ବ୍ୟକ୍ତି ଗରିବ ହେବା ପୂର୍ବରୁ ସ୍ତ୍ରୀ ଶରୀରରେ ଦେଖାଯାଏ ଏହି ସଂକେତ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଦୁନିଆଁ ରେ ଏମିତି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ ଭଗବାନ ଙ୍କ ଉପରେ ଭରଷା କରନ୍ତି ହେଲେ ଏମିତି କିଛି ବି ଲୋକ ମାନେ ରହିଛନ୍ତି ଯେଉଁ ମାନେ କେବେ ବି ଭଗବାନ ଙ୍କ ଉପରେ ଭରଷା କରନ୍ତି ନାହିଁ । ହେଲେ ଯେଉଁ ମାନେ ଭଗବାନ ଙ୍କୁ ବିଶ୍ୱାସ କରନ୍ତି ସେମାନେ ପ୍ରତ୍ୟେକ ସ୍ଥିତି ର ଭଗବାନ ଙ୍କ ସାହାଯ୍ୟ କୁ ଅନୁଭବ କରନ୍ତି । ସେମିତି ରେ ଶାସ୍ତ୍ର ଅନୁସାରେ ଆମ ମାନଙ୍କ ଉପରେ କିଛି ବି ସଂଙ୍କଟ ଆସିବା ପୂର୍ବ ରୁ ଭଗବାନ ଆମ ଶରୀର ରେ କିଛି ନା କିଛି ସଂଙ୍କେତ ମାନ ଦେଇଥାନ୍ତି । ସେମିତି ରେ ଆମେ ମାନେ ଆଜି ଆପଣ ମାନଙ୍କୁ କହିବୁ ବ୍ୟକ୍ତି ଗରିବ ହେବା ପୂର୍ବରୁ ସ୍ତ୍ରୀ ଶରୀରରେ ଦେଖାଯାଏ କେଉଁ ସବୁ ସଂଙ୍କେତ । ତଥା ଅନ୍ୟ କିଛି ସଂଙ୍କେତ ବିଷୟ ରେ ବି ଜାଣିବା ।woman

ତେବେ ପ୍ରଥମେ ହେଲା ଗୋ ମାତା ବନ୍ଧୁଗଣ ଯେଉଁ ଘରେ ସଂଙ୍କଟ ଆସିବାର ରହିଥାଏ ସେହି ଘରେ ଗୋ ମାତା କେବେ ବି ରୁଟି ର ସେବନ କରନ୍ତି ନାହିଁ । ସେହି ପରି ଦୁଇ ରେ ରହିଛି୍ ଝାଡୁ ହିନ୍ଧୁ ଶାସ୍ତ୍ର ଅନୁସାରେ ଝାଡୁ କୁ ମାତା ଙ୍କ ପ୍ରତିକ ବୋଲି ମନାଯାଏ । ସେମିତି ରେ ଆପଣ ମାନେ ଯେତେ ବେଳେ ବି ଝାଡୁ କରୁଛନ୍ତି ତେବେ ବାରମ୍ବାର ଆପଣ ମାନଙ୍କ ଝାଡୁ ର କିଛି ଅଂଶ ଛିଡି ପଡୁଛି ତେବେ ନିଶ୍ଚିତ ଭାବେ ତାହା ସଂଙ୍କଟ ର ସଂଙ୍କେତ ଅଟେ । ସେହି ପରି କେବେ ବି ଯଦି ଆପଣ ମାନଙ୍କ ହାତ ରୁ କ୍ଷୀର ଗ୍ଲାସ୍ କିମ୍ବା ପାଣି ର ଗ୍ଲାସ୍ ଖସି ପଡୁଛି ତେବେ ଜାଣି ନିଅନ୍ତୁ ଆପଣ ମାନଙ୍କ ଉପରେ କାହାରି କୋପ ରହିଛି ବୋଲି ଏବଂ ଆପଣ ମାନେ ସଂଙ୍କଟ ରେ ରହିଛନ୍ତି ।milk

ସେହିପରି ବନ୍ଧୁଗଣ ଯଦି ଆପଣ ମାନଙ୍କ ହାତରୁ ଯଦି କେତେ ବେଳେ ଆଇନା ଖସି ପଡୁଛି ତେବେ ଏହାବି ଆପଣ ମାନଙ୍କ ଉପରେ ସଂଙ୍କଟ ଆସିବାର ସଂଙ୍କେତ ହୋଇଥାଏ । ଘର ର ମହିଳା ମାନଙ୍କ ଡାହାଣ ଆଖି ପତା ଯଦି ସବୁ ସମୟ ରେ ଫଡ ଫଡ କରେ ତେବେ ତାହା ସଂଙ୍କଟ ଆସିବା ର ସଂଙ୍କେତ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *