ଅଧିକା ରାଗୁଥିବା ଲୋକେ ଏହି ଭିଡ଼ିଓ କୁ ଥରେ ଦେଖାନ୍ତୁ | ଗାଳି ଦେଉଥିବା ଲୋକଙ୍କ ସହିତ ଏମିତି ହୋଇଥାଏ ।

krishna

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟରେ ଲୋକ ମାନେ ଛୋଟ ଛୋଟ କଥା ରେ ଖରାପ ଶବ୍ଦ ବାହାର କରିଥାନ୍ତି । ବହୁତ ଲୋକ ମାନେ ସେହି ଶବ୍ଦ କୁ ସୁଣିବା ପାଇଁ ଚାହାଁନ୍ତି ନାହିଁ ହେଲେ ଯେଉଁ ଲୋକ ମାନେ ରାଗି ଅକଥା କହିଥାନ୍ତି ସେମାନେ ପ୍ରଥମେ ସେମାନଙ୍କ ସଂସ୍କାର କୁ ଦଖେଇ ଥାନ୍ତି । ଏବଂ ସେମାନେ ନିଜର ସ୍ୱଭାବ କୁ ଦଖେଇ ଥାନ୍ତି। ଅନେକ ଲୋକ ମାନଙ୍କୁ ବହୁତ ସମୟ ରେ ଏମିତି କାହାକୁ ନା କାହାକୁ ଗାଳି ଦେଇଥାନ୍ତି ମାନେ ସେମାନେ ସେମାନଙ୍କ ଦୂର୍ବଳତାର ଫାଇଦା ଉଠେଇ ଥାନ୍ତି ।angry

ସେମିତି ରେ ଏହାକୁ ନେଇ ଏକ କଥା ବି ରହିଛି ତେବେ ଥରେ ମହାତ୍ମା ବୁଧ ଙ୍କୁ ଜଣେ ବ୍ୟକ୍ତି ଆସି ବହୁତ ଗାଳି ଦେଲେ ଏବଂ ପରେ ପଳେଇ ଗେଲେ ପରେ ସେଠାରେ ଥିବା ଶିଷ୍ୟ ପଚାରିଲେ ଗୁରୁଦେବ ଆପଣଙ୍କ ଏତେ ଶିଷ୍ୟ ଅଛନ୍ତି ଯଦି ଆପଣ ଗୋଟିଏ ଇସାରା କରିଥାନ୍ତେ ତେବେ ଆମେ ସେହି ବ୍ୟକ୍ତି କୁ ଉଚିତ୍ ଶିକ୍ଷା ପ୍ରଦାନ କରି ଥାନ୍ତୁ । ଏହି ଥିରେ ଗୁରୁ କହିଲେ ଯଦି କେହି ବ୍ୟକ୍ତି ତୁମକୁ କିଛି ଦେବାକୁ ଚାହେଁ ଆଉ ତମେ ନନିଅ ତେବେ ସେହି ଜିନିଷ କୁଆଡେ ରହିବ । ତେବେ ଶିଷ୍ୟ କହିଲେ ସେହି ଜିନିଷ ଯିଏ ଆଣି ଥିଲା ସେହି ଜିନିଷ ତା ପାଖରେ ହିଁ ରହିବ ସେହି ପରି ସେ ମତେ ଗାଳି ଦେଲା ହେଲେ ମୁଁ ନେଲି ନାହିଁ ତେବେ ସେହି ଗାଳି କାହା ପାଖରେ ରହିବ ସେହି ଗାଳି ସେହି ବ୍ୟକ୍ତି ପାଖରେ ରହିବ ।hangry

ତେବେ ଏହି ଥିରୁ ନିଶ୍ଚିତ ଭାବେ ବୁଝିବା ଜରୁରୀ ଅଟେ କି ଆପଣ ମାନେ ଜାହାକୁ ଗାଳି ଦେଉଛନ୍ତି ତାହାର ଅର୍ଥ କଣ ଏବଂ ସେହି ଗାଳି କଣ ସାମ୍ନା ବାଲା ଉପରେ ପ୍ରଭାବ ପକାଉଛି । ଏବଂ ଆପଣ ମାନେ ଏହା କେବେ ବି ବୁଝନ୍ତୁ ନାହିଁ କି ଆପଣ ମାନେ ଗାଳି କରି କାହାର ଅପମାନ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *