ଶନି ଦୋଷରୁ ମୁକ୍ତି ପାଇବାକୁ ଅଶ୍ୱଥ ବୃକ୍ଷ ମୂଳେ ଦୀପ ଜାଳି କରାଯାଏ ପୂଜା !

aswasta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶନି ଦଶା କୁ ମୁକ୍ତି ପାଇବା ପାଇଁ ଅଶ୍ୱଥ ବୃକ୍ଷ ମୂଳେ ଦୀପ ଜାଳି କରନ୍ତୁ ଏହି ପୂଜା ତେବେ ଆସନ୍ତୁ ଜାଣି ନେବା ଏହା ପଛରେ କଣ ରହିଛି ରହସ୍ୟ ହିନ୍ଧୁ ଧର୍ମ ରେ ପ୍ରତ୍ୟୋକ ଦିନ ର ଭିନ୍ନ ଭିନ୍ନ ମହତ୍ୱ ରହିଛି ଶନିବାର ଦିନ ଶନିଦେବ ଙ୍କୁ ପୂଜା ଅର୍ଚ୍ଚନା କରାଯାଏ ଶନି ଦେବ ଙ୍କ ଠାରୁ ମୁକ୍ତି ପାଇବା ପାଇଁ କିଛି ଲୋକ ମାନେ ଅଶ୍ୱଥ ବୃକ୍ଷ ମୂଳେ ଶୋରିଷ ତେଲ ରେ ଦୀପ ଜାଳି ପୂଜା କରିଥାନ୍ତି । ପୈରାଣିକ ମତ ଅନୁସାରେ ଏହି ଉପାୟ ମାଧ୍ୟମ ରେ ମହାଦଶା ଶନି ସାଢେ ସାଥୀ ଏହାର ପ୍ରଭାବ କମ୍ ହୋଇଥାଏ ।sanii

ପୈରାଣିକ ମତ ଅନୁସାରେ ତ୍ରତୋୟା ଯୁଗ ରେ ଥରେ ଭୟାବହ ଦୁର୍ଭିକ୍ଷ୍ୟ ପଡିଥିଲା କୈଶିକ ଋଷି ବି ଏହି ପ୍ରିଡା ରୁ ବର୍ତ୍ତି ପାରିଲେ ନାହିଁ । ସେ ପତ୍ନୀ ଏବଂ ପିଲା ଙ୍କୁ ଧରି ସୁରକ୍ଷିତ ସ୍ଥାନ ଖୋଜିଲେ ଏବଂ ସେ ନିଜର ପୁତ୍ର କୁ ମଧ୍ୟ ଅଧା ବାଟ ରେ ଛାଡି ଦେଇ ଯାଇଥିଲେ ପରେ ସେହି ବାଳକ କୁ ଏକ ଅଶ୍ୱଥ ବୃକ୍ଷ ଏବଂ ପୋଖରୀ ନଜର ଆସିଲା ଏବଂ ସେଠାରେ ସେହି ବାଳକ ଅଶ୍ୱଥ ବୃକ୍ଷ ର ପତ୍ର ଏବଂ ସେହି ପୋଖରୀ ପାଣି ସେବନ କରି ଜିବନ ବିତାଇଲା ।

ହେଲେ ଦିନେ ନାରଦ ଙ୍କ ନଜର ସେହି ବାଳକ ଉପରେ ପଡିଲା ଏବଂ ପରେ ଭଗବାନ ବିଷ୍ଣୁ ଙ୍କ ପୂଜା ବିଧି କହି ପୂଜା କରିବାକୁ କହିଲେ ଏବଂ ପରେ ସେ ସବଳ ହେଲେ ନିଜର ଜିବନ ବ୍ୟୟତିତ କରିବା ପାଇଁ ଏବଂ ପରେ ସେ ଋଷି ପିପଲ୍ଲାଦ୍ ହେଲେ ପରେ ସେହି ନାରଦ ଙ୍କୁ ପଚାରିଲେ ତାଙ୍କର ଏହି କଷ୍ଟ ର କାରଣ କଣ ଥିଲା ତେବେ ନାଦର କହିଲେ ଏହା ଶନି ଙ୍କ କୋପ ଦୃଷ୍ଟି ଥିଲା ଯେଉଁଥି ପାଇଁ ସବୁ ଦେବତା ବି ତାଙ୍କୁ ଭୟ କରନ୍ତି ।sani

ହେଲେ ଏହାର ମାର୍ଗ ବି ଅଛି ଏହି କଷ୍ଟ କୁ ମୁକ୍ତି ପାଇଁ ବ୍ରହ୍ମା ଙ୍କ ଅନୁସାରେ ଯିଏ ଶନିବାର ଦିନ ଅଶ୍ୱଥ ବୃକ୍ଷ ଙ୍କୁ ପୂଜା କରିବ ଏବଂ ଦିପ ଜାଳି ପୂଜା କରିବ ସେ ଶନି କଷ୍ଟ ରୁ ମୁକ୍ତି ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *