କଳିଯୁଗ ଶେଷ ହେବା ପାଖେଇ ଆସିଲା | ମାଡ଼ିଆସିଲା ମହାବିପଦ,କଳିଯୁଗର ଅନ୍ତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା କଣ ଏହା କଳିଯୁଗ ର ଅନ୍ତ ଅଟେ ନା କୋରନା କଳିଯୁଗ ର ଅନ୍ତ ମୋଟେ ବି ନୁହେଁ ହେଲେ କୋରନା ସେହି ଶିକ୍ଷା ଅଟେ ଜାହା ପ୍ରକୃତି ର ନଷ୍ଟ କରିବା ଦ୍ୱାରା ଇଶ୍ୱର ଙ୍କ ଦ୍ୱାରା ଆମକୁ ସଂଙ୍କେତ ଦିଆ ଜାଇଛି । ଏବଂ ଏହା ଏକ ଏମିତି ମହାମାରୀ ଅଟେ ଜାହା ପ୍ରତ୍ୟେକ ଶହେ ବର୍ଷ ରେ ଥରେ ଆସେ , ଯେମିତି 1720 ରେ ପ୍ଲେଗ୍ ମହାମାରୀ ଆସିଥିଲା ଏବଂ ପରେ 1820 ରେ ହଇଜା ପୁଣି 1920 ରେ ଫ୍ଲୁୁ ଆସିଲା ଏବଂ ପୂର୍ବ ବର୍ଷ 2020 ରେ କୋରନା ଆସିଛି । ଜାହାର ଆଜି ପର୍ଯ୍ୟନ୍ତ ବି କାୟା ବିସ୍ତାର ଚାଲିଛି ଏହି ମହାମାରୀ ରେ ଆଜିି ବି ପ୍ରତି ଦିନ ହଜାର ହଜାର ଲୋକ ମାନଙ୍କ ମୃତ୍ୟୁ ହେଉଛି ।malika

ତେବେ ଏହା କଳିଯୁଗ ର ଅନ୍ତ ନୁହେଁ ବରଂ ଏହା ଗୋଟିଏ ଶିକ୍ଷା ଅଟେ ତେବେ ଏଠାରେ ପ୍ରଶ୍ନ ହେଲା କି ତେବେ କଳୀଯୁଗ ର ଅନ୍ତ କେବେ ତେବେ ଆଶନ୍ତୁ ଜାଣି ନେବା ସେହି ବିଷୟ । ତେବେ କଳିଯୁଗ ର ପ୍ରାରମ୍ଭ – 3102 କୂଳ ଅବଧୂ – 432000 ବିତିଗଲାଣି – 5123 ବାକି ଅଛି – 426877 ବର୍ଷ ତେବେ କଳିଯୁଗ ମାନେ କଳାଯୁଗ ଯେଉଁ ଯୁଗ ରେ ସମସ୍ତ ଙ୍କ ମନ ରେ ଅସନ୍ତୋଷ ରହେ , ମାନଶୀକ ରୂପେ ଦୁଃଖୀ ରହେ ଏହି ଯୁଗ ହିଁ କଳିଯୁଗ ଅଟେ ।

ଏହି ଯୁଗ ରେ ଧର୍ମ କେବଳ ଏକଚତୁର୍ଥାଶଂ ରହିଛି ଶ୍ରୀ ମଦ୍ ଭାଗବତ ପୁରାଣ ଏବଂ ଭବିଷ୍ୟତ ପୁରାଣ ଅନୁସାରେ କଳିଯୁଗ ର ଅନ୍ତ ରେ କଳ୍କି ର ଅବତାର ହେବ ଯେଉଁ ସମୟ ରେ କଳ୍କି ର ଅବତାର ହେବ ସେହି ସମୟ ରେ ମଣିଷର ଆୟୁ କେବଳ 20 ବର୍ଷ ହେବ 5 ବର୍ଷ ବୟସ ରେ ସ୍ତ୍ରୀ ଗର୍ଭବତୀ ହେବାକୁ ଲାଗିବ । 16 ବର୍ଷ ରେ ଲୋକ ମାନେ ବୃଦ୍ଧି ହେବେ ।malika

ଅର୍ଣ୍ଣ ଅଣ୍ଟିବ ନାହିଁ ଲୋକ ମାନେ ମେଣ୍ଡା ଛେଳି ର ମାଂସ ସେବନ କରିବେ , ଏବଂ ମେଣ୍ଢା ଛେଳୀ ର କ୍ଷୀର ସେବନ କରିବେ ତେବେ ଏମିତି କିଛି ହେବାକୁ ଜାଉଛୁ , କଳିଯୁଗ ସେଷ ରେ ଜାହା ଆଗାମୀ ସମୟ ରେ ଘଟିବା ପାଇଁ ଜାଉଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *