ଆପଣଙ୍କର ସବୁ ଇଚ୍ଛା ୨୪ ଘଣ୍ଟାରେ ପୂରଣ ହେବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଭଗବାନ ଶ୍ରୀ ରାମ ଙ୍କ ଭକ୍ତ ହନୁମାନ ଙ୍କ ଉପାସନା କରିବା ଦ୍ୱାରା କୈଣସି ବି ବ୍ୟକ୍ତି ର ସବୁ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ । ହିନ୍ଧୁ ଧର୍ମ ରେ ଏହାଙ୍କୁ ଏମିତି ଜଣେ ଦେବତା ବୋଲି ମନା ଯାଏ ଯିଏ କି ଭକ୍ତ ର ଅଳ୍ପ ଆରଧନା ରେ ପ୍ରଶନ୍ନ ହୋଇ ଥାନ୍ତି । ସେମିତି ର ଆମେ ଆଜି ଆପଣ ମାନଙ୍କୁ ଏମିତି ମନ୍ତ୍ରୀ ବିଷୟ ରେ କହିବା ପାଇଁ ଯାଉଛୁ ଜାହା ଶାସ୍ତ୍ର ରେ ବର୍ଣ୍ଣନା କରା ଜାଇଛି କି ଯଦି ଆପଣ ମାନେ ଏହାକୁ ପ୍ରକୃତ ଶ୍ରଦ୍ଧା ଏବଂ ଭକ୍ତି ର ସହିତ ଜପ କରନ୍ତି । ତେବେ ସେହି ମଣିଷ ର ସବୁ ଦୁଖଃ ଦୂର ହେବ । ଏବଂ ସମସ୍ତ ପ୍ରକାରର ଇଚ୍ଛା ମଧ୍ୟ ପୂରଣ ହେବ ।hanumaji

ତେବେ ଆସନ୍ତୁ ଜାଣିବା ସେହି ମହା ଦିବ୍ୟ କାୟୀ ମନ୍ତ୍ର ବିଷୟ ରେ । ସେମିତି ରେ ଏହି ମନ୍ତ୍ର ର ଜପ ପାଇଁ କେବଳ ମଙ୍ଗଳ ବାର ଦିନ ଟି ଅତ୍ୟନ୍ତ ଭଳ ହୋଇ ଥାଏ । କାରଣ ଏହି ଦିନ ଟି ତାଙ୍କର ଜନ୍ମ ଦିବସ ହୋଇ ଥାଏ । ମଙ୍ଗଳ ବାର ଦିନ ରାତ୍ରୀ ସମୟ ରେ ଏହି ମନ୍ତ୍ର ର ଜପ ଯଦି କେହି କରେ ତେବେ ତାହାର ପୂର୍ଣ୍ଣ ଫଳ ନିଶ୍ଚିତ ଭାବେ ମିଳେ । ସେମିତି ରେ ବନ୍ଧୁଗଣ ରାମ ଭକ୍ତ ହନୁମାନ ଙ୍କ ଏହି ମନ୍ତ୍ର କୁ ବିଜ ମନ୍ତ୍ର ବୋଲି କୁହା ଯାଏ । ତେବେ ଏହି ମନ୍ତ୍ର ଟି ହେଉଛି । ଓଁ ଏଂ ଭ୍ରୀମ୍ ହନୁମତେ ଶ୍ରୀ ରାମ ଦୁତାୟ ନମଃ । ତେବେ ବନ୍ଧୁଗଣ ଯେଉଁ ବି ବ୍ୟକ୍ତି ଏହି ମନ୍ତ୍ର ର ଯପ ମଙ୍ଗଳ ବାର ଦିନ ରାତ୍ରୀ ସମୟ ରେ କରି ଥାଏ ।ତେବେ ସେହି ବ୍ୟକ୍ତି ର ସଂମ୍ପର୍ଣ୍ଣ ଇଚ୍ଛା ଏବଂ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ ।hanuman

ଏମିତି ରେ ଏହି ବ୍ୟକ୍ତି ମାନେ ଏହି ମନ୍ତ୍ର ର ପଠନ କରିବା ପରେ ସେମାନେ ନିଶ୍ଚିତ ଭାବେ ନିଜ ମଧ୍ୟ ରେ ସକ୍ଷ୍ୟମ ହୋଇ ଥାନ୍ତି । ଏବଂ ସେମାନଙ୍କ ମଧ୍ୟ ରେ ଗୋଟିଏ ଅନ୍ୟ ପ୍ରକାରର ଉର୍ଜା ମଧ୍ୟ ଦେଖିବା ପାଇଁ ମିଳେ । ତେବେ ଆପଣ ମାନେ ବି ଏହାକୁ ପ୍ରଯୋଗ କରି ପାରନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *