( ଭାଇ ଭଉଣୀ ) କଣ ପାଇଁ ବାହା ହୁଅନ୍ତିନି, ଶାସ୍ତ୍ର ଓ ବିଜ୍ଞାନ କଣ କହୁଛି ।

bro sis

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ରେ ଭାଇ ଭଉଣୀ ସଂମ୍ପର୍କ କୁ ପବିତ୍ର ସଂମ୍ପର୍କ ବୋଲି କୁହାଯାଏ ହେଲେ କିଛି ଲୋକ ମାନଙ୍କ ପାଇଁ ଏହି ସଂମ୍ପର୍କ ଦଳି ହୋଇ ଚାଲିଛି ଯେତେ ବେଳେ ଜଣେ ଭାଇ ର ଛୁଆ ର ମାଆ ହେବାକୁ ଜାଉ ଥିଲା ଜଣେ ଭଉଣୀ ଘରୁ ପଳେଇ ଥିଲେ ଉଭୟ ଭାଈ ଭଉଣୀ ଆଉ ମନ୍ଦିର ରେ କରିନେଲେ ବିବାହ ଏହା ପରେ କଣ ହେଲା ଏମାନଙ୍କ ସହିତ ପଢନ୍ତୁ ସଂମ୍ପର୍ଣ୍ଣ ପୋଷ୍ଟ । ଭୋଜପୁର ଜିଲ୍ଲା ରେ ଭାଇ ଭଉଣୀ ସହିତ ଶାରିରୀକ ସଂମ୍ପର୍କ ରଖିଲା ଆଉ ଝିଅ ଗର୍ଭବତୀ ହେଲା ପରେ ସେମାନେ ବିବାହ କରିନେଲେ । ବହୁତ ଦିନ ଧରି ଝିଅ ଘରକୁ ନ ଫେରିବାରୁ ଝିଅକୁ କେହି ଅପହରଣ କରି ନେଇଛି ବୋଲି କହି ଝିଅ ର ବାପା ଥାନା ରେ ଏତଲା ଦେଲେ ।husband wife

ଏବଂ ଯେତେ ବେଳେ ପୋଲିସ୍ ଖୋଜିବାରେ ଲାଗିଲା ତେବେ ଭାଈ ଭଉଣୀ ଥାନା ରେ ଆସି ପହଁଚି ଗଲେ ଏବଂ ପରେ ଝିଅ କହିଲା କି ସେମାନେ ବିବାହ କରି ନେଇଛନ୍ତି ବୋଲି , ତେବେ ଏବେ ସିଏ ମୋ ଭାଈ ନୁହେଁ ମୋ ସ୍ୱାମୀ ଅଟନ୍ତି । ତେବେ ଏହି କଥା ସୁଣି ଏମାନଙ୍କୁ ଗାଁ ଲୋକ ମାନେ ଗାଁ କୁ ପସିବା ପାଇଁ ଦେଲେ ନାହିଁ ଗାଁ ର ଲୋକ ମାନେ ପୋଲିସ୍ କୁ କହି ଏମାନଙ୍କୁ କୋଠର ଦଣ୍ଡ ଦେବାକୁ ଦାବୀ କରିଲେ । ପରେ ସେମାନଙ୍କୁ ଜେଲ୍ ହେଲା ଏହା 2018 ରେ ହୋଇଥିଲା ଏବଂ ଭଉଣୀ ଏବେ ଜେଲ୍ ରୁ ବାହାରିଛି ହେଲେ ଭାଈ ଅନେକ ବର୍ଷ ଜେଲ୍ ଦଣ୍ଡ ଭୋଗିବ ।Beautiful husband wife

ଏବଂ ଆଗକୁ ଦୁହେଁ ଏକା ସହିତ ରହି ପାରିବେ ନାହିଁ ବୋଲି କହିଛନ୍ତି ପୋଲିସ୍ । ସେମିିତି ରେ ଧର୍ମ ଅନୁସାରେ କହିଲେ ମୁସଲିମ୍ ଧର୍ମ ରେ ଭାଇ ଭଉଣୀ ଙ୍କ ବିବାହ ସେତେ ବେଳେ ସମ୍ଭବ ଯେତେ ବେଳ ଦୁହିଁଙ୍କ ମଧ୍ୟ ରୁ ଜଣେ ସେହି ମାଆ ର ସନ୍ତ୍ୟପାନ କରି ନ ଥିବ । ସେଠି ଇସାଇ ଧର୍ମ ରେ ସଂମ୍ପର୍କିୟ ଭଉଣୀ କୁ ବିବାହ କରିବେ ,ହେଲେ ହିନ୍ଧୁ ଧର୍ମ ରେ ସଂମ୍ପର୍କିୟ ଭଉଣୀ ଦୂରେଇ ଗୋଟିଏ ଗାଁ ରେ ଦୁଇଟି ଝିଅ ଦେବା ର ମାନ୍ୟତା ନାହିଁ , ତେବେ ଆମର ସଂସ୍କୃତି ରେ ଭାଇ ଭଉଣୀ ର ସଂମ୍ପର୍କ କୁ ପବିତ୍ର ମନାଯାଏ ତେଣୁ ଏହି ସବୁ କୁ ସମସ୍ତ ଭଲ ଭାବେ ବୁଝିବା ଜରୁରୀ ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *