ଝିଟିପିଟି ଦେଖିବା ମାତ୍ରେ କରନ୍ତୁ ଏହି ଗୋଟିଏ କାମ ଏତେ ଟଙ୍କା ଆସିବ ସମ୍ଭାଳି ପରିବେନି !

mata laxmi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କ ଘରେ ବି ଝିଟିପିଟି ରହିଛି ତେବେ କରନ୍ତୁ ଏହି କାମ ଝିଟିପିଟି କୁ ଦେଖି ଅନେକ ଲୋକ ମାନେ ଡରି ଜାଇଥାନ୍ତି , ଝିଟିପିଟି ଦେଖି ଲୋକ ମାନେ ଏହାକୁ କେମିତି ଘରୁ ବାହାର କରିବେ ସେହି ବିଷୟ ରେ ଚିନ୍ତା କରନ୍ତି , ହେଲେ ଏହି ଝିଟିପିଟି ଶରୀର ଉପରେ ପଡିଲେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ , ସେମିତି ରେ ବନ୍ଧୁଗଣ ଯଦି ଭୁଲ ରେ ଝିଟିପିଟି ପୁରୁଷ ଙ୍କ ଡାହାଣ ହାତ ଉପରେ ପଡନ୍ତି ତେବେ ଏହା ଅନ୍ୟନ୍ତ ଶୁଭ ହୋଇଥାଏ ଧନ ଲାଭ ର ଯୋଗରହେ । ସେହି ପରି ପୁରୁଷ ଙ୍କ ବାମ ହାତେ ରେ ଝିଟିପିଟି ପଡେ ତେବେ ଏହାକୁ ଅଶୁଭ ବୋଲି ମନାଯାଏ ।jhitipiti

ସେହି ପରି ଝିଟିପିଟି କୈଣସି ବ୍ୟକ୍ତି ଙ୍କର କାନ୍ଧ ରେ ପଡେ ତେବେ ଏହା ଶୁଭ ବୋଲି ଜଣା ଯାଏ , ଏହାର ଅର୍ଥ ସେହି ବ୍ୟକ୍ତି ଧନ ପ୍ରାପ୍ତି କରିବେ । ଯଦି କେହି ବ୍ୟକ୍ତି ର ନାକ ରେ ଝିଟିପିଟି ପଡେ ତେବେ ସେହି ବ୍ୟକ୍ତି ର ଭାଗ୍ୟ ପରିର୍ତି ହୁଏ ଯଦି ଭୁଲ ରେ ଝିଟିପିଟି କୈଣସି ବ୍ୟକ୍ତି ର ଗଳା ରେ ପଡେ ତେବେ ସେହି ବ୍ୟକ୍ତିଙ୍କର ସତୃନାଶ ହୋଇଥାଏ । ସେହି ବ୍ୟକ୍ତି ମାନେ ଶତୃ ଙ୍କ ଉପରେ ବିଜୟ ପ୍ରାପ୍ତ କରେ ଯଦି ଝିଟିପିଟି ଆପଣ ମାନଙ୍କ ନିଶ ଉପରେ ପଡେ ଏହା ମଧ୍ୟ ଶୁଭ ହୋଇଥାଏ , ସେହି ପରି ଝିଟିପିଟି କୈଣସି ବ୍ୟକ୍ତି ଙ୍କର ଡାହାଣ କାନ ପଡେ ତେବେ ସେହି ବ୍ୟକ୍ତି ସୁନା ଏବଂ ଆଭୁଷଣ ପ୍ରାପ୍ତି କରି ଥାନ୍ତି ।jhitipiti .

ଏବଂ ବାମ କାନ ରେ ପଡିଲେ ଆୟୁ ବୃଦ୍ଧି ଘଟେ ଏବଂ ଝିଟିପିଟି ମଥା ରେ ପଡିବା ଶୁଭ ହୋଇଥାଏ ଏବଂ ସେହି ବ୍ୟକ୍ତି ମାନେ ଧନ ଲାଭ କରିବାର ଯୋଗ ପ୍ରାପ୍ତି କରି ଥାନ୍ତି , ଯଦି ଝିଟିପିଟି ଡାହାଣ ଗୋଡ ରେ ପଡେ ତେବେ ସେହି ବ୍ୟକ୍ତି ଙ୍କୁ କୈଣସି ଯାତ୍ରା ରେ ଯିବା ପାଇଁ ପଡେ ଏବଂ ସେହି ଯାତ୍ରା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *