ଶୁକ୍ରବାର ଦିନ ଏହି ଉପାୟଗୁଡ଼ିକ କରିବା ଦ୍ଵାରା ମାତା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି ! ଧନ ସହ ସଫଳତା ମଧ୍ୟ ମିଳିଥାଏ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୁକ୍ରବାର ଦିନ ଏହି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି । ଧନ ସହିତ ସଫଳତା ବି ମିଳେ ମନୁଶ୍ୟ ଜିବନ ରେ ସୁଖ ଦୁଖଃ ଏକ ଅଦ୍ଭୁତ ସଂଙ୍ଗମ ଅଟେ ସେହିଥି ପାଇଁ ଆମ ମାନଙ୍କ ଜିବନ ରେ ସବୁ ବେଳେ ଦୁଃଖ ଏବଂ ସୁଖ ଭରା ରହିଥାଏ ସେମିତି ରେ ଜ୍ୟୋତିଷ ଶାସ୍ତ୍ର ରେ ଏମିତି ଅନେକ ଉପାୟ ମାନ ରହିଛି ଜାହା ଦ୍ୱାରା ଆପଣ ମାନେ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କର କୃପା ପ୍ରାପ୍ତ କରି ପାରିବେ । ଏହି ଉପାୟ ଆପଣ ମାନେ କରିବା ଦ୍ୱାରା ଶୀଘ୍ର ଆପଣ ମାନଙ୍କୁ ଏହାର ପ୍ରଭାବ ଦେଖିବା ପାଇଁ ମିଳିବ ।mata laxmi

ଏହି ଦିନ ଆପଣ ମାନେ କିଛି ସହଜ ଉପାୟ କରନ୍ତି ତେବେ ଏହା ଦ୍ୱାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେବେ । ଆମେ ଆଜି ଆପଣ ମାନଙ୍କୁ ଶୁକ୍ରବାର ଦିନ କରା ଜାଉଥିବା ଉପାୟ ବିଷୟ ରେ କହିବୁ ଏହି ଉପାୟ କୁ ଆପଣ ମାନେ ସହଜ ରେ କରି ପାରିବେ ଏହି ଉପାୟ କରିବା ଦ୍ୱାରା ଆପଣ ମାନଙ୍କୁ ସହଜ ରେ ଧନ ପ୍ରାପ୍ତି ଏବଂ ଅଶୈର୍ଯ୍ୟ ପ୍ରାପ୍ତି ହେବ । ତେବେ ପ୍ରଥମ ଉପାୟ ଟି ହେଲା ମାତା ଲକ୍ଷ୍ମୀ ଶ୍ରୀ ସଂମ୍ପର୍ଣ୍ଣ ଅଟନ୍ତି ମାତା ଲକ୍ଷ୍ମୀ ଙ୍କ ଠାରୁ କୃପା ପାଇବା ପାଇଁ ଆପଣ ମାନଙ୍କୁ ପ୍ରଥମେ ଶୁକ୍ରବାର ଦିନ ସକାଳୁ ଉଠି ସ୍ନାନ ଆଦି ସାରି ଧଳା ବସ୍ତ୍ର ଧାରଣ କରି ଶ୍ରୀ ସ୍ରୋତ ର ପାଠନ କରନ୍ତୁ ।mata laxmi

ଏବଂ ପଦ୍ମ ଫୁଲ ଅର୍ପଣ କରନ୍ତୁ । ଯଦି ଆପଣ ମାନେ ଶୁକ୍ରବାର ଦିନ ତିନି ଜଣ କୁମାରୀ କନ୍ୟା କୁ ଡାକି ଭୋଜନ କରାଇବେ ଏବଂ ସେମାନଙ୍କୁ ଦକ୍ଷିଣା ରେ ହଳଦିଆ ବସ୍ତ୍ର କିଛି ଟଙ୍କା ଦାନ କରିବେ ଏହା ଦ୍ୱାରା ଆପଣଙ୍କ ଉପରେ ଧନ ଦେବୀ ମାତା ଲକ୍ଷ୍ମୀ ଶୀଘ୍ର ପ୍ରଶନ୍ନ ହୋଇଥାନ୍ତି । ଯଦି ଆପଣ ମାନେ ଶୁକ୍ରବାର ଦିନ କିଛି କାମ ରେ ବାହାରୁ ଜାଉଛନ୍ତି ତେବେ ଆପଣ ମାନେ ଘରୁ ବାହାରି କିଛି ମିଠା ଦହୀର ସେବନ କରନ୍ତୁ । ଏମିତି କରିଲେ ଆପଣ ମାନଙ୍କର ସବୁ କାମ ରେ ସଫଳତା ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *