‘ M ‘ Letter ଥିବା ବ୍ୟକ୍ତି ଶୀଘ୍ର ପଢନ୍ତୁ ଏହି ପୋଷ୍ଟ ।

M nane

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ପୁଅ ଏବଂ ଝିଅ ର ସ୍ୱଭାର ବିଷୟ ରେ ବା ବ୍ୟକ୍ତିତ୍ୱ ବିଷୟ ରେ କହିବା ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇ ଥାଏ ତେବେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ବନ୍ଧୁଗଣ କି ପ୍ରତ୍ୟୋକ ବ୍ୟକ୍ତି ର ନାମ ପଛରେ ତାର ବ୍ୟକ୍ତିତ୍ୱ ବିଷୟ ରେ ସବୁ କିଛି ଲୁଚି ରହିଥାଏ ବୋଲି ଏହା ଶାସ୍ତ୍ର ରେ କୁହା ଜାଇଛି ତେବେ ଆମେ ଆଜି ଆପଣ ମାନଙ୍କୁ M ଅକ୍ଷର ବ୍ୟକ୍ତି ମାନଙ୍କ ବିଷୟ ରେ କହିବୁ । ତେବେ ଯଦି ଆପଣ ମାନଙ୍କର ନାମ ର ପ୍ରଥମ ଅକ୍ଷର ଏହି M ରୁ ଆରମ୍ଭ ତେବେ ଆପଣ ଅଧିକ ଭାବୁକ ଏବଂ ସଂଙ୍କୁଚ ହୋଇ ଥାନ୍ତି ।

ସବୁ ସମୟ ରେ ଏମାନେ ଗଭିତ ଚିନ୍ତା ରେ ମଗ୍ନ ରହି ଥାନ୍ତି ବେଳେ ବେଳେ ଅନ୍ୟ ମାନଙ୍କ ପାଇଁ ଘାତକ ମଧ୍ୟ ପ୍ରମାଣିତ ହୋଇ ଥାନ୍ତି ଏମାନେ ବହୁତ ଜିଜଖୋର ହୋଇ ଥାନ୍ତି । ଏବଂ କୈଣସି କଥା କୁ ଥରେ ଧରି ଦେଲେ ଛାଡନ୍ତି ନାହିଁ ହେଲେ ଏହି M ଅକ୍ଷର ର ଲୋକ ମାନଙ୍କ ଉପରେ ଭାଗ୍ୟ ଦେବୀ ପ୍ରଶ୍ନ ରହି ଥାନ୍ତି । ସେହିଥି ପାଇଁ ଧନ ଏବଂ ସମ୍ମାନ ଏମାନଙ୍କୁ ମିଳି ଥାଏ ସାଧାରଣ ଭାବେ ଏପରି ଜାତକ ରାଜନିତୀ ରେ ଦେଖିବା ପାଇଁ ମିଳନ୍ତି ,ଏପରି ବ୍ୟକ୍ତି ମାନେ ଭଲ ବ୍ୟକ୍ତା ଏବଂ ଲେଖକ ହୋଇ ଥାନ୍ତି ଏମାନେ କାମ ପ୍ରତି ଏମାନେ ସଚେତନ ନୁହନ୍ତି କିନ୍ତୁ ଭାଗ୍ୟ କୁ ଧନୀ ହୋଇ ଥିବାରୁ ଏମାନେ ସପଳତା ର ସିଢୀ ଚଢି ଚଢି ଚାଲନ୍ତି । ଏହି ପରି ବ୍ୟକ୍ତି ମାନେ ଅଧିକ ଭାବୁକ ହୋଇ ଥିବାରୁ ଶିଘ୍ର ପ୍ରେମ ରେ ପଢନ୍ତି ।

ଏବଂ ପ୍ରେମ କୁ ତୁଲାଇବାରେ ସାହାସ ମଧ୍ୟ ରଖି ଥାନ୍ତି ,ଏମାନେ ପ୍ରେମ କୁ ପାଇବା ପାଇଁ ସବୁ କିଛି କରି ପାରନ୍ତି ଏହି ସବୁ ଗୁଣ ପାଇଁ ଆପଣ ମାନଙ୍କ ଫ୍ରେଣ୍ଡ ସର୍କୋଲ ବଡ ହୋଇ ଥାଏ ସବୁ ବେଳେ ଏମାନେ ତାଙ୍କର ପ୍ରେମ ଠାରୁ ଅଧିକ ସୁନ୍ଦର ହୋଇ ଥାନ୍ତି ଜାହାକୁ ଏମାନେ ନିଜର କରିବା ପାଇଁ ଚେଷ୍ଟା କରନ୍ତି ,ଏମାନେ ନିଜର ନୈତିକ ମୂଲ୍ୟ ରେ ଜିବନ ଅତିବାହିତ କରି ଥାନ୍ତି ,ଖରାପ୍ କାମ କୁ ଏବଂ ଖରାପ୍ କାମ କରୁ ଥିବା ଲୋକ ଙ୍କୁ କେବେ ବି ପ୍ରଶର ଦିଅନ୍ତୁ ନାହିଁ । ଏମାନେ କୈଣସି କଥା କୁ ବୁଲେଇ ବଙ୍କେଇ କହି ନ ଥାନ୍ତି ।m name

ଜାହା କୁହନ୍ତି ସିଧା ସିଧା କୁହନ୍ତି ଏଥି ପାଇଁ ଅନ୍ୟ ମାନଙ୍କୁ ଏମାନଙ୍କ କଥା କୁ ଭଲ ଲାଗେ ନାହିଁ, ଏବଂ ଏମାନଙ୍କ ଶତୃ ସଂଖ୍ୟା ବଢି ବଢି ଚାଲେ ,ସବୁ ବେଳେ ଏମାନଙ୍କର ଗୋଟିଏ ପ୍ରୟାାଶ ରହି ଥାଏ କି ସମାଜ ରେ ଏମାନଙ୍କୁ କେମିତି ସମ୍ମାନ ମିଳିବ ,ଏମାନେ ବହୁତ ଉଚ୍ଛ ବିଚାର ଧାରଣା ର ବ୍ୟକ୍ତି ଅଟନ୍ତି ବେଳେ ଏଥି ପାଇଁ ଏମାନଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *