ଘର ମୁହରେ ଭୁଲରେବି ଲଗାନ୍ତୁ ନାହିଁ ଏହି ଗୋଟିଏ ଗଛ ଭୟଂକର ଗରିବ ଆସେ | ଓଡିଆ ବାସ୍ତୁ ଟିପ୍ସ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ କହିତ କିଛି ଗଛ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା ପାଇଁ ଆସିଛୁ ଜାହାକୁ ଆପଣ ମାନେ କେବେ ବି ନିଜର ଘର ର ପାର୍ଶ୍ୱରେ ଲଗାନ୍ତୁ ନାହିଁ । ନଚେତ୍ ହୋଇ ଥାଏ ଅଶୁଭ ।ଏବଂ ଆପଣ ମାନଙ୍କ ଘରେ ଦାରିଦ୍ରତା ଦେଖା ଦେଇ ଥାଏ । ତେବେ ଆସନ୍ତି ସେହି ଗଛ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ସାଧାରଣ ଭାବେ ଅନେକ ଲୋକ ମାନେ ଗଛ ଲଗାଇବା ପାଇଁ ବହୁତ ଭଲ ପାଇ ଥାନ୍ତି । ତେବେ ଏହା ଆମକୁ ଅକ୍ସିଜେନ୍ ଏବଂ ବାତାବରଣ ସଠିକ୍ ରଖିବାରେ ସହାୟକ ହୋଇଥାଏ । ସେମିତି ରେ ବନ୍ଧୁଗଣ ଏମିତି କିଛି ଗଛ ରହିଛି ଜାହାକୁ କେବେ ବି ଆମ ମାନଙ୍କ ଗାର୍ଡେନ୍ ରେ ଲଗେଇବା କଥା ନୁହେଁ କାରଣ ଏହି ଗଛ ଉପରେ ଆସୁରିୟ ଶକ୍ତି ର ପ୍ରଭାବ ଥାଏ ।Krishna

ଏବଂ ଯଦି ଆପଣ ମାନେ ଏହି ଗଛ କୁ ଘରେ ଲଗାନ୍ତି ତେବେ ଆପଣ ମାନଙ୍କୁ ଆର୍ଥିକ ମାନସୀକ ପରିସ୍ଥିତି ର ସାମ୍ନା କରିବା ପାଇଁ ପଡିପାରେ , ଏମିତି ଗଛ ଘରେ ନାକାରାତ୍ମକତା କୁ ଖେଳେଇ ଥାଏ । ତେବେ ଆସନ୍ତୁ ସେହି ବିଷୟ ରେ ଜାଣି ନେବା ପ୍ରଥମେ ରହିଛି କଣ୍ଟା ଜାତୀୟ ବୃକ୍ଷ୍ୟ ଏହାକୁ ଘରେ ରଖିଲେ ଘର ର ସଦସ୍ୟ ଉପରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖିବା ପାଇଁ ମିଳେ । ସେହି ପରି ଦୁଇ ରେ ବରକୋଳି ଗଛ ଯଦି ଏହା ଘର ସାମ୍ନା ରେ ରହିଛି ତେବେ ଏହାକୁ ଓପାଡି ଦିଅନ୍ତୁ ।

କାରଣ ଏହି ଗଛ ରେ ସବୁଠୁ ଅଧିକ ନାକାରାତ୍ମକ ଶକ୍ତି ବାସ କରନ୍ତି । ଏମିତି କୁହାଯାଏ ଘର ସାମ୍ନା ରେ ଏହି ଗଛ ରହିଲେ ପରିବାର ଲୋକ ମାନଙ୍କୁ ଅର୍ଥିକ ଅସୁବିଧା ଭୋଗ କରିବା ପାଇଁ ପଡେ । ସେହି ପରି ଭାବେ ତୃତୀୟ ରେ ରହିଛି ଓଉ ଗଛ ଆପଣ ମାନେ ବହୁତ ସମୟରେ ଗ୍ରାମ ରେ ଏହି ଗଛ କୁ ଦେଖି ଥିବେ ତେବେ ସେମିତି ରେ ଆପଣ ମାନଙ୍କୁ କହିବୁ କି କେବେ ବି ଆପଣ ମାନେ ଏହି ଗଛ କୁ ନିଜର ଘରେ ଲଗାନ୍ତୁ ନାହିଁ କାରଣ ଏହି ଗଛ ରେ ଭୂତ ପ୍ରେତ ବାସ କରିବା ସହିତ ଆପଣ ମାନଙ୍କ ଘର ଉପରେ ବହୁତ ପ୍ରଭାବ ପକେଇ ଥାଏ । ତେବେ ଆପଣ ମାନେ କେବେ ଘରେ ଖଟା ଫଳ ହେଉ ଥିବାର ଗଛ କୁ ଲଗାନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *