ପ୍ରତିଦିନ ସକାଳୁ ଉଠୁ ଉଠୁ ଭୁଲ୍ ରେ ବି ଦେଖନ୍ତୁ ନାହିଁ ନାରୀଙ୍କର ଏହି ଗୋଟେ ଜିନିଷ ଭୟଙ୍କର କଥା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତିଦିନ ସକାଳୁ ଉଠୁ ଉଠୁ ଭୁଲ୍ ରେ ବି ଦେଖନ୍ତୁ ନାହିଁ ନାରୀଙ୍କର ଏହି ଗୋଟେ ଜିନିଷ, ନହେଲେ ହେବ ଭୟଙ୍କର କଥା ପ୍ରତ୍ୟୋକ ଦିନ ର ଆରମ୍ଭ ଏକ ନୂଆ ଆଶା କୁ ନେଇ ହୋଇଥାଏ ହିନ୍ଧୁ ଶାସ୍ତ୍ର ରେ କୁହୀ ଜାଇଥାଏ । ହେଲେ ସକାଳ ର ଆରମ୍ଭ କିଛି ଅଶୁଭ ଜିନିଷ ରୁ ଆରମ୍ଭ ହୋଇଥାଏ ତେବେ ପୂରା ଦିନ ଦୁଖଃରେ କଟେ ଜାହାଫଳ ରେ ଆପଣ ମାନେ କେବେ ବି ଉନ୍ନତି କରି ପାରନ୍ତି ନାହିଁ , ସେମିତି ରେ ଆମେ ଆଜି ଜାଣିବା କି ସକାଳୁ ଉଠିବା ସହିତ କେଉଁ ସବୁ ଜିନିଷ କୁ ଦେଖିବା ଦ୍ୱାରା କେବେ ବି ଉନ୍ନତି ହୋଇ ନ ଥାଏ । ତେବେ ବନ୍ଧୁଗଣ ସକାଳୁ ଉଠିବା ପରେ ଚରିତ୍ର ହୀନ ମହିଳା ଙ୍କ ମୁହଁ କେବେ ବି ଦେଖନ୍ତୁ ନାହିଁ ଏମିତି କରିଲେ ଆପଣ ମାନଙ୍କ ମୁହଁ ବର୍ବାଦ୍ ହୋଇଥାଏ ।jitu das

ସେହି ପରି ବିଜ୍ଞ୍ୟାନ କହିବା ଅନୁସାରେ ସକାଳୁ ଉଠି ଆଇନା ଏବଂ ଭଙ୍ଗା କାଚ କୁ ଦେଖିବା ଅନୁତିତ ଅଟେ ଏମିତି କରିଲେ ଆପଣ ମାନଙ୍କ ଦିନ ଟି ଶୁଭ ମୟ ହୋଇଥାଏ , ସେହି ପରି ତିନି ରେ ବନ୍ଧୁଗଣ ସକାଳୁ ଉଠି କରି ଓଲଟା ରହି ଥିବା ଚପଲ କୁ ଆପଣ ମାନେ କେବେ ବି ଦେଖନ୍ତୁ ନାହିଁ ଏହା ସହିତ ବୁଢିଆଣୀ ଏବଂ କୈଣସି ଧାରୁଆ ଜିନିଷ କୁ ଦେଖନ୍ତୁ ନାହିଁ ଏମିତି କରିଲେ ଆପଣ ମାନଙ୍କ ଜିବନ ରେ ଦୁଖଃ ପ୍ରେଶ କରେ ,ଏବଂ ସେହି ଦିନ ଟି ଆପଣ ମାନଙ୍କ ର ସଂମ୍ପର୍ଣ୍ଣ ଭାବେ ନଷ୍ଟ ହୋଇଥାଏ । ସେହି ପରି ବେଳେ ଆପଣ ମାନେ କେବେ ବି ସକାଳୁ ଉଠି ଉଠି ଥିବା ବେଡ଼ ର ଛାଇ କୁ ଦେଖନ୍ତୁ ନାହିଁ, ଏବଂ ଆପଣ ମାନ ଅନ୍ୟ ବ୍ୟକ୍ତି ର ଛାଇ କୁ ବି କେବେ ଦେଖନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇ ଥାଏ।womans

ସେହି ପରି ବେଳେ ଆପଣ ମାନେ କେବେ ବି କୈଣସି ବି ଜଙ୍ଗଲୀ ପଶୁ ମାନଙ୍କୁ ସକାଳୁ ଉଠି ଦେଖିିବା ତଥା ଆପଣ ମାନଙ୍କ ରୁମ୍ ରେ ବି ସେହି ପରି ପଶୁ ଯେଉଁ ମାନେ ବହୁତ ଖୁଉଁ ଖାର୍ ହୋଇ ଥାନ୍ତି ସେମାନଙ୍କ ଫୋଟ ବି ଦେଖିବେ ତ ଆପଣ ମାନଙ୍କ ଦିନ କେବେ ବି ଭଲ ରେ ବିତେ ନାହିଁ  । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *