ତ୍ୱଚାକୁ ଗୋରା,ସୁନ୍ଦର ଏବଂ ଦାଗହୀନ କରିବା ପାଇଁ ଉପାୟ ।

face oil

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରୁଷ ଙ୍କ ଚେହେରା କୁ ସଫା କରିବା ଏବଂ ସେମାନଙ୍କ ସ୍କିନ୍ ରୁ ଲାଇଟିଂ କରିବା ପାଇଁ ଏବଂ ସେମାନଙ୍କ ଶରୀର ରେ କୋମଳତା ବଢେଇବା ପାଇଁ ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି ଏକ ଘୋରଇ ଉପାୟ ନେଇ କରି ଆସିଛୁ ଜାହା ସଂମ୍ପର୍ଣ୍ଣ ପ୍ରାକୃତିକ ଅଟେ ଏବଂ ଏହିଥିରୁ ଆପଣ ମାନଙ୍କ ତ୍ୱଚା କୁ କୈଣସି କ୍ଷେତି ପହଁଚେ ନାହିଁ ବରଂ ଲାଭ ପହଁଚିଥାଏ । ତେବେ ଆସନ୍ତୁ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଆଜି ଏକ ପ୍ରାକୃତିକ ସିରମ୍ ବନେଇବା ସିଖାଇବୁ ତେବେ ଆସନ୍ତୁ ବିଳମ୍ବ ନ କରି ଜାଣି ନେବା ଏହାକୁ ବନେଇବା ପାଇଁ ଆପଣ ମାନଙ୍କୁ ପ୍ରଥମେ ଏଲୋବେରା ଜେଲ୍ ଆବଶ୍ୟକତା ପଡିବ । ଘରେ ଲଗାଇ ଥିଲା ଏଲୋବେରା ରୁ ଆପଣ ମାନେ 50 ଗ୍ରାମ୍ ଜେଲ୍ ବାହାର କରି ନିଅନ୍ତୁ ।

ଏବଂ ପରେ ଆପଣ ମାନଙ୍କ ଦରକାର ପଡିବ ଗୋଲାପ ଜଳ ଆପଣ ମାନେ ଏହି ଏଲୋବେରା ଜେଲ୍ ରେ ଏକ ଚାମଚ ଗୋଲାପ ଜଳ ମିଶାନ୍ତୁ । ଏବଂ ପରେ ତୃତୀୟ ରେ ଆପଣ ମାନଙ୍କୁ ବାଦାମ୍ ତେଲ ର ଆବଶ୍ୟକତା ପଡିବ ଏବଂ ପରେ ଆପଣ ମାନଙ୍କୁ ସେହି ଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏବଂ ପରେ ଆପଣ ମାନେ ସେହି ସମସ୍ତ ସାମଗ୍ରୀ କୁ ଭଳ ଭାବେ ଗ୍ରାଇଣ୍ଡିଂ କରି ନିଅନ୍ତୁ । ଏବେ ବନ୍ଧୁଗଣ ଆପଣ ମାନଙ୍କର ସିରମ୍ ପ୍ରସ୍ତୁତ ହୋଇ ଜାଇଛି ଜାହାକୁ ଆପଣ ମାନେ ଯେଉଁ ସ୍ଥାନ ରେ ବି ବ୍ୟବହାର କରିଲେ ନିଶ୍ଚିତ ଭାବେ ଆପଣ ମାନଙ୍କ ପାଇଉଁ ପ୍ରଭାବ ଶାଳୀ ହୋଇଥାଏ ।

ଏବଂ ଏହା ଆପଣ ମାନଙ୍କ ତ୍ୱଚା ଉପରେ ସଂମ୍ପର୍ଣ୍ଣ ଇଫେକ୍ଟ ପକେଇ ଥାଏ । ତେବେ ବନ୍ଧୁଗଣ ଏହା ସହିତ ଆପଣ ମାନେ ଆଜିର ସମୟ ରେ ବିଭିନ୍ନ ପ୍ରକାରର ବ୍ୟବହାର କରାଯାଉ ଥିବା ଆୟୁରବେଦିକ ଉପଚାର ମାନଙ୍କର ବି ପ୍ରୟୋଗ କରି ପାରିବେ । ଜାହା ଦ୍ୱାରା ବି ଆପଣ ମାନଙ୍କର ତ୍ୱଚା କୁ ଗୋରା କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *