ଗୃହ ର ସୁଖ ଦିଗରେ ମହିଳା ଙ୍କ ଦାୟିତ୍ଵ ! ନିଶ୍ଚିତ ଜାଣି ରଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୃହ ସୁରକ୍ଷା ଦିଗ ରେ ମହିଳା ମାନଙ୍କ ଦାୟୁତ୍ୱ କଣ ରହିଛି ଆସନ୍ତୁ ଜାଣି ନେବା ଦାଣ୍ଡ ଘର ଏବଂ ବୈଠକ ଘର କୁ କେବେ ବି ଶୋଇବା ଘର ଭାବେ ବ୍ୟବହାର କରନ୍ତୁ ନାହିଁ ଘରେ ଯେତେ ଛୋଟ ହୋଇଥିଲେ ବି ଆପଣ ମାନେ ପ୍ରତ୍ୟେକ ଘର କୁ ଚେୟାର ଟେବୁଲ ଆଦି କୁ ସଜେଇ ରଖନ୍ତୁ । ସାଗାରେଟ ଆଦି ପିଉ ଥିଲେ ଆଷ୍ଟେରେଟ୍ ଟିଏ ରଖନ୍ତୁ । ଶୋଇବା ଘରେ ରହିଥିବା ବୈଦ୍ଧତିତା ଜିନିଷ ଗୁଡିକୁ ବହୁତ ସାବଧାନତା ର ସହିତ ରଖନ୍ତୁ ।  ଶୋଇବା ଘରେ ଟର୍ଚ୍ଚ ଲେମ୍ପ ବା ଅନ୍ୟ କିଛି ଆଲୋକର ବ୍ୟବସ୍ଥା ରଖିବା ଉଚିତ୍ ବିଜୁଳୀ କାଟ ସମୟ ରେ ଏହାର ଆବଶ୍ୟକତା ରହିଛି । ନିଜର ପାଳିତ କୁକୁର କୁ ବା ବିଲେଇ କୁ କେବେ ବି ବିଛଣା ଉପରେ ଶୋଇବା ପାଇଁ ଦିଅନ୍ତୁ ନାହିଁ ନିଜର ଆତ୍ମିୟ ଙ୍କ ବ୍ୟତିତ ବାହାର ଅଜଣା ଲୋକ ମାନଙ୍କୁ କେବେ ବି ଶୋଇବା ଘରେ ପ୍ରବେଶ କରିବା ପାଇଁ ଦିଅନ୍ତୁ ନାହିଁ ।woman

ରୋଷେଇ ଘର ର ଗ୍ୟାସ ଚୁଲ୍ଲା ର ମୁହଁ ଭଲ ଭାବେ ବନ୍ଦ ରଖନ୍ତୁ । କିମ୍ବା ଷ୍ଟୋପ୍ ବ୍ୟବହାର କରୁ ଥିଲେ ଭଲ ଭାବେ ନିଭାନ୍ତୁ । ଚୁଲି ଉପରେ ଡିଆସିଲି ଆଦି ରଖନ୍ତୁ ନାହିଁ ଏହା ସହିତ ଏହି ସବୁ ସ୍ଥାନ ରେ କିଛି ବି ଦହନ ଶୀଳ ଜିନିଷ କୁ ରଖନ୍ତୁ ନାହିଁ । ସେହି ପରି ନିଆଁ ରେ କୈଣସି ତେଲ କଡେଇ ବସେଇ ଦେଇ ଅନ୍ୟ କାମ କରନ୍ତୁ ନାହିଁ । ରୋଷେଇ ଘରେ ସବୁ ଜିନିଷ କୁ ସଜେଇ ରଖନ୍ତୁ ଯେମିତି ରୋଷେଇ ସମୟ ରେ କିଛି ବି ଆପଣ ମାନଙ୍କୁ ଖୋଜିବା ପାଇଁ ପଡିବ ନାହିଁ । ରୋଷେଇ ଘର କୁ ସବୁ ବେଳେ ସଫା ସୁତୁରା ରଖନ୍ତୁ ।kichin

ଛୋଟ ପିଲା ମାନଙ୍କୁ ଗାଧୁଆ ଘରେ ଏକୁଟିଆ ଛାଡନ୍ତୁ ନାହିଁ । ବାଥରୁମ୍ ରେ ବ୍ୟବହାର ହେଉ ଥିବା ପାଣି ପାଣି ଗରମ ପାଇଁ ବା ହିଟର ଆଦି କୁ ବହୁତ ସାବଧାନତା ର ସହିତ ବ୍ୟବହାର କରନ୍ତୁ । ଫିନାଇଲ୍ ବା ବାସନ ମଜା ସୋପ୍ ଆଦି କୁ ସଠିକ୍ ସ୍ଥାନ ବା ଉଚ୍ଚ ସ୍ଥାନ ରେ ରଖନ୍ତୁ । ଚଟାଣ ରେ କେବେ ବି ସିଉଳୀ ଲାଗିବା ପାଇଁ ଦିଅନ୍ତୁ ନାହିଁ  । ପ୍ରତି ଦୁଇ ଚାରି ଦିନ ରେ ଚଟାଣ କୁ ସଫା ରଖନ୍ତୁ । ତେବେ ଏହା ଥିଲା କିଛି ଗୃହ ସୁରକ୍ଷା ଦିଗ ରେ ମହିଳା ମାନଙ୍କ ଦାୟୁତ୍ୱ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *