ଅନ୍ୟମାନଙ୍କୁ କିପରି ନିଜ ବଶରେ ରଖିବେ ଜାଣନ୍ତୁ ଏହି ଗୁପ୍ତ ଉପାୟ ।

anuchimnta ia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ଜାଣି ନେବା ଆଜିର କିଛି ବଡ ଏବଂ ଗୁରୁତ୍ୱ ପୂର୍ଣ୍ଣ ଅନୁଚିନ୍ତା ବିଷୟ ରେ ବନ୍ଧୁଗଣ ମନେ ରଖିବେ ପ୍ରତ୍ୟେକ ଦିନ ସକାଳୁ କିଛି ସମୟ ଯୋଗ ଅଭ୍ୟାସ କରିବା ଉଚିତ ଏହାଦ୍ବାରା ମନ ସ୍ଥିର ହୋଇଥାଏ ମାନସିକ ଅବସାଦ ଦୂର ହୋଇଥାଏ, ଶାରୀରିକ ଦକ୍ଷତା ବୃଦ୍ଧି ହୋଇଥାଏ ଏବଂ ଶରୀର ନିରୋଗ ରହିଥାଏ ।  ସେହି ପରି ବନ୍ଧୁଗଣ ପ୍ରତ୍ୟେକ ଦିନ ସକାଳୁ ଉଠିବା ପରେ ଦୁଇ ଗ୍ଲାସ୍ ପାଣି ପିଇବାର ଅଭ୍ୟାସ କରିବା ଉଚିତ୍ ଏହା ଆପଣ ମାନଙ୍କ ଶରୀର ପାଇଁ ବହୁତ ଉପକୀରୀ ଅଟେ । ସେହି ପରି ବନ୍ଧୁଗଣ ସବୁ ଦିନ ସକାଳେ ଉଠିବା ପରେ ଘରର ଚାରି ପଟେ ତମ୍ବା ପାତ୍ର ରେ ପାଣି ଛିଞ୍ଚିଲେ ଘର ନାକାରାତ୍ମକ ଶକ୍ତି ଦୂର ହୁଏ । jitu das

ସେହି ପରି ନିଜର ଠାକୁର ଘରେ ପ୍ରତ୍ୟେକ ଦିନ ଝୁଣା ଧୂପ ବା ସେଫାଳୀ ଦିଅନ୍ତୁ ଅଥବା ଆପଣ ମାନେ କର୍ପୂର ଆଳତୀ କରନ୍ତୁ । ସେହି ପରି ଖାଦ୍ୟ ଖାଇବା ସମୟ ରେ ଲୁଣ କୁ କେବେ ବି ଭୂମି ରେ ପକେଇବେ ନାହିଁ ସେହି ପରି ସକାଳୁ ଉଠିବା ପରେ ବିଛଣା କୁ ଅସଜଡା ରଥିଲେ ଶନି ଏବଂ ରାହୁ ଙ୍କ କୋପ ଦୃଷ୍ଟି ପଜେ ଟିକିଏ ଟିକିଏ କଥା ରେ ଆପଣ ମାନଙ୍କୁ ଚିଡଚିଡା ଲାଗୁ ଥିଲେ ଦିନ ରେ ପାଞ୍ଚ ଥର ଗୋଡ ଧୋଇଲେ ତାହା କମ୍ ହୋଇ ଥାଏ । ସେହି ପରି ବେଳେ ଏହା ଆପଣ ମାନଙ୍କୁ ଯେଉଁ ସବୁ କୁହା ଗଲା ଆପଣ ମାନେ କୈଣସି ବି ପରିସ୍ଥିତି ରେ ଧରିବେ ନାହିଁ ବନ୍ଧୁଗଣ କିଛି ସମୟ ଏମିତି ବି ରହିଛି ।brahmin

ଯେଉଁ ଠାରେ ଆମ ମାନଙ୍କୁ ଅତି ଆବଶ୍ୟକ ପଡି ଜାଇ ଥାଏ ତେବେ ସେମିତି କ୍ଷେତ୍ର ରେ ଆମେ ମାନଙ୍କୁ ଏହି ନାମ ସବୁ ନେବା ପାଇଁ ପଡେ ତେବେ ସେମିତି ବେଳେ କୈଣସି ବି କ୍ଷେତି ଆପଣ ମାନଙ୍କ ପ୍ରତି ରହି ନ ଥାଏ କିନ୍ତୁ କେବେ ଏହି ନାମ ସବୁ କୁ ଜପ ମାଳା କରନ୍ତୁ ନାହିଁ , ନଚେତ୍ ଆପଣ ମାନଙ୍କ ପାଇଁ ବହୁତ କିଛି କ୍ଷେତି ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *