ସ୍ୱପ୍ନ କେଉଁ ସମୟରେ ଦେଖିଲେ ତାର ଫଳ କେତେ ଦିନରେ ସତ ହେବ ।

krishana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାତି ରେ ଲୋକ ମାନେ ସ୍ୱପ୍ନ ଦେଖନ୍ତି ସ୍ୱପ୍ନ ରେ ଅଲଗା ଅଲଗା ଜିନିଷ ଦେଖନ୍ତି ଏମିତି କି ସେମାନେ ଏମିତି କିଛି ସ୍ୱପ୍ନ ଦେଖନ୍ତି ଜାହାର ଆମ ଜିବନ ରେ କିଛି ମୂଲ୍ୟ ବା ମହତ୍ୱ ରହେ ନାହିଁ । ହେଲେ ସ୍ୱପ୍ନ ବେଳେ ବେଳେ ସତ ହୋଇଯାଏ ଏବଂ ସ୍ୱପ୍ନ ମାଧ୍ୟମ ରେ ଆମ ଜିବନ ରେ ଅନେକ ପ୍ରକାରର ସଂଙ୍କେତ ଦେଖିବା ପାଇଁ ମିଳେ ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ସଂଙ୍କେତ ବିଷୟ ରେ କହିବା ପାଇଁ ଚାହିଁବୁ । ଏହା ସହିତ ସ୍ୱପ୍ନ କେତେ ବେଳେ ଦେଖିଲେ କେଉଁ ଫଳ ମିଳେ ସେହି ବିଷୟ ରେ କହିବୁ । ତେବେ ପ୍ରଥମେ ବନ୍ଧୁଗଣ ଆପଣ ମାନେ କୈଣସି ଭଲ ସ୍ୱପ୍ନ ଦେଖିବା ପରେ କେବେ ବି କାହାକୁ କହିବେ ନାହିଁ ନେହଲେ ଏହି ସ୍ୱପ୍ନ ସତ ହେବ ନାହିଁ ।

ଯଦି ଆପଣ ମାନେ କୈଣସି ଖରାପ ସ୍ୱପ୍ନ ଦେଖନ୍ତି ତେବେ ତୁରନ୍ତ ଆପଣ ମାନେ ଭଗବାନ ଶିବ ଙ୍କର ଧ୍ୟନ କରିବା ଉଚିତ୍ । ଏମିତି କରିଲେ ଖରାପ ସ୍ୱପ୍ନ ର ପ୍ରଭାବ ସେଷ ହେବ । ରାତି 12 ପୂର୍ବ ରୁ ଦେଖି ଥିବା ସ୍ୱପ୍ନ ମନର ବକୃତି ପାଇଁ ହୋଇଥାଏ ,ଏହାକୁ ଅର୍ଥ ହୀନ ମନାଯାଏ । ସେହି ପରି ରାତତି 12 ରୁ 1 ଟା ମଧ୍ୟ ରେ ଆପଣ ମାନେ ସ୍ୱପ୍ନ ଦେଖିଛନ୍ତି ତେବେ ଏହି ସ୍ୱପ୍ନ କୁ ପୂରଣ ପାଇଁ 3 ବର୍ଷ ଲାଗେ ସେହି ପରି ବନ୍ଧୁଗଣ ରାତି 1 ଟା ରୁ 2 ଟା ମଧ୍ୟ ରେ ଦେଖି ଥିବା ସ୍ୱପ୍ନ ର ଫଳ ଆପଣ ମାନଙ୍କୁ କେବଳ 1 ବର୍ଷ ମଧ୍ୟରେ ମିଳିଯିବ ।

ସେହି ପରି ବନ୍ଧୁଗଣ ରାତି 3 ରୁ 4 ମଧ୍ୟ ରେ ଦେଖି ଥିବା ସ୍ୱପ୍ନ କୁ ଆପଣ ମାନେ 6 ମାସ ମଧ୍ୟ ରେ ଅୁଭୂତ ରି ପାରିବେ । ସେହି ପରି 4 ରୁ 5 ମଧ୍ୟ ରେ ଦେଖି ଥିବା ସ୍ୱପ୍ନ 3 ମାସ ମଧ୍ୟ ରେ ଦେଖିବା ପାଇଁ ମିଳିବ , ଏବଂ ସକାଳ 5 ରୁ 6 ମଧ୍ୟ ରେ ଆପଣ ମାନେ ସ୍ୱପ୍ନ ଦେଖି ଥିଲେ ଆପଣ ମାନେ ଏହାର ଫଳ 1 ମାସ ମଧ୍ୟ ରେ ଦେଖିବା ପାଇଁ ମିଳେ । ତେବେ ଏହା ଥିଲା ସ୍ୱପ୍ୱ ସମୟ ଅନୁସାରେ ଫଳ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *