ଶନୀଙ୍କ ର ବଦଳିଲା ବକ୍ରଦୃଷ୍ଟି 6 ରାଶି କୋଟିପତି ଘରୁ ଆସିବ ଏକ ବହୁତ ବଡ ଖୁସୀ ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ଡିସେମ୍ବର ମାସର ଆରମ୍ଭ ରୁ ଶନି ଦେବ ଙ୍କ ଭଲ ଦୃଷ୍ଟି ଏହି ଛଅ ଟି ରାଶି ମାନଙ୍କ ଉପରେ ପଡିବା ପାଇଁ ଯାଉଛି। ତେବେ ଆମେ ଆପଣ ମାନଙ୍କୁ ସେହି ରାଶି ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ଏହି ଦିନ ରେ ଶନି ଙ୍କ ବକ୍ର ଦୃଷ୍ଟି ଯୋଗୁଁ ଏମାନେ କୋଟିପତି ମଧ୍ୟ ହେବାକୁ ଯାଉଛନ୍ତି । ସେମିତି ରେ ଦିର୍ଘ 100 ବର୍ଷ ପରେ ଏହି ପବିତ୍ର ମାଘ ପୂର୍ଣିମା ଦିନ ଗ୍ରହ ମାନଙ୍କର ଗତି ବିଧି ରେ ସଂମ୍ପର୍ଣ୍ଣ ଭାବେୈ ପରିବର୍ତନ ହେବାକୁ ଯାଉଛି । ଜାହା ଫଳ ରେ ଶନି ଏହି ଛଅ ଟି ରାଶି ଉପରେ ପ୍ରଶନ୍ନ ହେବାକୁ ଯାଉଛନ୍ତି । ଏମିତି ରେ ଯେଉଁ ମାନଙ୍କ ଉପରେ ଶନି ପ୍ରଶନ୍ନ ହୋଇଥାନ୍ତି । ତେବେ ସେମାନଙ୍କ ଉପରେ କୈଣସି ବି ଅସୁବିଧା ଯେମିତି କି ଦୂର୍ଘଟଣା ଏବଂ କ୍ଷେତି ଏବଂ ମାନହାନୀ ଭଲି ସମସ୍ୟା ଆପଣ ମାନଙ୍କୁ ଦେଖିବା ପାଇଁ ମିଳେ ନାହିଁ ।sani

ସେମିତି ରେ ଏହି ରାଶି ମାନଙ୍କ ଉପରେ ଶନି ଦେବ ପ୍ରଶନ୍ନ ରହି ଥିବାରୁ ଆପଣ ମାନଙ୍କ ଅସଂମ୍ପର୍ଣ୍ଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଯିବ । ସେହି ପରି ବେଳେ ଚାକିରୀ ଖୋଜୁ ଥିବା ଲୋକ ମାନଙ୍କୁ ବହୁତ ଜଲ୍ଦି ଚାକିରୀ ମିଳିବ । ଆପଣ ମାନଙ୍କ ପରିବାର ରେ ଖସି ର ମାହଲ ଲାଗି ରହିବ । ଏହି ଦିନ ରେ ଆପଣ ମାନଙ୍କୁ ବ୍ୟପାର ବାଣିଜ୍ୟ ରେ ବହୁତ ଲାଭ ମଧ୍ୟ ମିଳିବ । ପ୍ରଶାସନିକ ଅଧିକାରୀ ମାନଙ୍କ ଠାରୁ ଆପଣ ମାନଙ୍କୁ କୈଣସି ସହାୟତା ନିଶ୍ଚିତ ଭାବେ ମିଳିବା ପାଇଁ ଯାଉଛି । ବହୁତ ଭଲ ସମୟ ଆପଣ ମାନଙ୍କ ପାଇଁ ରହି ଥିବାରୁ ଆପଣ ମାନଙ୍କୁ ମାନ ସମ୍ମାନ ମିଳିବା ପାଇଁ ଯାଉଛି ।sani

ଆପଣ ମାନଙ୍କୁ ଏହି ଦିନ ରେ ପ୍ରଚୁର ଧନ ଲାଭ ର ସୁୟୋଗ ମିଳିବାର ଆଶଂକା ରହିଛି । ତେବେ ଆପଣ ମାନେ ଏହି ଦିନରେ ଶନି ଙ୍କ ପୂଜା ଅର୍ଚ୍ଚନା କରନ୍ତିୁ ତେବେ ଆପଣ ମାନଙ୍କ ଏହି ଦିନ ଗୁଡ଼ିକ ବହୁତ ଊଲ ରେ ବିତିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *