କେବଳ ୩ ଦିନରେ କେତେବି ବଡ ପଥର ଝଡ଼େଇ ଦେବ ଏହି ପତ୍ର ।

kidny

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଭିନ୍ନ କାରଣ ପାଇଁ ଆମ ଶରୀର ରେ ଷ୍ଟୋନ ଭଳି ସମସ୍ୟା ଦେଖିବା ପାଇଁ ମିଳେ ମୂଖ୍ୟତଃ ପାଣିପାଗ ଜଳବାୟୁ କାରଣ ରୁ ହିଁଁ ଆପଣ ମାନଙ୍କୁ ଷ୍ଟୋନ ହୋଇଥାଏ । ଏବଂ ଷ୍ଟୋନ ବେଳେ ଯଦି ଆପଣ ମାନଙ୍କୁ ହୋଇଥାଏ ତେବେ ଆପଣ ମାନଙ୍କୁ ସର୍ଜନ୍ କରିବା ପାଇଁ ପଡେ ଏବଂ ଆପଣ ମାନଙ୍କ ଶରୀର ରେ ଷ୍ଟୋନ ଏତେ ଜଲ୍ଦି ବାହାରେ ନାହିଁ ତେବେ ଆପଣ ମାନଙ୍କୁ ସେହି ଷ୍ଟୋନ କୁ ଆପଣ ମାନଙ୍କ କିଡ୍ନୀ ରୁ ବାହାର କରିବାର ଏକ ଘୋରଇ ଉପାୟ ବିଷୟ ରେ କହିବୁ । ଜାହାର ସେବନ କରିଲେ ଆପଣ ମାନଙ୍କ ଶରୀର ରୁ ଷ୍ଟୋନ କୁ ବାହାର କରି ପାରିବେ । ତେବେ ଆସନ୍ତୁ ଜାଣି ନେବା ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇବୁ ଏହା ବହୁ ପୁରାତନ ଉପାୟ ଅଟେ ।kidneyy

ତେବେ ଏହା ପାଇଁ ଆପଣ ମାନଙ୍କୁ ପଥର ଜଟା ବା ଅମର ପୋଇ ପତର ର ଆବଶ୍ୟକତା ପଡିବ । ଏହା ଆପଣ ମାନଙ୍କ ବାଡି ଘରୁ ବହୁତ ସହଜ ରେ ମିଳଯିବ ଏହା ପାଇଁ ଆପଣ ମାନଙ୍କୁ 4 ରୁ 5 ଟି ଏହି ପତ୍ର ର ଆବଶ୍ୟକତା ପଡିବ । ଏବେ ଆପଣ ମାନେ ଏହାକୁ ଭଲ ଭାବେ ଧୋଇ ଗ୍ରାଇଣ୍ଡ କରନ୍ତୁ । ଅଲ୍ପ ପାଣି ଦେଇ ଗ୍ରାଇଣ୍ଡ କରି ଏକ ଗ୍ଲାସ୍ କୁ ଛାଣି ନିଅନ୍ତୁ । ଏବଂ ପରେ ଆପଣ ମାନେ ସେହି ଥିରେ ଏକ ଗ୍ଲାସ୍ ପାଣି ମିଷାନ୍ତୁ ।kidneyyy

ଏବଂ ଏହି ପରି ଭାବେ ଆପଣ ମାନଙ୍କୁ ଏହାର ସେବନ କରିବା ପାଇଁ ପଡିବ ହେଲେ ବହୁତ ଲୋକ ମାନେ ଏହାର ସ୍ୱାଦ ପାଇଁ ସେବନ କରି ପାରନ୍ତି ନାହିଁ ସେହିଥି ପାଇଁ ଆପଣ ମାନେ ସେହି ଥିରେ ଏକ ଚାମଚ ବିଟି ଲୁଣ ମିଶେଇ ସେବନ କରି ପାରିବେ । ଏମିତି କରିଲେ ଆପଣ ମାନଙ୍କ ପରିସ୍ରା ଦେଇ ଆପଣ ମାନଙ୍କ ଷ୍ଟୋନ ବାହାରିଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *