ଏହି ୮ ଟି ଖରାପ ଘଟଣା ମଧ୍ୟରୁ ଯଦି ଗୋଟିଏ ବି ଘଟଣା ଘରେ ଘଟିଥାଏ ତେବେ ପରିବାରର ସର୍ବନାଶ ଓ ଦରିଦ୍ର ପାଲଟିଯିବେ

mata laxami

ଆପଣ ମାନଙ୍କୁ ଆମର ପୋ ପୋର୍ଟଲକୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଧୁ ଧର୍ମ ଶାସ୍ତ୍ର ରେ ବାସ୍ତୁଶାସ୍ତ୍ର ର ବହୁତ ମହତ୍ୱ ରହିଥାଏ ଏହି ବାସ୍ତୁଶାସ୍ତ୍ର ଆମକୁ ସବୁ କାମ କରିବାର ନିୟମ କାନୁନ୍ କୁ ବତେଇଥାଏ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ତଥ୍ୟ ବିଷୟ ରେ କହିବା ପାଇଁ ଜାଉଛୁ ଜାହା ହାତ ରୁ କିମ୍ବା କୈଣସି କାରଣ ରୁ ପଡିବା ବା ତଳେ ଢାଳି ହେବା ଦ୍ୱାରା ଆମ ଜିବନ ରେ ବହୁତ ସମସ୍ୟା ଦେଖା ଦିଏ । ତେବେ ବନ୍ଧୁଗଣ ସେହି ଜିନିଷ ସବୁ କଣ ଅଟେ ଏବଂ ଏମିତି ହେଲେ କଣ ହୋଇଥାଏ ।durga mata

ସେହି ବିଷୟ ରେ ଆଶନ୍ତୁ ଜାଣିବା । ତେବେ ପ୍ରଥମେ ହେଲା ଲୁଣ ଏହା ସ୍ୱାଦ ବଢିବାର କାମ କରେ ହେଲେ ଏହା ଆପଣ ମାନଙ୍କୁ ଦରିଦ୍ରତା ଆଡକୁ ବି ଟାଣି ନେଇ ପାରେ । ଯଦି ଏହା ହାତ ରୁ ପଡେ ତେବେ ଦରିଦ୍ରତା ଆଡକୁ ଗତି କରିଥାନ୍ତି । ଏହି ଲୁଣ ର ସଂମ୍ପର୍କ ଶୁକ୍ରଗ୍ରହ ଏବଂ ଚନ୍ଦ୍ର ସଂମ୍ପର୍କ ରହିଥାଏ ଭୁଲ ରେ ବି ଲୁଣ ପଡିଲେ ଏହି ଦଶା ଭୋଗ କରିବା ପାଇଁ ପଡେ ।

ସେହି ପରି ଦୁଇ ହେଲା ଲଙ୍କା ଯଦି ଆପଣ ମାନଙ୍କ ହାତରୁ ବାରମ୍ବାର ଲଙ୍କା ପଡି ଜାଉଛି ତେବେ ଆପଣ ମାନେ ଜାଣି ନିଅନ୍ତୁ ପୋଡଶୀ ବା ବନ୍ଧୁବାନ୍ଧବ ଙ୍କ ସହିତ ଝଗଡା ହେବାର ସମ୍ଭାବନା ରହିଥାଏ । ସେହି ପରି ତିନି ରେ ରେ ହେଲା ଖାଦ୍ୟ ସସ୍ୟ ଯଦି ହାତରୁ ପଡେ ତେବେ ଅର୍ଣ୍ଣପୂର୍ଣ୍ଣା ଦେବି ଆପଣ ମାନଙ୍କ ଉପରେ ପ୍ରଶନ୍ନ ରୁହନ୍ତି ନାହିଁ ଏମିତି ହେଲେ ଆପଣ ମାନଙ୍କୁ ଦରିଦ୍ର ହେବାରୁ କେହି ବି ରୋକି ପାରନ୍ତି ନାହିଁ ।jitu

ବନ୍ଧୁଗଣ ଯଦି ବାରମ୍ବାର ହାତ ରୁ ତେଲ ପଡିଥାଏ ତେବେ ଏହା ଅଶୁଭ ର ଲକ୍ଷ୍ୟଣ ଅଟେ ଏମିତି ହେଲେ ଆପଣ ମାନଙ୍କୁ ଋଣ ଭାର ରେ ଗ୍ରସ୍ଥ ହେବାକୁ ପଡି ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *