କାହାକୁ ସବୁଠାରୁ ବେଶୀ ଭଲ ପାଉଛ କି? ଏ 9 ଟି କଥା ତୁମକୁ ଜାଣିବା ଦରକାର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ସୁନ୍ଦର ସଂମ୍ପର୍କ ଗଢିବା ପାଇଁ ହେଲେ ଧନ ସଂମ୍ପତୀ ର ଆବଶ୍ୟକତା ନଥାଏ ଥାଏ ତ କେବଳ ଭଲପାଇବା , ବିଶ୍ୱାସ , ଏବଂ ଧର୍ଯ୍ୟ ସମସ୍ତ ଙ୍କ ଭାଗ୍ୟ ରେ ପ୍ରେମ ନ ଥାଏ । ପ୍ରେମ ଜାହାକୁ ମିଳେ ସେ ତାର ମୂଲ୍ୟ ବୁଝି ପାରେ ନାହିଁ । ଆଉ ଯିଏ ନପାରେ ସେ ଦିନ ରାତି ଝୁରୁ ଥାଏ । ଯିଏ କଷ୍ଟ କୁ ବୁଝି ପାରେ ସେ କେବେ ବି ଅନ୍ୟ କାହାର କଷ୍ଟ ର କାରଣ ହୁଏ ନାହିଁ । ଯେଉଁ ମାନେ ସତରେ ଭଲ ପାଆନ୍ତି ସେମାନେ ସବୁ ବେଳେ ଲୁଚି ଲୁଚି କରି କାନ୍ଦନ୍ତି । ଜିବନ ରେ କାହାକୁ ଭଲ ପାଇବାର ରହିଛି ତ ମାଆ କୁ ଭଲ ପାଆନ୍ତୁ । ସେହି ଭଲପାଇବା ରେ ସ୍ୱାର୍ଥପରତା , ପ୍ରତାରଣା ନ ଥାଏ ।Love Astrology

କାହାକୁ ଅନ୍ଧ ଭଳି ଭଲ ପାଇଲେ ତୁମକୁ ଯନ୍ତ୍ରଣା ମିଳେ । ହେଲେ ସେହି ଯନ୍ତ୍ରଣା ଜାହା ଶିକ୍ଷା ଦିଏ ତାହା ଆଉ କେଉଁଠୀ ମିଳେନା। ପ୍ରଥମ ପ୍ରେମ ପାଇଁ ଆମେ ଜାହାକୁ ବାଛି ନେଇଥାଉ ସେ ଆମକୁ ମିଳୁ କିମ୍ବା ନ ମିଳୁ ପ୍ରକୃତ ରେ ତାର ଛବି ଚିର ଦିନ ପାଇଁ ରହିଯାଏ । ଆମେ ଯେତେ କଷ୍ଟ ପାଉ ଥିଲେ ବି ଆମକୁ କଷ୍ଟ ଦେବା ମଣିଷ ସବୁ ବେଳେ ଆମ ହୃଦୟ ରେ ହିଁ ରହିଥାଏ । କିଏ କହୁଛି ପ୍ରେମ ରେ କେବଳ ପ୍ରତାରଣା କଷ୍ଟ ଦିଏ ବେଳେ ବେଳେ ନିଜଠୁ ଅନ୍ୟ କୁ ଅଧିକ ଭଲ ପାଇବା ବି ବହୁତ କଷ୍ଟ ଦିଏ ।

ଯିଏ ତୁମ ଖୁସୀ ପାଇଁ ଜାଣି ଜାଣି ହାରିଯାଏ ସେହି ଲୋକକୁ ନିଜ ଠାରୁ କେବେ ବି ଦୂରେଇ ଦିଅ ନାହିଁ । ପ୍ରେମ ସଂମ୍ପର୍କ ଅତୁଟ ଏବଂ ଅପୂରଣିୟ ସ୍ମୃତିର ଘର ଅଟେ । ଜଣଙ୍କୁ ପ୍ରେମ ସେତେ ବେଳେ ମିଳେ ଯେତେ ବେଳେ ସେ ପ୍ରେମ ପାଇବାର ହକଦାର ହୋଇଥାଏ । ଜିବନ ରେ ଆପଣ ଯଦି କାହାକୁ ପାଇବାକୁ ଚାହାଁନ୍ତି ତେବେ ତା ଠାରୁ ଟିକେ ଦୂରେଇ ଦୂରେଇ ରୁହନ୍ତୁ ନିଶ୍ଚିତ ତାକୁ ପାଇବେ ।loves

ନଚେତ ଆପଣ କେବେବି ତାକୁ ପାଇବେ ନାହିଁ । ପ୍ରେମ ସଂମ୍ପର୍କ ରେ ବହୁତ କଷ୍ଟ ଏବଂ ପ୍ରତାରଣା ମିଳିବା ସହିତ ଜିବନ ଏମିତି ଶିକ୍ଷା ପ୍ରଦାନ କରିଥାଏ ଯାହା ଆପଣଙ୍କ ଜିବନ ରେ ଆଗକୁ ବଢିବା ପାଇଁ ଜରୁରୀ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *