ପାରା ଘରେ ବସା ଦେଲେ ଏହାର ଅର୍ଥ ଶୁଭ ନା ଅଶୁଭ ଆସନ୍ତୁ ଜାଣିନେବା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆମେ ମାନେ ଅତ୍ୟାଧୁନିକ ଯୁଗରେ ବାସ କରୁଛନ୍ତି । ହେଲେ ବି ଆମେ ମାନେ କେବେ ବି ଆମ ମାନଙ୍କ ବାସ୍ତୁ ଶାସ୍ତ୍ର କୁ ଭୁଲି ନାହାଁନ୍ତି । ଏବଂ ଆମର ବାସ୍ତୁ ଶାସ୍ତ୍ର କହେ କି ଆମର ଶୁଭ ଏବଂ ଅଶୁଭତା ଉପରେ ଆମର କର୍ମ ହିଁ ନିର୍ଭର କରେ । ଏବଂ ଆମର ନିତି ଦିନ ର ଧାର୍ମିକ ଗୁଣ ଉପରେ ଆମର ବଞ୍ଚିବାର ଶୈଳି ନିର୍ଭର କରେ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଘରେ ପାରା ବସା ଦେବାର ଅର୍ଥ ଏବଂ ଏହା ଶୁଭ ନା ଅଶୁଭ ତଥା ଏହା ଆପଣ ମାନଙ୍କ ଜିବନ ରେ କଣ ପ୍ରଭାବ ପକେଇଥାଏ ସେହି ବିଷୟ ରେ କଥା ହେବା ପାଇଁ ଆସିଛୁ । ଆପଣ ମାନେ ଏହି କଥା କୁ ନିଶ୍ଚିତ ଭାବେ ଜାଣି ଥିବେ କି ପ୍ରାୟତଃ ପକ୍ଷୀ ମାନେ ବହୁତ ସରଳ ଏବଂ ଚଞ୍ଚଳ ହୋଇ ଥାନ୍ତି । କିନ୍ତୁ ପାରା କମ୍ ଚଞ୍ଚଳ ଏବଂ ସରଳ ଅଧିକ ପରିମାଣ ରେ ହୋଇ ଥାଏ ।jitu das

ବିଶ୍ରାମ ନେବା ପାଇଁ ଐତିହାସିକ କୋଠା ବା ସ୍ମାରକ ଆଦି କୁ ବାଛି ଥାନ୍ତି । ସେହି ପରି ବେଳେ ବନ୍ଧୁଗଣ କଣ ଆପଣ ମାନେ ଏହି କଥା କୁ ଜାଣିଛନ୍ତି କି । ପାରା ଘର କୁ ଆସିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇ ଥାଏ । ସେହି ପରି ବେଳେ କେହି କେହି ପାରା କୁ ଲକ୍ଷ୍ମୀ ଙ୍କ ପ୍ରତିକ ବୋଲି ବି କହି ଥାନ୍ତି । ସେହି ପରି ଭାବେ ଶାସ୍ତ୍ର ରେ କୁହା ଜାଇଛି କି । ପାରା କୁ ଖାଦ୍ୟ ଖୁଆଇବା ବହୁତ ପୂର୍ଣ୍ଣ୍ୟ ର କାମ ହୋଇ ଥାଏ । କେବେଳ ସେହିଥି ପାଇଁ ବହୁତ ଲୋକ ମାନେ ନିଜର ଘର ର ଛାତ ଉପରେ ଦାନା ଦେବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଏହି ଦାନା ଦେବା ସମୟ ରେ କିଛି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ହୋଇ ଥାଏ ।

ଜ୍ୟତିଷ ଶାସ୍ତ୍ର ଅନୁସାରେ ଛାତ କୁ ରାହୁ ଏବଂ ପାରା କୁ ବୁଧ ଭାବେ ପରିଚିତ କରା ଜାଇ ଥାଏ । ଯଦି ଆମେ ଜ୍ୟୋତିଷ ଙ୍କ ମତ ନେବା ତେବେ ଯେଉଁ ସ୍ଥାନ ରେ ବୁଧ ଏବଂ ରାହୁ ଙ୍କ ମିଳନ ହୋଇ ଥାଏ । ତେବେ ସେହି ପରି କ୍ଷେତ୍ର ରେ ସେହି ବ୍ୟକ୍ତି ର ପରିସ୍ଥିତି ଖରାପ୍ ହୋଇ ଥାଏ । ସେହି ପରି ବେଳେ ଯଦି ଆପଣ ମାନେ ଛାତ ଉପରେ ଦାନା ଦେଉଛନ୍ତି । ତେବେ ତାହାକୁ ନିଜ ଘର ର ଅଗଣା ଦେବା ପାଇଁ ଚେଷ୍ଟା କରନ୍ତୁ । ଯେଉଁ ସମୟ ରେ ଜାତକ ରେ ରାହୁ ଏବଂ ବୁଧ ର ମିଳନ ଖରାପ୍ ହୋଇ ଥାଏ ।para

ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି । ଗୋଟିଏ ବ୍ୟକ୍ତି ପାଗଳ ଭଳି ହୋଇ ଥାଏ ,ଏବଂ ଘରେ ଧନ ଜନିତ ସମସ୍ୟା ଦେଖିବା ପାଇଁ ମିଳେ । ସେହି ପରି ବେଳେ ପାରା କୁ କେବେ ବି ନିଜ ଘରେ ବସା ବାନ୍ଧିବା ପାଇଁ ଦିଅନ୍ତୁ ନାହିଁ । ଏହା ସଂମ୍ପର୍ଣ୍ଣ ଭାବେ ଅଶୁଭ ହୋଇ ଥାଏ । ଏମାନେ ଯଦି କେବଳ ଘର କୁ ପ୍ରତିଦିନ ଆସନ୍ତି ତେବେ ଆପଣ ମାନଙ୍କ ଧନ ଜନିତ ସମସ୍ୟା ଦୂର ହୋଇ ଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *