ରାବଣ ନାରୀମାନଙ୍କ ବିଷୟରେ 3 ଟି କଥା କହିଛନ୍ତି ଯାହା ଖରାପ କଥା ଅଟେ କିନ୍ତୁ ନିରାଟ ସତ୍ୟ ଅଟେ ।

raban

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାବଣ ମହିଳା ଙ୍କ ବିଷୟ ରେ ଏମିତି କିଛି କଥା କହିଛି ଜାହା ଜାଣିଲେ ଆପ ମାନେ ଭାବିବେ କି ରାବଣ ଜଣେ ବହୁତ ବଡ ଜ୍ଞ୍ୟାନୀ ଥିଲା । ରାବଣ କହି ଥିଲେ ବି ଏମିତି ମହିଳା ଙ୍କ ଠାରୁ ଯେତେ ଜଲ୍ଦି ହେବ ଦୂରେଇ ଯାଅ ଏହା ଆପଣ ମାନଙ୍କ ପାଇଁ ଭଲ ହେବ । ଆହୁରୀ ବି କେତେ କଥା ସେ କହିଥିଲେ ଜାହା ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବାକୁ ଚେଷ୍ଟା କରିବୁ । ତେବେ ଆସନ୍ତୁ ଜାଣିବା ସେହି ପରି ବନ୍ଧୁଗଣ ରାବଣ ଏହି କଥା କୁ କହିଛନ୍ତି କି ସ୍ତ୍ରୀ ମାନଙ୍କ ପେଟ ରେ କିଛି ବି କଥା ଲୁଚି କରି ରହି ପାରେ ନାହିଁ । ଆପଣ ମାନେ ଯେତେ ନିକଟ ର ବନ୍ଧୁ ହୁଅନ୍ତୁ ନା କାହିଁକି ସେମାନେ ଆପଣଙ୍କ ଭାଣ୍ଡା କେବେ ନା କେବେ ଫୁଟେଇ ଦେବେ । ସେହି ପରି ରାବଣ ଏହି କଥା ବବି କହି ଥିଲେ କୈଣସି ବି ସ୍ତ୍ରୀ କୁ ନିଜର ଗୁପ୍ତ କଥା କହିବା କଥା ନୁହେଁ ବୋଲି ସେ କହିଛନ୍ତି ।raban

ସେମିତି ରେ ଆପଣ ମାନେ ଜାଣି ଥିବେ ରାବଣ ଲଙ୍କା ର ରାଜା ରହି ଥିଲା ଶାସ୍ତ୍ର ଅନୁସାରେ ସେ ମହାପଣ୍ଡିତ ଅଟନ୍ତି ଏବଂ ସେ ଏମିତି ଜ୍ଞ୍ୟାନି ରହି ଥିଲେ କି ତାଙ୍କୁ ପ୍ରଥମ ରୁ ଜଣା ପଡି ଜାଉ ଥିଲା କି ଆଗକୁ କଣ ସବୁ ହେବାକୁ ଜାଉଛି । ସେମିତି ରେ ସେ ନିଜର ମୃତ୍ୟୁ ବିଷୟରେ ବି ଆଗରୁ ହିଁ ଜାଣି ଥିଲା ଏବଂ ସେ ସେହି ମୃତ୍ୟୁ ପୂର୍ବ ରୁ ହିଁ ନାରୀ ମାନଙ୍କ ବିଷୟରେ କିଛି ବିଷୟ ରେ କିଛି ରୋଚକ କଥା କୁ କହି ଜାଇ ଥିବା ବଳେ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ କହିବୁ । ତେବେ ପ୍ରଥମେ ରହିଛି ସ୍ତ୍ର ର ଲାଳସା ରାବଣ ମରିବା ପୂର୍ବ ରୁ କହି ଥିଲେ କି ସ୍ତ୍ରୀ ମାନେ ବହୁତ ମତଲବୀ ହୋଇ ଥାନ୍ତି ଏବଂ ସେମାନଙ୍କ କାମ ବାହାର କରିବା ପାଇଁ କିଛି କରିବା ପାଇଁ ପଛାନ୍ତି ନାହିଁ ।jitu das

ସେହି ପରି ନିଜର କଥା କୁ ଉହରେଇ ଯିବା ର ଗୁଣ ବି ମହିଳା ମାନଙ୍କ ମଧ୍ୟ ରେ ଦେଖିବା ପାଇଁ ମିଳେ ଏବଂ ସେହି କାରଣ ପାଇଁ ସ୍ତ୍ରୀ ମାନେ କେବେ ବି ସତ କହନ୍ତି ନାହିଁ ଏବଂ ଖାସ୍ କରି ସ୍ତ୍ରୀ ମାନେ ଏଠାକାର କଥା କୁ ସେଠାରେ ଜାଇ କହି ଦେଇଥାନ୍ତି ଜଲ୍ଦି ଏବଂ ଏହିଥି ପାଇଁ ବହୁତ ସମୟରେ ଝଗଡା ବି ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *