ମହିଳା ମାନେ ସ୍ଵପ୍ନ ରେ ସ୍ଵପ୍ନ ଦେଖିବାର ଅର୍ଥ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ମାନେ ସ୍ୱପ୍ନ ରେ ସ୍ୱପ୍ନ ଦେଖୁ ଥିବାର ଅର୍ଥ । ମହିଳା ମାନେ ସବୁ ସମୟରେ ନିଜର ନିଦ୍ରା କୁ 25 ରୁ 30 ପ୍ରତିଶତ ହିଁ ନିଅନ୍ତି । ଜଣେ ମହିଳା ପ୍ରତି ଦିନ ରାଶି ରେ ଏକ ଘଣ୍ଟା ରୁ ଦେଢ ଘଣ୍ଟା ଯାଏ ସ୍ୱପ୍ନ ରାଜ୍ୟ ରେ ବିଚରଣ କରେ ଏକ ଅଧ୍ୟୟନ ରୁ ଜଣା ପଡିଛି କି 60 ବର୍ଷ ମଧ୍ୟରେ ବଞ୍ଚି ଥିବା ମହିଳା ନିଜର ଜିବନ କାଳ ମଧ୍ୟରେ ପ୍ରାୟ 6 ବର୍ଷ ସମୟ ସେମାନେ ସ୍ୱପ୍ନ ଦେଖନ୍ତି । ଶୋଇଥିବା ଅବସ୍ଥା ରେ ଘୁଙ୍ଗୁଡିି ମାରୁ ଥିବା ଅବସ୍ଥା ମହିଳା ମାନେ କେବେ ବି ସେମାନେ ସ୍ୱପ୍ନ ଦେଖନ୍ତି ନାହିଁ । ସେହି ପରି ମହିଳା ମାନେ ସାଧାରଣତଃ ସାତ ପ୍ରକାରର ସ୍ୱପ୍ନ ଦେଖନ୍ତି ।dreem

ସେହି ଗୁଡିକ ହେଲା ଦିବା ସ୍ୱପ୍ନ , ସୁଖ ଦାୟକ ସ୍ୱପ୍ନ , ଦୁସ୍ୱପ୍ନ ,ପୁନଃ ପୈନିକ ସ୍ୱପ୍ନ ସ୍ୱାସ୍ଥ୍ୟ ସ୍ୱପ୍ନ , ଭବିଷ୍ୟତ ସ୍ୱପ୍ନ ଏବଂ ଦିର୍ଘାୟୁ ସ୍ୱପ୍ନ । ସ୍ୱପ୍ନ ରେ ମହିଳା ମାନେ ଦିବା ସମୟରେ ଦିବା ସ୍ୱପ୍ନ ରେ ଦେଖି ଥାନ୍ତି । ସୁଖଃଦ ସ୍ୱପ୍ନ ଗୁଡିକ ମହିଳା ମାନଙ୍କ ଜିବନ ଅତିବାହୀତ କରିବା ପାଇଁ ପ୍ରେରଣା ଦିଏ । ସହରାଞ୍ଚଳ ମହିଳା ମାନଙ୍କ ଅପେକ୍ଷା ଗ୍ରାମାଞ୍ଚଳ ରେ ମହଳା ମାନେ ଅଧିକ ଅନ୍ଧ ବିଶ୍ୱାସୀ ହୋଇ ଥିବାରୁ ବେଶୀ ସ୍ୱପ୍ନ ଦେଖି ଥାନ୍ତି । ଭୟବିତ ମଧ୍ୟ ହୋଇଥାନ୍ତି । ଯେଉଁ ପୁରୁଷ ମାନେ ଯୈନ ମିଳନ ପାଇଁ ଇଚ୍ଛା କରେ ସେ ମାଛ ଧରୁ ଥିବାର ବନ୍ଧୁକ ମାରୁ ଥିବାର ।dreem

ଏବଂ ଘୋଡା ଚଢୁ ଥିବାର ସ୍ୱପ୍ନ ସେମାନେ ଦେଖନ୍ତି । କୁମାରୀ କନ୍ୟା ତାର ପ୍ରଥମ ଯୈନ ମିଳନ ପରେ କୁଆଁରିତ୍ୱ ନଷ୍ଟ ହେବା ଏହା ସ୍ୱପ୍ନ ରେ କୈଣସି ପଦାର୍ଥ ହଜିଯିବା ନଷ୍ଟ ହେବା ଭାଙ୍ଗି ଯିବା ଏବଂ କ୍ଷେତ ବିକ୍ଷ୍ୟତ ରୂପେ ରେ ବି ଦେଖା ଜାଇ ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *