କେଉଁ ପ୍ରକାର ମହିଳାଙ୍କ ନଜର ଆପଣଙ୍କୁ ବରବାଦ କରିଦେଇ ଥାଏ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ ବନ୍ଧୁଗଣ । ଆସନ୍ତୁ ଜାଣିନେବା ଆଜିର କିଛି ଗୁରୁତ୍ୱ ପୂର୍ଣ୍ଣ ଅନୁଚିନ୍ତା ବିଷୟ ରେ ଅନୁମାନ ଚାଳିଶା କୁ ସାତ ଥର ପାଠ କରି ଜଳ କୁ ଅଭିମନ୍ତ୍ରୀତ କରି ପୀଡିତ ଲୋକଙ୍କୁ ପିଆଇବା ଦ୍ବାରା ଗୁଣି ଗାରେଡିର ପ୍ରଭାବ ନଷ୍ଟ ହୋଇଥାଏ ,ଯଦି ଘରେ ତନ୍ତ୍ରମନ୍ତ୍ରର ପ୍ରଭାବ ଦେଖାଦିଏ ତେବେ ଶହେ ଆଠ ଥର ଗାୟତ୍ରୀ ମନ୍ତ୍ର ଜପ କରି ଘରେ ହୋମ କରିବା ଦ୍ବାରା ତାହା ଦୂରହୋଇ ଥାଏ । ଯଦି ତନ୍ନମନ୍ତ୍ର ଦ୍ବାରା ଘରେ ଅଶୁଭ ହେଉଥାଏ ସନ୍ଧ୍ୟା ସମୟରେ ଗାଧେଇ କରି କଞ୍ଚା କ୍ଷୀରରେ ନିଅବୁନ୍ଦା । ମହୁ ମିଶାଇ ଘର ଭିତରେ ବାହାରେ ଛିଞ୍ଚିଲେ ତାହା ଦୂର ହୋଇଥାଏ, ବନ୍ଧୁଗଣ ସବୁ ଦିନ ସକାଳେ ଉଠିବା ପରେ ଘରର ଚାରି ପଟେ ତମ୍ବା ପାତ୍ର ରେ ପାଣି ଛିଞ୍ଚିଲେ ଘର ନାକାରାତ୍ମକ ଶକ୍ତି ଦୂର ହୁଏ ।jitu das

ସେହି ପରି ନିଜର ଠାକୁର ଘରେ ପ୍ରତ୍ୟେକ ଦିନ ଝୁଣା ଧୂପ ବା ସେଫାଳୀ ଦିଅନ୍ତୁ ଅଥବା ଆପଣ ମାନେ କର୍ପୂର ଆଳତୀ କରନ୍ତୁ , ସେହି ପରି ଖାଦ୍ୟ ଖାଇବା ସମୟ ରେ ଲୁଣ କୁ କେବେ ବି ଭୂମି ରେ ପକେଇବେ ନାହିଁ ସେହି ପରି ସକାଳୁ ଉଠିବା ପରେ ବିଛଣା କୁ ଅସଜଡା ରଥିଲେ ଶନି ଏବଂ ରାହୁ ଙ୍କ କୋପ ଦୃଷ୍ଟି ପଜେ ଟିକିଏ ଟିକିଏ କଥା ରେ ଆପଣ ମାନଙ୍କୁ ଚିଡଚିଡା ଲାଗୁ ଥିଲେ ଦିନ ରେ ପାଞ୍ଚ ଥର ଗୋଡ ଧୋଇଲେ ତାହା କମ୍ ହୋଇ ଥାଏ । ସେହି ପରି ବନ୍ଧୁଗଣ ଘରକୁ ଫେରିବା ସମୟ ରେ କିଛି ନା କିଛି ସାମଗ୍ରୀ ନେଇ କରି ଆସନ୍ତୁ ଏମିତି କରିଲେ ମଙ୍ଗଳ ଙ୍କ ଶୁଭ ଦୃଷ୍ଟି ପଡେ ସେହି ପରି ବନ୍ଧୁଗଣ କେବେ ବି ଆପଣ ମାନେ ଅଇଁଠା ଛାଡନ୍ତୁ ନାହିଁ କିମ୍ବା ଅଇଁଠା କୁ ସାଇତି କରି ରଖନ୍ତୁ ନାହିଁ ।mata Lakshmi

ଏମିତି କରିଲେ ମାତା ଲକ୍ଷ୍ମୀ ଙ୍କର କୃପା ମିଳେ ନାହିଁ । ଗାଧୋଇ ସାରିବା ପରେ ଆପଣ ମାନେ ଲୁଣ କୁ ପାଟି ରେ ପକାନ୍ତୁ ଏବଂ କେବେ ବି ଗାଧୋଇ ସାରିବା ପରେ ଆପଣ ମାନେ ତେଲ କୁ ସ୍ପର୍ଶ କରନ୍ତୁ ନାହିଁ । ସେହି ପରି ବନ୍ଧୁଗଣ କ୍ଷୀର ପିଇବାର ଦୁଇ ଘଣ୍ଟା ପୂର୍ବରୁ ଏବଂ ଦୁଇ ଘଣ୍ଟା ପରେ ଆପଣ ମାନେ କିଛି ବି ସେବନ କରନ୍ତୁ ନାହିଁ । ସେହି ପରି ବନ୍ଧୁଗଣ ଏହି କଥା କୁ ସବୁ ସମୟ ରେ ମନେ ରଖିବେ କି ଘରେ ଘରେ ରହି ଥିବା ଭଗବାନ ଙ୍କୁ ପଶ୍ଚିମ ମୂଖା ଏବଂ ମନ୍ଦିର ରେ ରହି ଥିବା ଦେବତା ଙ୍କୁ ପୂର୍ବ ମୂଖା କରି ସ୍ଥାପିତ କରିବା ଉଚିତ୍ , ସେହି ପରି ଜନ୍ମ ମାସ ନକ୍ଷେତ୍ର ରେ ପୁଅ ଝିଅ ଙ୍କ ବିବାହ କରିବା କେବେ ବି ଉଚିତ୍ ହୋଇ ନ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *