ଠିଆ ହୋଇକି ପାଣି ପିଇଲେ କଣ ଶରୀରରେ କ୍ଷତି ହୋଇଥାଏ ଓ ସକାଳୁ ଉଠୁ ଉଠୁ ପାଣି ପିଇଲେ କଣ ସୁବିଧା ହୋଇଥାଏ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ବାସି ମୁହଁ ରେ ପାଣିବାର ଫାଇଦା ଏବଂ ଠିଆ ହୋଇ ପାଣି ପିଇଲେ ଆମ ଶରୀର କୁ କେଉଁ ପ୍ରକାରର ଅସୁବିଧା ହୋଇଥାଏ ସେହି ବିଷୟ ରେ ଜାଣି ନେବା । ତେବେ ଆପଣ ମାନେ ପୋଷ୍ଟ କୁ ଶେଷଯାଏ ପଢନ୍ତୁ । ସେମିତି ରେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଜଳ ଆମ ଶରୀର ପାଇଁ କେତେ ପରିମାଣ ରେ ଆବଶ୍ୟକ ଅଟେ ପାଣି ବିନା ଜିବ ଜଗତ କଳ୍ପନା କରିବା ଅସମ୍ଭବ ଅଟେ । ସେମିତି ରେ ଆମେ ପ୍ରଥମେ ବାସି ମୁହଁ ରେ ପାଣି ପିଇବା ବିଷୟ ରେ କଥା ହେବା ଆମେ ମାନେ ବାସୀ ମୁହଁ ରେ ପାଣି ର ସେବନ କରନ୍ତି ତେବେ ଆମ ପାଟି ରେ ରହି ଥିବା ବାସୀ ଲାଳ ପେଟ କୁ ଜାଇ ଥାଏ ।water

ଏବଂ ଏହା ଆମକୁ ଅନେକ ରୋଗ ରୁ ବଞ୍ଚେଇ ଥାଏ । ଏହି ଲାଳ ମୁହଁ ରେ ତିଆରି ହେଉ ଥିବା ଏମିତି ଜିନିଷ ଅଟେ ଜାହା ଏଣ୍ଚିସେପ୍ଟିକ୍ ପରି କାମ କରେ ଏବଂ ଆମକୁ ବହୁତ ପ୍ରକାରର ରୋଗ ରୁ ବଞ୍ଚାଇ ଥାଏ । ଏବଂ ପାଣି ପିଇଲେ ଆମ ମାନଙ୍କୁ ବହୁତ ୟେମିତି ଚର୍ମ ରୋଗ ଏବଂ ଡି ହାଇଡ୍ରେସନ ଏବଂ ଏମିତି ବହୁତ ପେଟ ସମସ୍ୟା ରୁ ଦୂରରେ ରଖି ଥାଏ । ହେଲେ ଆପଣ ମାନେ କେବଳ ପାଣି ବିଷୟ ରେ ଜାଣନ୍ତି ହେଲେ ଏହାକୁ ବାସୀ ମୁହଁ ରେ ପିଇଲେ ଆମର କଣ ସବୁ ଲାଭ ହୁଏ ସେହି ବିଷୟରେ ଆସନ୍ତୁ ଜାଣି ନେବା ତେବେ ବନ୍ଧୁଗଣ ସକାଳୁ ଉଠି ଖାଲି ପେଟ ରେ ପାଣି ର ସେବନ କରିଲେ ଶରୀର ମଧ୍ୟ ରେ ଅଙ୍ଗ ଏକ୍ଟିଭ୍ ରହି ଥାଏ ଏବଂ ଆମ ମାନଙ୍କ ମୁହଂ ଗ୍ଲୋ ରହି ଥାଏ।

ସେହି ପରି ଆମେ ଯଦି ଠିଆ ହୋଇ ପାଣି ପିଇବା ବିଷୟ ରେ କହିବା ତେବେ ବହୁତ ସମୟ ରେ ଆମେ ମାନେ ଠିଆ ହୋଇ ପାଣି ପିଇ ଥାନ୍ତି । ହେଲେ ଏହା ଆମ ଶରୀର କୁ ବହୁତ କ୍ଷେତି ପହଁଚାଇ ଥାଏ । ପ୍ରଥମେ ହେଲା ପାଚନ ତନ୍ତ୍ର ପାଇଁ ଏହା କ୍ଷେତି କାରକ ହୋଇ ଥାଏ।  ଯେତେ ବେଳେ ଆମେ ଠିଆ ହୋଇ ପାଣି ପିଇ ଥାଉ ଏହା ସେହି ସମୟରେ ତୁରନ୍ତ ଜାଇ ଇଣ୍ଟେସନ୍ ଥଳି ର କାନ୍ଥ ରେ ମାଡ ହୋଇ ଥାଏ । ଏଥି ଦ୍ୱାରା ପେଟ ର ସାଇଟ୍ ଏବଂ ଅନ୍ୟ ଅଙ୍ଗ ମାନଙ୍କୁ ବହୁତ କ୍ଷେତି ହୋଇ ଥାଏ । ଅଧି୍କ ସମୟ ଧରି ଏମିତି ହେବା ଦ୍ୱାରା ପାଚନ ତନ୍ତ୍ର ଖରାପ୍ ହୋଇ ଥାଏ।water

ନମ୍ବର ଦୁଇ କିଡ୍ନୀ ସମନ୍ଧିୟ ରୋଗ ହୋଇ ଥାଏ ,ଆମେ ସମସ୍ତେ ଜାଣିଛେ କି ଏହି କିଡ୍ନୀ ର କାର୍ଯ୍ୟ ହେଲା ପାଣି କୁ ଛାଣିବା । ଯେତେ ବେଳେ ଆପଣ ମାନେ ଠିଆ ହୋଇ ପାଣି ପିଇ ଥାନ୍ତି। ତେବେ ସେହି ସମୟ ରେ ତାହା ସଂମ୍ପର୍ଣ୍ଣ ଭାବେ ଛାଣି ହୋଇ ପାରେ ନାହିଁ । ସେହି ପରି ବେଳେ କିଛି ଦିନ ମଧ୍ୟ ରେ ଆପଣ ମାନଙ୍କ କିଡ୍ନୀ ରୋଗ ଭଳି ସମସ୍ୟା ଦେଖିବା ପାଇଁ ମିଳେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *