କେବଳ ଥରେ ମାତ୍ର, ଥଣ୍ଡା,କାଶ, କଫ ଥରକରେ ଭଲ ହୋଇଯିବ |

chugh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି କାଲି ଆମ ସମସ୍ତ ଙଅକୁ କୋରନା ଭାଇରସ ର ଡର ଲାଗି ରହିଛି ଏମିତି ରେ ଆମର ଲଙ୍ଗ୍ସ କୁ ଠିକ୍ ରଖିବା ବହୁତ ଜରୁରୀ ଅଟେ ଆପଣ ମାନଙ୍କୁ ଥଣ୍ଡା କାସ ନ ହେଉ ଆପଣ ମାନଙ୍କ ଛାତି ରେ କଫ ନ ଜମୁ ବା ଆପଣ ମାନେ ଆପଣ ମାନଙ୍କ ଛାତି ରେ ବା ଗଳା ରେ ଜମା ହୋଇ ଥିବା କଫ କୁ କେମିତି ବାହାର କରିବେ । ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଦୁଇଟି ଉପାୟ ସେୟାର କରିବା ପାଇଁ ଚାହିଁବୁ । ଏହି ଉପାୟ କୁ ଆପଣାନ୍ତୁ ଯଦି ଆପଣ ମାନଙ୍କୁ ଥଣ୍ଡା ବା କାସ ପରି ସମସ୍ୟା ହୋଇଛି ତେବେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ସୁସ୍ଥ ହୋଇ ଯିବେ , ତେବେ ଆସନ୍ତୁ ଜାଣି ନେବା ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ସୁଣ୍ଠୀ ପାୱଡର ର ଜରୁରୀ ପଡିବ ।

ପରେ ଆପଣ ମାନଙ୍କୁ ଜାହା ଜରୁରୀ ଅଟେ ତାହା ହେଲା ଗୋଲମରିଚ ଗୁଣ୍ଡ ଏହି ଗୋଲମରିଚ ଗୁଣ୍ଡ ଆପଣ ମାନଙ୍କ ଥଣ୍ଡା କାଶ ଭଲ କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ଏବେ ତୃତୀୟ ସାମଗ୍ରୀ ଆମକୁ ଦରକାର ତାହା ହେଲା ହଳଦୀ ପାୱଡର ଯେତିକି ମାତ୍ରା ରେ ଆମେ ମାନେ ଗୋଲମରିଚ ଗୁଣ୍ଡ ନେଇଅଛୁ ସେତିକି ମାତ୍ରା ରେ ସେତିକି ମାତ୍ରା ରେ ଆପଣ ମାନେ ହଳଦୀ ଗୁ୍ଣ୍ଡ ର ପ୍ରୟୋଗ କରନ୍ତୁ । ଏମିତି କରିଲେ ଏହା ଆମ ଶରୀର କୁ ଇନ୍ଫେଙ୍ଗସନ ରୁ ବଞ୍ଚେଇ ଥାଏ ଏବେ ଏହି ତିନୋଟି ପାୱଡର କୁ ଭଲ ଭାବେ ମିକ୍ସ କରନ୍ତୁ ।cold

ଏବେ ଆପଣ ମାନେ ସେହି ଥିରେ ଏକ ଚାମଚ ମହୁ ମିଶାନ୍ତୁ , ଏବେ ଆପଣ ମାନେ ଏହାକୁ ଭଲ ଭାବେ ମିକ୍ସ କରନ୍ତୁ । ଏବଂ ଆପଣ ମାନେ ସ୍ୱାଦ ବଢେଇବା ପାଇଁ ଆପଣ ମାନେ ଏହି ଥିରେ ଗୁଡ ମିଶେଇ ପାରିବେ , ତେବେ ଏହି ରମେଡି କୁ 5 ରୁ କମ୍ ବୟସର ପିଲା ମାନଙ୍କୁ ଦେଉଛନ୍ତି ତେବେ ଅଧା ଚାମଚ ଦିଅନ୍ତୁ । ଦିନ ରେ ଦୁଇ ରୁ ତିନି ଥର ଆପଣ ତାଙ୍କୁ ଚଟେଇଲେ ଏହି ସମସ୍ୟା ଦୂର ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *