ଯଦି କେହି ଆପଣଙ୍କୁ ବାରମ୍ବାର ଦୁଃଖ ଦଉଛି ! ଅପମାନ କରୁଛି ତାହେଲେ ଆପଣ କ’ଣ କରିବେ ଜାଣନ୍ତୁ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ କେହି ବାରମ୍ବାର ଦୁଖଃ ଦେଉଛି ବା ଅପମାନ କରୁଛି ତେବେ ଆପଣ ମାନେ କଣ କରିବେ ତେବେ ସେହି ବିଷୟ ରେ ଆଲୋଚନା କରିବୁ ତେବେ ଗୈତମ ବୁଦ୍ଧ ଙ୍କ କହିବା ଅନୁସାରେ ଥରେ ଗୈତମ ବୁଦ୍ଧ ଗୋଟିଏ ଗାଁ ରେ ଉପଦେଶ ଦେଉ ଥିଲେ ସେ କହିଲେ କ୍ରୋଧ ଗୋଟିଏ ପ୍ରକାରର ଅଗ୍ନୀ ଅଟେ କ୍ରୋଧ କରି ଥିବା ବ୍ୟକ୍ତି ନିଜେ ଜଳେ ଏବଂ ଅନ୍ୟ କୁ ଜଳାଏ । ହେଲେ ଏହି ଅବସ୍ଥା ରେ ବ୍ୟକ୍ତି ଅନ୍ୟ ଠାରୁ ଅଧିକ ଚିନ୍ତା ରେ ରହେ । ସେହି କଥା କୁ ସେହି ସମୟରେ ସେହି ସଭା ରେ ଥିବା ଏକ କ୍ରୋଧି ବ୍ୟକ୍ତି ସୁଣୁ ଥିଲା ।sadhu

ଏବଂ ତାଙ୍କୁ ସେହି କଥା ଭଲ ଲାଗିଲା ନାହିଁ ଏବଂ ସେ କହିଲା ଢୋଙ୍ଗି ତୁ ବଡ ବଡ କଥା କହୁଛୁ ପ୍ରଥମେ ଏହାର ପାଳନ କରି ଦେଖା ଲୋକ ମାନଙ୍କ ଆଗରେ ଏହି କଥା କହିବା ପାଇଁ ଲାଜ ଲାଗୁ ନାହିଁ । ସେହି କଥା ସୁଣି ଗୈତମ ବୁଦ୍ଧ ଶାନ୍ତ ରହିଲେ ଶାନ୍ତ ବୁଦ୍ଧ କୁ ଦେଖି ବ୍ୟକ୍ତି ଙ୍କୁ ଆହୁରୀ ଅଧିକ ରାଗ ଲାଗିଲା ଏବଂ ପରେ ସେ ଗୈତମ ବୁଦ୍ଧ ଙ୍କ ମୁହଁ କୁ ଛେପ ପକେଇଲା ଏବଂ ସେଠାରେ ବୁଦ୍ଧ କହିଲେ ଆଉ କଣ କରିବାର ରହିଛି କୁହ ଏବଂ ପରେ ସେହି ବ୍ୟକ୍ତି ବୁଦ୍ଧ ଙ୍କୁ କେତେ ଖରାପ କରି କହିଲା ଏବଂ ପରେ ସେ ସେଠାରୁ ପଳେଇ ଗଲା ପରେ ଗୈତମ ବୁଦ୍ଧ ଅନ୍ୟ ଗ୍ରାମ କୁ ଗଲେ ସକାଳୁ ଯେତେ ବେଳେ ସେହି ବ୍ୟକ୍ତି ର ରାଗ ଶାନ୍ତ ହେଲା ତେବେ ତାକୁ ବହୁତ ପଶ୍ଟ୍ୟାତାପ ହେଲା ଏବଂ ପରେ ସେ କ୍ଷେମା ମାଗିଲା ପାଇଁ ଗୈତମ ବୁଦ୍ଧ ଖୋଜିବାରେ ଲାଗିଲେ ।jitu

ଏବଂ ପରେ ସେ ଏକ ସଭା ରେ ଜାଇ ତାଙ୍କ ଗୋଡ ଧିରି କ୍ଷେମା ମାଗିଲେ ହେଲେ ଗୈତମ ବୁଦ୍ଧ କହିଲେ ତୁମେ କିଏ ତେବେ ବ୍ୟକ୍ତି କହିଲା ମୁଁ ସେହି ବ୍ୟକ୍ତି ଯିଏ କାଲି ଆପଣଙ୍କ ମୁହଁ ରେ ଛେପ ପକେଇ ଥିଲି ଗୈତମ ବୁଦ୍ଧ ହସି କହିଲେ ମୁଁଁ କାଲି ର କଥା କାଲି ଛାଡି ଦେଇଛି । ଖରାପ କଥା ଯଦି ଆମେ ମାନେ ମନେ ରଖିବା ତେବେ ଆମ ଜିବନ ଏବଂ ଭବିଷ୍ୟତ ବି ଖରାପ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *