ପ୍ରତିଦିନ ୧ ଗ୍ଲାସ ପିଅନ୍ତୁ, ପେଟର ଚର୍ବି ଘିଅ ଭଳି ତରଳି ଯିବ ।

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନେକ ପ୍ରକାରର କାରଣ ପାଇଁ ଆମ ଶରୀର ରେ ଚର୍ବି ଜମା ହେବାରେ ଲାଗିଥାଏ ଆଜିର ସମୟ ରେ ଆପଣ ମାନଙ୍କ ଖାଦ୍ୟୟ ପେୟ ଏବଂ ଭୁଲ ଜିବନ ଶୈଳି କାରଣ ରୁ ଏହି ପରି ସମସ୍ୟା ଭୋଗ କରିବା ପାଇଁ ପଡୁଛି ଏକ୍ସେସାଇଜ୍ କରି ନିଜର ଶରୀର ର ଓଜନ କମେଇବା ପାଇଁ ଲୋକ ମାନଙ୍କ ପାଖରେ ସମୟ ର ବହୁତ ଅଭାବ ରହିଛି । ସେହିଥି ପାଇଁ ଲୋକ ମାନେ ଏମିତି ଡାଇଟ୍ ପ୍ଲାନ୍ ଖୋଜନ୍ତି ଯେଉଁଥିରେ ବିନା କୈଣସି ଡାଇଟ୍ ପ୍ଲାନ୍ ଏବଂ ଏକ୍ସେସାଇଜ୍ ରେ ତାଙ୍କର ଚର୍ବି କୁ ଘଟେଇ ଦେବ ।water-glass

ସେମିତି ରେ ସେହିଥି ପାଇଁ ଆମେ ଆପଣ ମାନଙ୍କୁ ଏଠାରେ ଏମିତି ଏକ ଡ୍ରୀଙ୍କ୍ସ ବନେଇବା ସିଖେଇବୁ ଜାହା ଆପଣ ମାନେ ସେବବନ କରିବା ମାତ୍ରେ ଆପଣ ମାନଙ୍କୁ ଏହି ଚରବି ବୃୃଦ୍ଧି ଭଳି ସମସ୍ୟା ରୁ ମୁକ୍ତି ମିଳିବ । ତେବେ ଏହା ଆପଣ ମାନଙ୍କୁ ପ୍ରଥମେ ଏକ ସେଓ ର ଆବଶ୍ୟକତା ପଡିବ ଏବଂ ସେହି ପରି ଭାବେ ଆପଣ ମାନଙ୍କୁ ଏକ ବିଟ୍ ରୁଟ୍ ର ଆବଶ୍ୟକତା ପଡିବ । ଏହାର ସେବନ ଆପଣ ମାନେ ନିଜର ସ୍ୱାସ୍ଥ୍ୟ କୁ ଠିକ୍ ଏବଂ ଓଜନ ହ୍ରାସ ପାଇଁ କରି ପାରିବେ । ତେବେ ସେଓ କୁ ଛୋଟ ଛୋଟ କରି କାଟିବା ପରେ ସେହି ଥିରେ ଦୁଇ ଚାମଚ ପରିମାଣ ରେ ବିଟ୍ ରୁଟ୍ କୁ ସ୍ଲାଇସ୍ କରନ୍ତୁ ।

ସେହି ପରି ବନ୍ଧୁଗଣ ଅଧା ଆପଣ ମାନଙ୍କ ମେଟାବୋଲିକ୍ ରେଟ୍ କୁ ଠିକ୍ ରଖିବା ସହିତ ଆପଣ ମାନଙ୍କ ପାଚନ ତନ୍ତ୍ର କୁ ଠିକ୍ ରଖେ ତେବେ ଏହି ତିନନୋଟି କୁ ଗ୍ରାଇଣ୍ଡ କରନ୍ତୁ , ଏବେ ଆପଣ ମାନଙ୍କ ୱେଟଲେସ୍ ଡ୍ରୀଙ୍କ୍ ପ୍ରସ୍ତୁତ ଅଟେ ଏବେ ଆପଣ ମାନେ ଏହାର ସେବନ କରି ପାରିବେ , ଏବଂ ଏହାର ରେଜଲ୍ଟ ଆପଣ ମାନେ ଦେଖିବା ପାଇଁ ପାଇବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *