ଗୁରୁବାର ବା ଶୁକ୍ରବାର ଦିନ ପର୍ସ ରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ ପର୍ସ ସବୁବେଳେ ଟଙ୍କା ପଇସା ରେ ଭରା ରହିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ମାନେ ଜାଣିବା କି ମୋନି ପର୍ସ ରେ କେଉଁ ଜିନିଷ ରଖିଲେ କେଉଁ ଜିନିଷ ବୃଦ୍ଧି ହୋଇଥାଏ ଏବଂ କେଉଁ ଜିନିଷ ରଖିଲେ ଧନ ର ହାନୀ ହୋଇଥାଏ । ଆଜି ଆମେ କହିବୁ ନିଜର ପର୍ସ ରେ କେଉଁ ଜିନିଷ ରଖିଲେ ଆପଣ ମାନଙ୍କ ପର୍ଶ କେବେ ବି ଖାଲି ରହିବ ନାହିଁ । ଯେକୈଣସି ମହିଳା ଏବଂ ପୁରୁଷ ନିଜର ମୂଲ୍ୟ ବାନ ଜିନିଷ କୁ ନିଜ ପାଖରେ ରଖି ଥାନ୍ତି । ହେଲେ କେବଳ କଠିନ ପରିଶ୍ରମ କରିଲେ ହିଁ ସୁଫଳ ନୁହେଁ ବରଂ ଗୋଟିଏ ଭଲ ଭାଗ୍ୟ ର ବି ବହୁତ ଜରୁରୀ ରହିଥାଏ ।mata laxmi

ହେଲେ ଆମ ଏହା ସହିତ ଜ୍ୟତିଷ ଶାସ୍ତ୍ର ରେ କୁହା ଜାଇ ଥିବା କିଛି କଥା ର ପାଳନ କରି ଆପଣ ମାନେ ଆପଣ ମାନଙ୍କ ଭାଗଗ୍ୟ କୁ ପରିବର୍ତନ କରି ପାରିବେ ଏହା ପାଇଁ ଆପଣ ମାନଙ୍କୁ ନିର୍ଜର ପର୍ସ ରେ ଗୋଟିଏ ଚୁଟକି ଚାଉଳ ରଖିବା ପାଇଁ ପଡିବ ,ଏମିତି କରିଲେ ଆପଣ ମାନଙ୍କ ଧନ ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇ ନ ଥାଏ । ଏବଂ ଏହା ସହିତ ଏକ କଥା ର ଆପଣ ମାନେ ବିଶେଷ ଭାବେ ଧ୍ୟନ ରଖନ୍ତୁ । ପର୍ସ ରେ କେବେ ବି ନୋର୍ଟ ସବୁ କୁ ମୋଡି କରି ରଖନ୍ତୁ ନାହିଁ । ଏବଂ ନୋର୍ଟ କୟେନ୍ ସବୁ ଭଲ ଭାବେ ରଖନ୍ତୁ। ଏବଂ ଏହା ସହିତ ଆପଣ ମାନେ କେବେ ବି ନିଜର ପର୍ସ ମଧ୍ୟ ରେ କାହାର ବି ଫୋଟ ରଖନ୍ତୁ ନାହିଁ । ପୁରୁଣା ବିଲ , ଭିଜିଟିଂ କାର୍ଡ ଆଆଦି କେବେ ବି ରଖନ୍ତୁ ନାହିଁ ।walliet

ଜାହା ଆପଣ ମାନଙ୍କର ନକାରାତ୍ମକ ଉର୍ଜା କୁ ବଢେଇଥାଏ । ସେହି ପରି ଆପଣ ମାନେ ପର୍ସ ରେ ଯେଉଁ ସ୍ଥାନ ରେ ବି ପଇସା ରଖୁଛନ୍ତି । ତେବେ ବନ୍ଧୁଗଣ ଏହି କୋତୋଟି ସରଳ ଉପାୟ ରେ ଆପଣ ମାନଙ୍କ ପର୍ସ ର ଖାଲି ସ୍ଥାନ କୁ ସବୁ ସମୟ ରେ ପୂରଣ କରି ପାରିବେ ଏବଂ ଆପଣ ମାନଙ୍କ ଜିବନ କୁ ଧନ ଜନିତ ସମସ୍ୟା ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରଖି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *