ଶୁଭ ଲାଭ ସହ ଭଗବାନ ଶିବଙ୍କର କି ସମ୍ବନ୍ଧ ।

sibva j

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୁଭ ଲା ଲାଭ ସହିତ ଭଗବାନ ଶଙ୍କର ଙ୍କର କି ସମନ୍ଧ ରହିଛି ଆପଣ ମାନେ ଘରେ ଦ୍ୱାର ରେ ଶୁଭ ଲାଭ ଲେଖିଥାନନ୍ତି । ପ୍ରକୃତ ରେ ଆପଣ ମାନେ ଏହି ଶୁଭ ଲାଭ କାହିଁକି ଲେଖନ୍ତି । ଏହାର ଭଗବାନ ଶିବ ଙ୍କ ସହିତ କଣ ସମନ୍ଧ ରହିଛି ଏହି ନେଇ ଖୁବ୍ କମ୍ ଲୋକ ମାନେ ଜାଣି ଥିବେ ତେବେ ଆସନ୍ତୁ ଜାଣି ନେବା ଏହା ପଛରେ କଣ ରହିଛି ରହସ୍ୟ । ଶିବ ପୁତ୍ର ଗଣେଷ ଙ୍କୁ ଦେବଗଣ ଙ୍କ ଅଧିପତି ଭାବେ ନିଯୁକ୍ତି କରା ଜାଇଛି ।

ଦୁନିଆଁ ର ପ୍ରଥମ ଧର୍ମ ଗ୍ରନ୍ଥ ରୁକ୍ ବେଦ ରେ ଭଗବାନ ଗଣେଷ ଙ୍କ ବିଷୟ ରେ ଉଲ୍ଲେଖ ରହିଛି । ରୁକବେଦ ରୁ ଗଣପତି ଶବ୍ଦ ଆସିଛି । ଭାରତୀୟ ସଂସ୍କୃତି ରେ ଭଗବାନ ଗଣେଷ ସବୁ ଆଡେ ପୂଜନିୟ ଏବଂ ପ୍ରଥମେ ପୂଜନନିୟ ଅଟେ । ତାଙ୍କ ବିନା କୈଣସି ମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇ ନ ଥାଏ ।  ଯଦି କୈଣସି ବ୍ୟକ୍ତି ପ୍ରଥମେ ଗଣେଷ ଙ୍କ ପୂଜା ନ କରି କାର୍ଯ୍ୟ ଆରମ୍ଭ କରେ ତେବେ କାର୍ଯ୍ୟ ରେ ବାଧା ଉପୁଜି ଥାଏ । ସମସ୍ତ ଧର୍ମ ରେ ଗଜାନନ୍ନ ଙ୍କ ପୂଜା କରା ଜାଇଥାଏ ।

ଗଣେଷ ଙ୍କ ଫଟୋ ବା ମୃତି ପାଖରେ ରିଦ୍ଧି ସିଧି ବା ଶୁଭ ଲାଭ ଲେଖାଯାଏ ବାସନ୍ତ ରେ ରିଦ୍ଧି ଏବଂ ସିଦ୍ଧି ହେଲେ ବିଘ୍ନହର୍ତା ଙ୍କ ଦୁଇ ପତ୍ନୀ । ଏହା ବ୍ୟତିତ ରିଧି ଙ୍କ ଦ୍ୱାରା କ୍ଷେମା ଏବଂ ସିଦ୍ଧି ଙ୍କ ଦ୍ୱାରା ଲାଭ ଦୁଇ ପୁତ୍ର ରହିଛନ୍ତି । ଜାହାଙ୍କୁ ଶୁଭ ଲାଭ ଲାଭ ବି କୁହାଯାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *