ମରିଗଲେ ବି ଏହି ଦିଗକୁ ଗୋଡ କରି ଶୁଅନ୍ତୁ ନାହିଁ ଆୟୁଷ କମି କମି ଯିବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗ କୁ ମୁଣ୍ଡ ରଖି ଶୋଇବା ଶୁଭ ହୋଇଥାଏ ସେହି ବିଷୟ ରେ ଜାଣି ନେବା ବନ୍ଧୁଗଣ ଶୋଇବା ଆମ ଦୈନିକ ଜିବନ ରେ ଜରୁରୀ ଅଟେ କାହିଁକି ନା ଶରୀର କୁ ଆରାମ୍ ଦେବା ପାଇଁ ଏବଂ ଶରୀର କୁ ସୁସ୍ଥ ରଖିବା ପାଇଁ ଏବଂ ଆମ ମତ୍ସିକ ପାଇଁ ଶୋଇବା ଜରୁରୀ ହୋଇଥାଏ । ସେମିତି ରେ ବାସ୍ତୁ ଶାସ୍ତ୍ର ରେ କୁହାଜାଇଛି ଶୋଇବାର ସଠିକ୍ ଢଙ୍ଗ କଣ ହୋଇଥାଏ ଏବଂ ଶୋଇବା ସମୟରେ ଆମ ମାନଙ୍କୁ କେଉଁ ଦିଗ କୁ ମୁଣ୍ଡ କରି ଶୋଇବା ଜରୁରୀ ଅଟେ ସେହି ବିଷୟରେ ଆମେ ଆଜି ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ , ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗ କୁ ମୁଣ୍ଡ ଏବଂ ଦକ୍ଷିଣ ଦିଗ କୁ ଗୋଡ କରି ଶୋଇବା ଉଚିତ୍ ନୁହେଁ ।sleep

କାରଣ ଏହି ଦିଗ କୁ ମୃତ୍ୟୁ ର ଦିଗ ବୋଲି କୁହାଯାଏ । କିନ୍ତୁ ଏହି ଦିଗ ଅନ୍ୟ କାମ ପାଇଁ ଶୁଭ ହୋଇଥାଏ ଯେମିତି କି ପଢିବା ଦେଖିବା ଏହି ସବୁ ପାଇଁ ଉତ୍ତର ଦିଗ ବହୁତ ଶୁଭ ହୋଇଥାଏ । ସବୁ ବେଳେ ମୁଣ୍ଡ ପୂର୍ବ ଏବଂ ଗୋଡ ପଶ୍ଚିମ କୁ କରି ଶୋଇବା ବହୁତ ଭଲ ହୋଇଥାଏ । ଏହା ଦ୍ୱାରା ଭଲ ନିଜ ସହିତ ଆପଣ ମାନଙ୍କ ଆୟୁ ବଢି ଥାଏ ।

ଯଦି ଘରେ ଏମିତି ସୁବିଧା ନାହିଁ, ତେବେ ଆପଣ ମାନେ ମୁଣ୍ଡ ଦକ୍ଷିଣ କୁ ଏବଂ ଗୋଡ ଉତ୍ତର କୁ କରି ଆପଣ ମାନେ ଶୋଇ ପାରିବେ । ସବୁ ବେଳେ ଆପଣ ମାନେ ମନେ ରଖିବେ କି ଉତ୍ତର ଦିଗ କୁ ସବୁ ବେଳେ ମୁଣ୍ଡ କରି ଆପଣ ମାନେ ପାଠ ପଢିଲେ ଆପଣ ମାନଙ୍କ ମୁଣ୍ଡ ରେ ସବୁ ପାଠ ପସି ଥାଏ ।sleep

ନଚେତ୍ ଆପଣ ମାନଙ୍କ ମନ ଏଣେ ତେଣେ ବୁଲି ଥାଏ,କେବେ ବି ପାଣି କୁ ମୁଣ୍ଡ ପାଖରେ ରଖଇ ଶୁଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ମନ ସବୁ ବେଳେ ମନ ଧନ ଏବଂ କାର୍ଯ୍ୟ ଉରେ ଖାପ୍ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *