ବିଶ୍ୱାସ ହେବନି, କେବଳ ୨ ମିନିଟରେ ଦାନ୍ତ ମୋତି ଭଳି ଧଳା ହୋଇଯିବ

teath

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନେକ କାରଣ ପାଇଁ ଆମ ମାନଙ୍କ ଦାନ ହଳଦିଆ ବା ଅପରିସ୍କାର ହୋଇ ଯାଏ କଳା ଏବଂ ବହୁତ ଖରାପ ଦେଖାଯାଏ ଏମିତି ପରିସ୍ଥିତି ରେ ଆପଣ ମାନେ କରିବେ କଣ ଏମିତି ରେ ଆପଣ ମାନେ ବହୁତ ସମୟରେ ଡେଣ୍ଟିଷ୍ଟ ପାଖକୁ ଜାଇଥାନ୍ତି ଏବଂ ସେମାନେ କେବେ ବି ମନ ଖୋଲି ହସି ପାରନ୍ତି ନାହିଁ କାରଣ ସେମାନଙ୍କ ଖରାପ ଦାନ୍ତ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଘୋରଇ ଉପାୟ ବିଷୟ ରେ କହିବୁ ଜାହା ଦ୍ୱାରା ଆପଣ ମାନଙ୍କ ଦାନ୍ତ ମୋତି ପରି ଚମକିବାକୁ ଲାଗିବ , ଏହା ବହୁ ପୁରାତନ କାଳ ରୁ ବ୍ୟବହାର ହୋଇ ଆସୁଛି , ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।teeth

ଏହି ଉପାୟ କରିଲେ ଆପଣ ମାନଙ୍କର ବହୁତ ପୁରୁଣା ହଳଦିଆ ଦାନ୍ତ ପରିସ୍କାର ହେବ ଏବଂ ଦାନ୍ତ ସୁନ୍ଦର ଦେଖା ଦେବ । ତେବେ ଆସନ୍ତୁ ଜାଣି ନେବା ,ତେବେ ଏହା ପାଇଁ ଆପଣ ମାନଙ୍କୁ 5 ଟି ରସୁଣ କୋଷା ନେବାକୁ ପଡିବ ଏବଂ ପରେ ପରେ ଆପଣ ମାନେସେହି ରସୁଣ ପାଖୁ଼ଡା କୁ ଭଲ ଭାବେ କୁଟି ଦିଅନ୍ତୁ । ଏବଂ ଏବେ ଆମେ ଏହି ଥିରେ ମିଶେଇବା ଟୋମାଟ ରସ ,ଆପଣ ମାନେ ଏହି ଥିରେ ଏକ ଚାମଚ ଟୋମାଟ ରସ ଏହି ଥିରେ ମିସେଇବେ ।teeth

ଏବେ ଆପଣ ମାନଙ୍କୁ କୈଣସି ବି ଟୁଥ୍ ପେଷ୍ଟ ର ଜରୁରୀ ଅଟେ ଆପଣ ମାନେ ଏକ ଚାମଚ ହିସାବ ରେ ନେବେ ଏବଂ ଆପଣ ମାନେ ଏବେ ଏକ ରୁ ଦୁଇ ଚିମୁଟା ବେକିଂ ସୋଡା ର ବ୍ୟବହାର କରିବେ ସେହି ଥିରେ ମିଶେଇ କରିବା ପରେ ଆପଣ ମାନଙ୍କ ପାଇଁ ଏହା ସଂମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ଅଟେ ତେବେ ଆପଣ ମାନେ ଏହାକୁ ଏବେ ଦାନ୍ତ ରେ ହ୍ୟବହାର କରି ପାରିବେ ବ୍ୟବହାର କରିବା ପାଇଁ ଆପଣ ମାନେ ଏହି ଥିରରେ ଗୋଟିଏ ଟୁଥ୍ ପେଷ୍ଟ କୁ ନେଇ ସଫା କରିବାରେ ଲାଗି ଜାଆନ୍ତୁ ଆପଣ ଙ୍କ ଅସୁନ୍ଦର ହଳଦିଆ ଦାନ୍ତ ମୋତି ଭଳି ତମକିବାକୁ ଲାଗିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *