ପ୍ରେମ ରେ ସବୁ ସମୟ ରେ ଧୋକା ଖାଆନ୍ତି ଏହି 2 ଟି ରାଶି ର ପୁଅ ମାନେ କେବେ ବି ମିଳେ ନାହିଁ ସଚ୍ଚା ପ୍ରେମ ଏମାନଙ୍କୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ସମୟ ରେ ଏମିତି ଦେଖିବା ପାଇଁ ମିଳିଥାଏ କି ପୁଅ ମାନେ ଝିଅ ମାନଙ୍କ ସହିତ ପ୍ରଚାରଣା ବା ଧୋକା ଦେଇଥାନ୍ତି । ଅନେକ ସମୟ ରେ ଏମିତି ଦେଖିବା ପାଇଁ ମିଳେ କି ପୁଅ ମାନଙ୍କର ଯେତେ ବେଳେ ମନ ଭରିଯାଏ ସେତେ ବେଳେ ସେମାନେ ଝିଅ ମାନଙ୍କୁ ଛାଡି ପଳେଇ ଥାନ୍ତି । କିନ୍ତୁ ଏହି କଥା ମନେ ରଖିବା ଜରୁରୀ ଅଟେ ସବୁ ପୁଅ ମାନେ ସମାନ ନୁହଁନ୍ତି , ଏମିତି କିଛି ଝିଅ ମାନେ ଅଛନ୍ତି ଯେଉଁ ମାନେ ପୁଅ ମାନଙ୍କୁ ଧୋକା ଦିଅନ୍ତି । ହେଲେ ପୁଅ ମାନେ ନୁହେଁ । ଏପରି ସ୍ଥଳ ରେ ପୁଅ ମାନଙ୍କର କିଛି ବି ଭୁଲ ନଥାଏ ବରଂ ସେମାନଙ୍କ ରାଶି ର ସବୁ ଭୁଲ ରହିଥାଏ , ସେହି ପୁଅ ମାନେ ଝିଅ ମାନଙ୍କୁ ଏତେ ପରିମାଣ ରେ ଭଲ ପାଆନ୍ତି କି ସେମାନେ ଝିଅ ମାନଙ୍କୁ ନେଇ ବହୁତ ସ୍ୱପ୍ନ ଦେଖନ୍ତି ହେଲେ ପରେ ସେମାନେ ସେହି ଝିଅ ମାନଙ୍କ ଦ୍ୱାରା ପ୍ରତାଡିତ ହୁଅନ୍ତି । ଏହି ପ୍ରକାରର ଝିଅ ମାନେ ବହୁତ କୟାରିଂ ହୋଇଥିବାରୁ ଏମାନଙ୍କୁ ନିଜର ପାର୍ଟନର ମାନେ ପସନ୍ଦ କରନ୍ତି ନାହିଁ । ସେହିଥି ପାଇଁ ଏମାନଙ୍କୁ ଧୋକା ମିଳେ ତେବେ ଆସନ୍ତୁ ବନ୍ଧୁଗଣ ଆମେ ମାନେ ସେହି ପରି ଦୁଇଟି ରାଶି ର ପୁଅ ମାନଙ୍କ ବିଷୟ ରେ ଜାଣି ନେବା ଯେଉଁ ମାନେ ସବୁ ବେଳେ ପ୍ରେମରେ ଧୋକା ପାଆନ୍ତି ।kumbha rashi

କୁମ୍ଭ ରାଶି ର ପୁରୁଷ ମାନେ ।
ଯେଉଁ ମାନେ କୁମ୍ଭ ରାଶି ର ପୁରୁଷ ଅଟନ୍ତି ସେମାନେ ସବୁ ବେଳେ ନିଜର ସେନ୍ସ କୁ ନେଇ ନିଜର ଜିବନ ଅତିବାହିତ କରନ୍ତି ଏମାନେ ସବୁ ସମୟ ରେ ନିଜର ସ୍ୱଭାବ ଅନୁସାରେ ନିଜର ପାର୍ଟନର ଙ୍କୁ କରିବା ପାଇଁ ଚେଷ୍ଟା କରନ୍ତି । ସେହିଥି ପାଇଁ ତାଙ୍କର ମହିଳା ପାର୍ଟନର ଙ୍କୁ ଏହା କେବେ ବି ପସନ୍ଦ ହୋଇନଥାଏ ଯେଉଁଥି ପାଇଁ ସେମାନଙ୍କ ମଧ୍ୟ ରେ ଦ୍ୱନ୍ଧ ସୃଷ୍ଟି ହୁଏ ଏବଂ ସେମାନଙ୍କୁ ମହିଳା ହିଁ ପ୍ରଥମେ ଧୋକା ଦେଇ ଜାଆନ୍ତି ।kanya

କନ୍ୟା ରାଶିର ପୁରୁଷ ମାନେ ।
ଏହି କନ୍ୟା ରାଶି ର ପୁରୁଷ ମାନେ ସବୁ ବେଳେ ନିଜକୁ ଲଜିକ୍ ରେ ଆଧାରିତ କରନ୍ତି , ସବୁ ସମୟ ରେ ଏହି ରାଶି ର ପୁରୁଷ ମାନେ ନିଜର ମନ କଥା କୁ ମନ ଭିତରେ ହିଁ ଲୁଚେଇ ରଖନ୍ତି । ଖାସ୍ କରି ଏହି କାରଣ ପାଇଁ ଏହି ପରି ପୁରୁଷ ମାନଙ୍କ ଠାରୁ ମହିଳା ମାନେ ସବୁ ବେଳେ ଦୂରେଇ ରୁହନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *