ଭଗବାନ କୃଷ୍ଣ କୁହନ୍ତି, ଏହି କାମ କରିସାରିବା ପରେ ବିନା ପୂଜାରେ ମଧ୍ୟ ମିଳିଥାଏ ସମ୍ପୂର୍ଣ୍ଣ ଫଳ ।

krishna

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶାସ୍ତ୍ର ରେ କୁହାଜାଇଛି କି ଏହି କାମ ମାନଙ୍କ ମଧ୍ୟ ରୁ ଆପଣ ମାନେ ଯେକୈଣସି ଦୁଇଟି କାମ କରିଲେ ଆପଣ ମାନଙ୍କୁ ସଫଳତା ନିଶ୍ଚିତ ରୂପେ ମିଳିବ ସକାଳୁ ଉଠିବା ପରେ ଆପଣ ମାନେ ବି ଏହି କାର୍ଯ୍ୟ କରନ୍ତୁ ଦେଖିବେ ସମସ୍ତ ଦୂର୍ଭାଗ୍ୟ ଦୂର ହେବ ଏବଂ ସୈଭାଗ୍ୟ ପ୍ରାପ୍ତି ହେବ । ଏବଂ ମନ ମୁତାବକ ଆପଣ ମାନଙ୍କୁ ସଫଳତା ମିଳେ ତେବେ ଆସନ୍ତୁ ଜାଣି ନେବା ସେହି ବିଷୟ ରେ । ପ୍ରଥମେ ହେଉଛି ଯଦି ଆପଣ ମାନଙ୍କୁ ସବୁ କାମ ରେ ବିଫଳତା ମିଳୁଛି ତେବେ ଏହା ଆପଣ ମାନଙ୍କ ଦୂର୍ଭାଗ୍ୟ କାରଣ ରୁ ହେଉଛି ।krishan

ଏହି ଦୂର୍ଭାଗ୍ୟ ରୁ ରକ୍ଷା ପାଇବା ପାଇଁ ଆପଣ ମାନେ ସକାଳୁ ଉଠି ସ୍ନାନ କରିବା ପରେ କୈଣସି ଦୁଖଃର ଥିବା ଲୋକଙ୍କୁ ତାର ଆବଶ୍ୟକତା ପୂରଣ କରାନ୍ତୁ , ଏଂ ପଶୁ ପକ୍ଷୀ ଙ୍କୁ ଖାଦ୍ୟ ନିଶ୍ଚିତ ଦିଅନ୍ତୁ । ଏମିତି କରିଲେ ବ୍ୟକ୍ତିର ସୈଭଆଗ୍ୟ ବଢେ । ଦୁଇ ରେ ହେଲା ହିନ୍ଧଉ ଧର୍ମ ରେ ତୁଳସୀ ଗଛ ବିଶେଷ ଗୁରୁତ୍ୱ ପୂର୍ଣ୍ଣ ଅଟେ ତୁଳସୀ ପୂଜନିୟ ହେବା ସହିତ ଫଳଦାୟକ ଅଟେ , ସେହିଥି ପାଇଁ ଆପଣ ମାନେ ପ୍ରତି ଦିନ ସକାଳୁ ଉଠି ସ୍ନାନ ଆଦି ସାରି କରି ତୁଳଶୀ ଚଉରା ପାଖରେ ଘିଅ ର ଦ୍ୱପ ଜାଳନ୍ତୁ । ପ୍ରତି ଦିନ ସକାଳେ ଏବଂ ସଂନ୍ଧ୍ୟା ରେ ତୁଳସୀ ଚଉରା ମୁଳେ ଘିଅ ର ଦ୍ୱପ ଜାଳନ୍ତୁ ଏହା ଦ୍ୱାରା ସଫଳତା ପ୍ରାପ୍ତି ହୁଏ ନାକାରାତ୍ମକ ଉର୍ଜା ଘରକୁ ପ୍ରବେଶ କରେ ନାହିଁ ।krishan

ସେହି ପରି ବନ୍ଧୁଗଣ ତିନି ନମ୍ବର ରେ ଯେଉଁ ଘରେ ପ୍ରତି ଦିନ ଗାୟେତ୍ରୀ ମନ୍ତ୍ରୀ ର ଜପ କରା ଜାଇଥାଏ । ସେହି ଘରୁ ନାକାରାତ୍ମକ ଉର୍ଜା ସବୁ ଦିନ ପାଇଁ ଦୂର ହୁଏ ପ୍ରତି ଦିନ ଗାଧୋଇ ସାରିବା ପରେ ଗାୟେତ୍ରୀ ମନ୍ତ୍ରୀ ର ଜପ କରିବା ଜରୁରୀ ଅଟେ ଏବଂ ସକଳୁ ଉଠି ସର୍ବ ପ୍ରଥମେ ଇଶ୍ୱର ଙ୍କ ନାମ ଜପ କରନ୍ତୁ ଦେଖିବେ ଆପଣ ମାନଙ୍କ ପାଖକୁ ସୈଭାଗ୍ୟ ଆସିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *