ସୋମବାର ଦିନ ମହାଦେବଙ୍କ ପୂଜା ସମୟରେ କରନ୍ତୁନି ଏହିସବୁ ଭୁଲ , ନଚେତ ଭୋଗିପାରନ୍ତି କଷ୍ଟ !

mahadevf

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋମବାର ଦିନ ଶିବ ଙ୍କ ପୂଜା ସମୟ ରେ କରନ୍ତୁ ନାହିଁ ଏହି ଭୁଲ ନଚେତ୍ ଭୋଗି ପାରନ୍ତି ଏହି କଷ୍ଟ । ସୋମବାର ଦିନ ଶିବ ଙ୍କୁ ପୂଜା ଅର୍ଚ୍ଚନା କରିଲେ ସବୁ କଷ୍ଟ ଦୂର ହୁଏ । ସେହି ପରି ସୋମବାର ଦିନ 108 ଥର ମହା ମୃତଞୟ ମନ୍ତ୍ର ଯପ କରିଲେ ଭଗବାନ ଶିବ ଙ୍କ ବିଷେଶ କୃପା ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ତେବେ ଶିବ ଙ୍କ ପୂଜା କରିବା ସମୟ ରେ ଏହି ସବୁ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ୍ ଶିବ ପୂଜା ରେ ଏମିତି କିଛି ଅର୍ପଣ କରାଯାଏ ଜାହା ଅନ୍ୟ ପୂଜା ରେ ଅର୍ପଣ କରାଯାଏ ନାହିଁ । ଯେପରି କି ବେଲପତ୍ର ବାଙ୍ଗ, ଅରକ୍ଷ ଫୁଲ ଆଦି । ଶିବ ଙ୍କ ପୂଜା ରେ ଏମିତି କିଛି ଜିନିଷ ରହିଛି ଜାହା ଆପଣ ମାନଙ୍କୁ ଫଳ ଦେବା ସହିତ ଅଶୁଭ ଫଳ ମଧ୍ୟ ପ୍ରଦାନ କରେ ତେବେ ଏହା ହେଲା ହଳଦୀ ଶିବ ଙ୍କ ପୂଜା ରେ କେବେ ବି ହଳଦୀ କୁ ଅର୍ପଣ କରନ୍ତୁ ନାହିଁ ହଳଦୀ ମୂଖ୍ୟତଃ ସନ୍ଦର୍ଯ୍ୟ ପ୍ରସାଦନା ଭାବେ ବ୍ୟବହାର ହୋଇଥାଏ ।mahadev

ଶାସ୍ତ୍ର ଅନୁସାରେ ଶିବ ଲିଙ୍ଗ ପୁରୁଷତ୍ୱ ର ପ୍ରତିକ ଅଟେ ସେହିଥି ପାଇଁ ମହାଦେବ ଙ୍କୁ ହଳଦୀ ଅର୍ପଣ କରାଯାଏ ନାହିଁ । ଦୁଇ ରେ ହେଲା ଶିବ ଙ୍କୁ କନିଅର ଛଡା ଲାଲ୍ ରଙ୍ଗ ର ପୁସ୍ପ ପ୍ରଦାନ କରାଯାଏ ନାହିଁ । ଶିବ ଙ୍କୁ କେତକୀ ଫୁଲ ଅର୍ପଣ କରାଯାଏ ନାହିଁ , କୁମକୁମ୍ ଅର୍ପଣ କରାଯିବା ଉଚିତ୍ ନୁହେଁ ଶିବ ଙ୍କୁ କେବଳ ଚନ୍ଦନ ଅର୍ପଣ କରାଯାଏ । ତେବେ ଯଦି ଆପଣ ମାନେ ସୋମବାର ଦିନ ପ୍ରଭୁ ଭୋଳାନାଥ ଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି ।

ତେବେ ଆପଣ ମାନେ ପ୍ରଭୁ ଙ୍କ ମନ ପସନ୍ଦ ପୁଷ୍ପ , ଫଳ , ନୈବେଦ୍ୟ ଇତ୍ୟାଦି ଦେବା ପାଇଁ ଆପଣ ମାନେ ନିଶ୍ଚିତ ଚେଷ୍ଟା କରନ୍ତୁ । ଏମିତି କରିଲେ ଆପଣ ମାନଙ୍କ ଉପରେ ମହାଦେବ ବହୁତ ଶୀଘ୍ର ପ୍ରସନ୍ନ ହେବା ସହିତ ଆପଣ ମାନଙ୍କ ମନସ୍କାମନା ପୂରଣ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *