ଯେଉଁ ସ୍ତ୍ରୀ ମାନେ ନିଜର ମୁଣ୍ଡରେ ଓଢଣା ପକାନ୍ତି ନାହିଁ ସେମାନେ ଏ ଭିଡ଼ିଓ କୁ ଥରେ ନିଶ୍ଚୟ ଦେଖନ୍ତୁ ।

Untitled-1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ସ୍ତ୍ରୀ ଲୋକ ମାନଙ୍କ ବିଷୟ ରେ କିଛି ମହତ୍ୱ ପୂର୍ଣ୍ଣ କଥା ଏବଂ ନିୟମ ବିଷୟ ଜାହାର ପାଳନ କରିବାରେ ମାତା ଲକ୍ଷ୍ମୀ ଙ୍କ କୃପା ସେମାନଙ୍କ ଉପରେ ସବୁ ବେଳେ ବନି କରି ରହିଥାଏ । ଓ ଏମିତି ସ୍ତ୍ରୀ ଲୋକ ମାନଙ୍କ ଘର ସବୁ ବେଳେ ରୋଗ ରୁ ମୁକ୍ତି କଳି ଝଗଡା ରୁ ମୁକ୍ତି ହୋଇଥାଏ । ତେବେ ବନ୍ଧୁଗଣ ଏଠାରେ ପ୍ରଥମ କଥା ହେଲା କି ପ୍ରତି ଦିନ ମାତା ଲକ୍ଷ୍ମୀ ଙ୍କୁ ନିମନ୍ତ୍ରଣ ଦେବା ତେବେ ବନ୍ଧୁଗଣ ଘର ର ସଫା ସଫି ମହିଳା ମାନଙ୍କୁ ପ୍ରତି ଦିନ କରିବା ଉଚିତ୍ କାରଣ ଘର କୁ ଲକ୍ଷ୍ମୀ ଙ୍କ ସ୍ୱାଗତ କରିବାରେ ଘରକୁ ସଫା ରଖିବା ନିହାତି ଆବଶ୍ୟକ ଅଟେ । ସେହି ପରି ଦ୍ୱତୀୟ କଥା ହେଲା କି ବନ୍ଧୁଗଣ ଘର ର ମହିଳା ମାନଙ୍କୁ ସବୁ ବେଳେ ସକାଳେ ସମସ୍ତ ଙ୍କ ଉଠିବା ପୂର୍ବ ରୁ ହିଁ ଉଠିଯିବା ନିହାତି ଆବଶ୍ୟକ ହୋଇଥାଏ ।womans

ଯେଉଁ ଘର ର ମହିଳା ମାନେ ସବୁଠୁ ପ୍ରଥମେ ଉଠି ଥାନ୍ତି ସେହି ଘର ର ଲୋକ ମାନଙ୍କ ଭାଗ୍ୟ ବି ଉଦୟ ହୋଇଥାଏ । ସେହି ପରି ତୃତୀୟ କଥା ହେଲା କି ଘ ର ମହିଳା ମାନଙ୍କୁ ବା ସ୍ତ୍ରୀ ମାନଙ୍କୁ କେବେ ବି ବେଡ୍ ଉପରେ ବା ସୋଫା ଉପରେ ବସି କେବେ ବି ଭୋଜନ କରିବା ଉଚିତ୍ ହୋଇ ନ ଥାଏ ।

ଏମିତି କରିଲେ ଆପଣ ମାନେ ଘରକୁ ସୈଭାଗ୍ୟ ନହେଁ ବରଂ ଆପଣ ମାନେ ଦୂର୍ଭାଗ୍ୟ ନେଇ କରି ଆସନ୍ତି । ସେହି ପରି ବନ୍ଧୁଗଣ ଏଏହି କଥା ମନେ ରଖିବେ କି ଘର ର ମହିଳା ମାନଙ୍କୁ ତାଙ୍କର କଥା କୁ ସବୁ ବେଳେ ମଧୁର ରଖିବା ଉଚିତ୍ ଏବଂ ଘର ର ବୟସ୍କ ଲୋକ ମାନେ ଯେମିତି କି ସେମାନଙ୍କ ଶାଶୁ ଙ୍କର ମହିଳା ମାନଙ୍କୁ କେବେ ବି ଅପମାନ କରିବା ଉଚିତ୍ ନୁହେଁ ।lady

ଆଉ ନା ଶାଶୁ ମାନଙ୍କୁ ସେମାନଙ୍କ ବୋହୁ ମାନଙ୍କର ଅପମାନ କରିବା ଉଚିତ୍ ହୋଇନଥାଏ । ଏବଂ ଏହି କଥା କୁ ବହୁତ ଭଲ ଭାବେ ମନେ ରଖିବେ କି ଯେଉଁ ଘରେ ଶାଶୁ ବୋହୁ ବା ଦୁଇ ଜା ମାନଙ୍କ ମଧ୍ୟ ରେ ସୁ ସଂମ୍ପର୍କ ରହେ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *