ଘରେ ଥିବା କେବଳ ୨ଟି ଜିନିଷରେ ଘରକୁ ସାନିଟାଈଜ କରନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନେ ଜାଣନ୍ତି କି ଘର ଭିତରେ ବି କୋରନା ଭାଇରସ ରୁ ବଞ୍ଚିବା ପାଇଁ ଆପଣ ମାନଙ୍କୁ ବହୁତ ସାବଧାନ ରହିବା ପାଇଁ ପଡିଥାଏ ଏମିତି ରେ ଏହି ଭାଇରସ ଗୋଟିଏ ମନୁଶ୍ୟ ରୁ ଅନ୍ୟ ମନୁଶ୍ୟ ର ସଂମ୍ପର୍କ ରେ ଆସିବାର ଦ୍ୱାରା ହୋଇଥାଏ ଏହା ପରେ ବି ଯଦି ଆପଣଙ୍କ ଘରେ ଭାଇର ରହିଛି ଏବଂ ଆପଣ କୈଣସି ଜିନିଷ କୁ ଛୁଇଁ ଦେଲେ ତେବେ ଏହା ସଂଙ୍କ୍ରମିତ ହେବାର ଆଶଂକା ରହିଥାଏ । ତେବେ ଘୋରଇ ଜିନିଷ ମାଧ୍ୟମ ରେ ଆପଣ ମାନେ କେମିତି ଘର ର ଅତ୍ୟବଶ୍ୟକ ସ୍ଥାନ ରେ ସେନିଟାଇଜ୍ କରି ପାରିବେ ସେହି ବିଷୟ ରେ ଆପଣ ମାନଙ୍କୁ କହିବୁ ଆଜି ।clean

ତେବେ ଏହା ପାଇଁ ପ୍ରଥମେ 250 ଗ୍ରାମ୍ ପାଣି ନିଅନ୍ତୁ ଯଦି ଆପଣଙ୍କ ପାଖରେ ଅତ୍ୟାଧୁନିକ ସେବା ନାହିଁ ତେବେ ଆପଣ ମାନେ ଏହା ପାଇଁ ବ୍ଲିଚିଂ ପାୱଡର ର ବ୍ୟବହାର କରି ପାରିବେ , ଏବେ ଆମେ 4 ଚାମଚ ପାୱଡର ନେବା ଏଭଂ ପରେ ଭଲ ଭାବେ ମିକ୍ସ୍ କରିବା ଏବଂ ପରେ ଆପଣ ମାନେ କଣ କରିବେ ନା ଏକ ଗ୍ଲବ୍ସ ର ବ୍ୟବହାର କରନ୍ତୁ ତାହା ରବର ବା ପଲିକାର୍ବନ ର ହୋଇଥିବା ଆବଶ୍ୟକ ଅଟେ ଏବଂ ପରେ ଆପଣ ମାନେ ଏକ କପଡା ନିଅନ୍ତୁ ପରେ ଆପଣ ମାନେ ସେହି ବ୍ଲିଚିଂ ପାଣି ରେ ବୁଡେଇ କରି ଆପଣ ମାନଙ୍କ ଘର ର ବିଭିନ୍ନ ଅତ୍ୟାବଶ୍ୟକ ସ୍ଥାନ ମାନଙ୍କ ରେ ପୋଛି ନିଅନ୍ତୁ ।

ତେବେ ଆପଣ ମାନେ ଜାଣି ଥିବେ ବ୍ଲିଚିଂ ସଂମ୍ପର୍ଣ୍ଣ କୀଟାଣୁ ଜୀବାଣୁ ନାଶକ ଅଟେ ସେହିଥି ପାଇଁ ଆପଣ ମାନେ ଏହାର ବ୍ୟବହାର କରି ନିଜର ଘର କୁ ସେନିସାଇଜର କରେଇ ପାରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *