ରାସନ କାର୍ଡକୁ ନେଇ ଆସିଲା ବଡ ଖବର । ଜାଣି ରଖନ୍ତୁ ଏହି ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସନ କାର୍ଡ ଧାରୀଙ୍କ ପାଇଁ ଆସିଲା ଜରୁରୀ ଖବର ଯଦି ଆପଣ ଜଣେ ରାସନ କାର୍ଡ ହୀତାଧିକାରୀ ଏବଂ ଆପଣ ସେହିଥିରୁ ମାଗଣା ରାସନ ସାମଗ୍ରୀ ନେଉଛନ୍ତି । ତେବେ ଜାଣି ରଖନ୍ତୁ ,ସରକାର ଙ୍କ ପକ୍ଷରୁ ଆଉ କିଛି ଜାରି ହେଲା ବଡ ଘୋଷଣା । ଜାହା ଆପଣ ମାନଙ୍କ ପାଇଁ ବଡ ଗୁରୁତ୍ୱ ପୂର୍ଣ୍ଣ । ଗରିବ ଲୋକଙ୍କୁ ଦିର୍ଘ ଦିନରୁ କେନ୍ଦ୍ର ଏବଂ ରାଜ୍ୟର କ୍ରାମାଗତ ଭାବେ ରାସନ କାର୍ଡ ମାଧ୍ୟମରେ ମାଗଣା ରାସନ ସୁବିଧା ଯୋଗେଇ ଆସୁଛନ୍ତି । ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ଲୋକଙ୍କୁ ସାହାଯ୍ୟ କରୁଛୁ ଏହାର ଉଦ୍ୟଶ୍ୟ ହେଲା ଦେଶର କୈଁଣସି ଗରିବ ଖାଲି ପେଟରେ ରହିବ ନାହିଁ ।ration

ଏହି ସମୟ ରେ ଅଯୋଗ୍ୟ ଲୋକଙ୍କ ରାସନ କାର୍ଡ ରଦ୍ଧ କରିବା ଲାଗି ସରକାର ମଧ୍ୟ ପଦକ୍ଷେପ ନେଉଛନ୍ତି । ବହୁ ସଂଖ୍ୟକ ଅଯୋଗ୍ୟ ରାସନ କାର୍ଡ ଧାରୀ ଇଉପି ଏବଂ ବିହାର ରେ ଧରା ପଡିଛନ୍ତି । ଯଦି ଆପଣ ଏକ ରାସନ କାର୍ଡ ତିଆରି କରିଛନ୍ତି ତେବେ ଆପଣଙ୍କୁ ଗୁରୁତ୍ୱ ପୂର୍ଣ୍ଣ ଜିନିଷ ଗୁଡିକୁ ଧ୍ୟାନ ରଖିବାକୁ ପଡିବ । ବର୍ତମାନ ରାସନ କାର୍ଡ ଧାରୀଙ୍କ ତରଫ ରୁ ସରକାର ନୂଆ ତାଲିକା ଜାରୀ କରିଛନ୍ତି । ଏହି ତାଲିକା ରେ ଆପଣ ଜାଣିବେ କେଉଁ ବ୍ୟକ୍ତିଙ୍କୁ ରାସନ ସୁବିଧା ଯୋଗେଇ ଦିଆଯିବ । ଏହା ସହିତ କେଉଁ ମାନଙ୍କର ବାତିଲ ହେବ ।Ration card

ତେବେ ରାସନ କାର୍ଡ ତାଲିକା ରେ ନାମ ଯାଞ୍ଚ କରିବାକୁ ଆପଣଙ୍କୁ ଖାଦ୍ୟ ଶଷ୍ୟ ବିଭାଗ ର ଅଫିସିଆଲ ୱେବସାଇଟ ପରିଦର୍ଶନ କରିବାକୁ ପଡିବ । ଏହା ପରେ ୱେବସାଇଟ ରେ ରିପୋର୍ଟ କାର୍ଡ ରେ ଜାଇ ଆପଣ ମାନେ ମଧ୍ୟ ଚେକ୍ କରି ପାରିବେ । ଏହା ଛଡା ସରକାର ଙ୍କ ଅନୁସାରେ ରାସନ କାର୍ଡ ଏବଂ ହୀତାଧିକାରୀ ଙ୍କ ଡିଜିଟାଇଲ ଲେସନ ମାଧ୍ୟମରେ ବଣ୍ଟନ ପକ୍ରିୟା କୁ ଦକ୍ଷ୍ୟତା ଏବଂ ସଚ୍ଛତା ବୃଦ୍ଧି କରିବା ହେଉଛି ପବ୍ଲିକ୍ ବିତରଣ ସିଷ୍ଟମ୍ ତଥା PDA ସଂସ୍କାର ର ଅନ୍ୟତମ ମୂଖ୍ୟ ଉଦ୍ଧେଶ୍ୟ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *