ଏହି ସମୟରେ ସ୍ନାନ କରୁଥିବା ମଣିଷ ଜୀବନରେ କେବେବି ଧନୀ ହୋଇପାରିନି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟ ରୁ ବହୁତ ଲୋକ ମାନେ ରହି ଥାନ୍ତି । ଯେଉଁ ମାନେ ସକାଳେ ଉଠିବା ପସନ୍ଦ କରନ୍ତି ନାହିଁ । ଏବଂ ସେମାନେ ବହୁତ ଲେଟ୍ ରେ ଉଠି ଥାନ୍ତି । ଏବଂ ସେମାନେ ଲେଟ୍ ରେ ମଧ୍ୟ ସ୍ମାନ କରନ୍ତି । ହେଲେ ବନ୍ଧୁଗଣ ଏହି କଥା କୁ ଶାସ୍ତ୍ର ରେ କୁହା ଜାଇଛି କି । ଯଦି ଆପଣ ମାନେ ସକାଳେ ବହୁତ ଶିଘ୍ର ଉଠି ସ୍ନାନ କରୁଛନ୍ତି । ତେବେ ଆପଣ ମାନଙ୍କ ଉପରେ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କ କୃପା ସଂମ୍ପର୍ଣ୍ଣ ଭାବେ ଲାଗି ରହିଥାଏ । ଏହା ଦ୍ୱାରା ଆପଣ ମାନଙ୍କୁ ବ୍ୟପାର ବାଣିଜ୍ୟ ରେ ଉନ୍ନତି ଏବଂ ଅନେକ କ୍ଷେତ୍ର ରେ ସଫଳତା ମିଳି ଥାଏ । ସେହି ପରି ଭାବେ ଶାସ୍ତ୍ର ରେ ସ୍ନାନ କରିବାର ସଠିକ୍ ସମୟ ବିଷୟ ରେ ବି କୁହା ଜାଇଛି । ତେବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସ୍ନାନ କରିବାର ସଠିକ୍ ସମୟ ବିଷୟ ରେ କହିବା ପାଇଁ ଆସିଛୁ । ତେବେ ଆସନ୍ତୁ ଜାଣି ନେବା । ପ୍ରଥମେ ରହିଛି ବ୍ରହ୍ମ ସ୍ନାନ ।ଶାସ୍ତ୍ର ରେ ଏହି କଥା କୁ କୁହା ଜାଇଛି କି ଯେଉଁ ଲୋକ ମାନେ ସକାଳେ ଭୋର ରୁ ମାନେ 4 ରୁ 5 ଟା ସମୟ ରେ ସ୍ନାନ କରନ୍ତି ଏହାକୁ ବ୍ରହ୍ମ ସ୍ନାନ କୁହା ଜାଇଥାଏ ।bathe

ଏହି ସ୍ନାନ କରିବା ଦ୍ୱାରା ଆପଣ ମାନଙ୍କ ଜିବନ ରେ ଅନେକ ସୁଖ ସମୃଦ୍ଧି ଦେଖିବା ପାଇଁ ମିଳେ । ଏହି ଲୋକ ଟି କେବେ ବି ଦୁଖଃ ରେ ଦେଖିବା ପାଇଁ ମିଳେ ନାହିଁ । ଏହା ପରେ ରହିଛି ଦେବ ସ୍ନାନ ସୂର୍ଯ୍ୟଦୟ ପରେ ସ୍ନାନ କରିବାକୁ ଦେବ ସ୍ନାନ ବୋଲି କୁହାଯାଏ । ଏହି ସ୍ନାନ ରେ ଜିବନ ରେ ଆସୁ ଥିବା ସବୁ ସମସ୍ୟା ଦୂର ହୋଇ ଥାଏ । ସବୁ ଆଡେ ଆପଣ ମାନେ ଜିତନ୍ତି । ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବା ପାଇଁ ମିଳେ । ତୃତୀୟ ରେ ରହିଛି ୟୁଗୀକ ସ୍ନାନ । ଯୋଗ ମାଧ୍ୟ ରେ ନିଜର ଇଷ୍ଟ ଦେବ ଙ୍କୁ ମନେ ପକାଇ ସ୍ନାନ କରିବାରୁ ୟୁଗୀକ ସ୍ନାନ ବୋଲି କୁହା ଜାଇ ଥାଏ ।bathe

ଏହା କରିବା ତିର୍ଥ ଯାତ୍ରା କରିବା ସହିତ ସମାନ ହୋଇଥାଏ । ଏବଂ ଶେଷ ରେ ରହିଛି ଦାନବ ସ୍ନାନ ଶାସ୍ତ୍ର ରେ ଏହି କଥା କୁ କୁହା ଜାଇଛି କି ଯେଉଁ ଲୋକ ମାନେ ଭୋଜନ କରି ସାରିବା ପରେ ଗାଧୋଇବା ପାଇଁ ଜାଆନ୍ତି ତାହାକୁ ଦାନବ ସ୍ନାନ ବୋଲି କୁହାଯାଏ । ତେବେ ଏହା ଆପଣ ମାନଙ୍କ ଜିବନ ରେ ଘୋର ବିପତି ଆଣି ପାରେ । ତେବେ ଆପଣ ମାନେ ଏହି ସ୍ନାନ କରିବାରୁ ହଞ୍ଚିତ ହୁଅନ୍ତୁ । ଏହା ଆପଣ ମାନଙ୍କ ପାଇଁ କାଳ ହୋଇ ପାରେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *