ଏହି ୫ଟି ନାମର ଝିଅମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି। ଦେଖନ୍ତୁ ଆପଣଙ୍କ ନାମ ଅଛି କି ନାହିଁ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଝିଅ ମନ ରେ କେତେ ବେଳେ କଣ ଚାଲିଥାଏ ତାହା ଜାଣିବା ବହୁତ ଅସମ୍ଭବ ଅଟେ ସେମିତି ରେ ଆପଣ ମାନେ ଏହି କଥା କୁ ସୁଣି ଥିବେ କି ନାରୀ ମାନଙ୍କୁ ଭଗବାନ ବି ବୁଝି ପାରି ନାହାଁନ୍ତି । ତେବେ ସାଧାରଣ ମନୁଶ୍ୟ କେମିତି ବୁଝିବ , ପ୍ରକକୃତ ରେ କଥା ହେଲା ଝିଅ ମାନଙ୍କ ବ୍ୟବହାର ଅଲଗା ହୋଇଥାଏ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ନାରୀ ମାନଙ୍କ ବିଷୟ ରେ କହିବୁ । ଯେଉଁ ମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ତେବେ ଆସନ୍ତୁ ଜାଣିବା ପ୍ରଥମେ ରହିଛନ୍ତି B ନାମ ଥିବା ଝିଅ ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇ ଥାଏ ସେମାନଙ୍କୁ ସଂମ୍ପର୍କ କୁ ବାନ୍ଧି ରଖିବା ରେ ସମର୍ଥନ ହୋଇ ଥାନ୍ତି ।b name

ଏହି ଝିଅ ମାନେ ପ୍ରତ୍ଯେକ ମଣିଷ ର ଭାବନା କୁ ବହୁତ ଭଲ ଭାବେ ବୁଝି ପାରନ୍ତି ,ଏମାନେ କେବେ କାହାକୁ ଦୁଖଃ ଦିଅନ୍ତି ନାହିଁ, ହୋଇ ପାରେ ସେମାନେ ଛୋଟ ହୁଅନ୍ତୁୁ ବା ବଡ ହୁଅନ୍ତୁ । ଏହା ପରେ ରରହିଛି N ନାମ ଥିବା ଝିଅ ମାନେ ଯେଉଁ ଝିଅ ମାନଙ୍କର ନାମ N ରୁ ଆରମ୍ଭ ହୋଇ ଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ହୋଇ ଥାଏ, ଏମାନେ ବହୁତ ଲାଜକୂଳା ବି ହୋଇ ଥାନ୍ତି ହେଲେ ସେମାନେ ନିଜର ପରିବାର ମାନ ସମ୍ମାନ କୁ ବହୁତ ଜଗି ଥାନ୍ତି । ଏହା ପରେ S ନାମ ଥିବା ଝିଅ ମାନେ ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇ ଥାଏ,ସେମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏମାନଙ୍କର ସ୍ୱଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇ ଥାଏ।woman

ଏହି ନାମ ଥିବା ଝିଅ ମାନେ ବହୁତ ଜୋର ରେ କଥା କହିବା ପାଇଁ ପସନ୍ଦ କରନ୍ତି । ଏହା ପରେ ରହିଛି B ନାମ ଥିବା ଝିଅ ମାନେ ବି ବହୁତ ଶାନ୍ତସ୍ୱଭାବ ର ହୋଇ ଥାନ୍ତି, ଏମାନେ ନିଜର ଜିବନ ସାଥି ଙ୍କ ବହୁତ ବିଶ୍ୱସ୍ଥ ହୋଇ ଥାନ୍ତି ,ଏମାନେ କୈଣସି ବି ପରିସ୍ଥିତି ରେ ନିଜର ଜିବନ ସାଥି ଙ୍କ ସାଥି ଛାଡନ୍ତି ନାହିଁ, ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଇ ଥାଏ ।a name

ଏବଂ ସେଷ ରେ ରହିଛି A ନାମରୁ ଆରମ୍ଭ ହୋଇ ଥିବା ଝିଅ ମାନେ ଏମାନେ ବହୁତ ତେଜ୍ୱ ସ୍ୱଭାବ ର ହୋଇ ଥାନ୍ତି । ଏମାନେ ନିଜ ପରିବାର ଏବଂ ଜିବନ ସାଥି ଙ୍କ ଧ୍ୟନ ବହୁତ ଭଲ ଭାବେ ରଖି ଥାନ୍ତି, ଏମାନେ କେବେ ଭୁଲ କାମ କରି ନ ଥାନ୍ତି ଯେଉଁଥି ପାଇଁ ପସ୍ତେଇବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *