ଧନର ବର୍ଷା କରୁଥିବା (ଫୁଲ) – କରନ୍ତୁ ଏହି ଉପାୟ

flower

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଏକ ଚମତ୍କାରୀ ଏବଂ ଅଦଭୂତ ଫୁଲ ବିଷୟ ରେ ଜାହାକି ଘର କୁ ଧନ ର ଆଗମନ ସହିତ ଘରକୁ ସୁଖ ଶାନ୍ତି ବୃଦ୍ଧି କରେଇ ଥାଏ । ସେହିଥି ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ବନ୍ଧୁଗଣ ଏହି ଫୁଲର ନାମ ହେଲା ନାଗ ଚମ୍ପା ଯଦି ବନ୍ଧୁଗଣ ଆପଣ ମାନଙ୍କ ଘରେ ସବୁ ବେଳେ ଅସାନ୍ତି ଏବଂ ଅସୁବିଧା ଲାଗି ରହୁଛି ଏବଂ ଏହାକୁ ନେଇ ଆପଣ ମାନେ ସବୁ ବେଳେ ଚିନ୍ତା ରେ ରହୁଛନ୍ତି ତେବେ ଏବେ ଆଉ ରହିବା ଆବଶ୍ୟକ ନହିଁ କାରଣ ନାଗ ଚମ୍ପା ଫୁଲ କୁ ଘର କୁ ଆଣିଲେ ବନ୍ଧୁଗଣ ଘରେ ସୁଖ ଶାନ୍ତି ପ୍ରଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳେ । ଏବଂ ଏହାକୁ ଆପଣ ମାନେ ଘରେ ରଖୁଛନ୍ତି ତେବେ ଧନ ଅଭାବ ହୁଏ ନାହିଁ ।flower

ଘର କୁ ଏହି ଫୁଲ ଆଣିବା ଦ୍ୱାରା ଘରେ ଉନ୍ନତି ହେବାର ସହିତ ଆପଣ ମାନଙ୍କ ସବୁ ପ୍ରକାରର ରିଷ୍ଟ ମଧ୍ୟ ଖଣ୍ଡନ ହୋଇ ଥାଏ । ତେବେ ବନ୍ଧୁଗଣ ଏହି ଫୁଲ କୁ ଆପଣ ମାନେ ଘର କୁ ଆଣିବାର କିଛି ଖାସ୍ ଉପାୟ ମାନ ରହିଛି ଜାହାକୁ ଆପଣ ମାନେ କରି ଘରକୁ ଆଣି ପାରିବେ ତେବେ ଆସନ୍ତୁ ଜାଣିବା । ବନ୍ଧୁଗଣ ନାଗ ଚମ୍ପା ଫୁଲ ସାଧାରଣ ଭାବେ ଶୀର ଋତୁ ରେ ଦେଖିବା ପାଇଁ ମିଳେ ଏହି ନାଗ ଚମ୍ପା ଫୁଲ ଭଗବାନ ଶିବ ,ମାତା ପାର୍ବତୀ ଏବଂ ଗଣେଷ ଙ୍କ ଅତି ପ୍ରିୟ ହୋଇ ଥାଏ । ସେହିଥି ପାଇଁ ଏହି ପୁସ୍ପ ଘର କୁ ସୁଖ ଶାନ୍ତି ଆଣେ ଏହାକୁ ଘରକୁ ଆପଣ ମାନଙ୍କୁ ଆଣିବାର ରହି ଥି୍ଲେ ଆପଣ ମାନେ ଏହାକୁ ସୋମବାର ଦିନ ବା ଶନିବାର ଦିନ ଏହାକୁ ରାତି ରୁ ନେଇ କରି ଆସନ୍ତୁ ।flower

ଏବଂ ପରେ ତା ପର ଦିନ ସକାଳୁ ଆପଣ ମାନେ ନଦୀ କିମ୍ବା କୈଣସି ଜଳ ପ୍ରଭାବିତ ହେଉ ଥିବା ସ୍ଥାନ ରେ ଭସାଇ ଦିଅନ୍ତୁ । ହେଲେ ଆପଣ ମାନେ ମନେ ରଖିବେ ଏହା କରିବା ସମୟ ରେ ଆପଣ ମାନେ କାହାକୁ ବି କହିବେ ନାହିଁ ଏମିତି ଭାବେ ଆପଣ ମାନେ ଏହି ନାଗ ଚମ୍ପା ଫୁଲ କୁ ଘର କୁ ଆଣି ଏହି ଉପାୟ କରି ପାରିଲେ ଆପଣ ମାନଙ୍କ ଜିବନ ର ସବୁ ସମସ୍ୟା ଦୂର ହେବା ସହିକ ଆପଣ ମାନଙ୍କ ଆର୍ଥିକ ସମସ୍ୟା ବି ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *