କୁ ତାଙ୍କୁ ପ୍ଲଟ୍ କରିବା ପାଇଁ ପଡିବ ।woman

ଯେମିତି ତାଙ୍କୁ ବହୁତ ଫନିୀ ଲାଗିବ ଏବଂ ଚାଟିଙ୍ଗ୍ ରେ ବହୁତ ଫନି ଲେଖିବା ପାଇଁ ପଡିବ ଏମିତି କଲେ ଆପଣ ମାନେ ଗୋଟିଏ ଝିଅ କୁ ନିଜ ପାଖରେ ଆୟତ କରି ପାରିବେ ଏବଂ ସେ ଆପଣ ଙ୍କ କଥା କୁ ସବୁ ବେଳେ ଭାବିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *