ସବୁଠାରୁ ଅଧିକ ଗର୍ବି ହୋଇଥାନ୍ତି ଏହି ତିନୋଟି ନାମର ଝିଅ ।

Untitled-1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ଆଜି ଆମେ ସେହି 3 ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହହିବାକୁ ଯାଉଛୁ ଯେ କି ସ୍ଵଭାବରୁ ହୋଇଥାନ୍ତି ଗର୍ବୀ । ସାଧାରଣତ କିଛି ଝିଅ ଏଭଳି ଅଛନ୍ତି ଯେଉଁମାନେ ଅତି ଛୋଟ ଛୋଟ କଥାକୁ ନେଇ ଗର୍ବ କରିଥାନ୍ତି । ଏଭଳି ଝିଅ ସ୍ଵଭାବରୁ ବହୁତ ରାଗୀ ପ୍ରକୃତିର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ନାମ ମାନଙ୍କ ବିଷୟ ରେ । 3 ନାମ ର ଝିଅ ମାନେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ନାମ ର ପ୍ରଥମ ଅକ୍ଷର ଅନୁସାରେ କେଉଁ ଝିଅ କୁ ଅଧିକ ଗର୍ବ ଆସେ ଏମାନଙ୍କ ସ୍ୱଭାବ ରେ ବିନା କାରଣ ରେ ଜ୍ୱଳା ମୂଖୀ ର ରୂପ ଧାରଣ କରି ପାରେ ତଥା ଏମାନେ ଅହଂକାରୀ ଏବଂ ଗର୍ବି ହୃଦୟ ର ହୋଇଥାନ୍ତି ।woman

ପ୍ରଥମେ ହେଲା A ନାମର ଝିଅ ମାନେ ବହୁତ କୋପି ହୃଦୟ ର ହୋଇ ଥାନ୍ତି ହେଲେ ଏମାନଙ୍କ ଗର୍ବି ବହୁତ ଖତରନାକ୍ ହୋଇଥାଏ । ଏବଂ ଏମାନେ କେତେ ବେଳେ ବି କାହାକୁ କିଛି କହିବା ପୂର୍ବ ରୁ ବୁଝି ନ ଥାନ୍ତି ସବୁ ସମୟ ରେ ଇର୍ଷା କରନ୍ତି । ସେହି ପରି ଯେଉଁ ମହିଳା ମାନଙ୍କ ନାମ D ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନଙ୍କ ରାଗ ନାକ ଅଗ ରେ ରହି ଥାଏ । ଏମାନଙ୍କୁ ଟିକିଏ ଟିକିଏ କଥା ରେ ରାଗ ବହୁତ ଜଲ୍ଦି ଆସି ଜାଇ ଥାଏ ଏହା ସହିତ ଏମାନେ ଅନ୍ୟ ର ସିରି ଦେଖିପାରନ୍ତି ନାହିଁ । ହେଲେ ଏମାନେ ସ୍ୱଭାବ ରେ ଖରାପ ଦିମାଗ ର ହୋଇଥାନ୍ତି ହେଲେ ବେଳେ ରାଗି ଗଲେ ଏମାନେ କାହାର ବି ନୁହଁଁନ୍ତି । ସେହି ପରି K ନାମର ଝିଅ ମାନେ ବି ବହୁତ ଅହଂକାରୀ ହୋଇ ଥାନ୍ତି ।womans

ଏମାନେ ବହୁତ ସୁନ୍ଦର ଏବଂ ଚାଲାଖ୍ ହୋଇ ଥାନ୍ତି । ହେଲେ ଏମାନଙ୍କ ସବୁଠୁ ବଡ ଦୁର୍ବଳତା ହେଲା ଏମାନଙ୍କ ଅହଂକାର ଏମାନେ କେବେ ବି ରାଗି ଗଲେ କିଛି କରି ଦେଇ ଥାନ୍ତି ଏମାଙ୍କ ରାଗ ଉପରେ କାହାର ବି କୋଣ୍ଟୋଲ ରହି ନ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *