ଏହି ରାଶିରେ ପଡ଼ିଲା ଶନି ମହାଦଶା ଟିକିଏ ଜଗି ଛକି ରହିବେ । ନହେଲେ ଶନିଙ୍କ କୋପ ରୁ ବଞ୍ଚିବେ ନାହିଁ ।

sabu dev

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆମେ ମାନେ ଦେଖିଛେ କି ଗ୍ରହ ମାନଙ୍କ ଚଳନ କାରଣ ରୁ ହିଁ ଆମେ ମାନେ ଆମ ମାନଙ୍କ ଜିବନ ରେ ବହୁତ ପରିମାଣ ରେ ଅଦଳ ବଦଳ ଦେଖିବା ପାଇଁ ମିଳିଥାଏ । କେବଳ ଏହି କାରଣ ରୁ ହିଁ ଆମ ମାନଙ୍କ ଜିବନ ରେ ଦୁଖଃ ଏବଂ ଶୁଖ ର ଆଗମନ ହୋଇ ଥାଏ । ସେହି ପରି ବେଳେ ଶନି ଙ୍କୁ ସବୁ ବେଳେ ନ୍ୟାୟ ଧୀସ ଉପାଧୀ ଦିଆ ଜାଇଛି । ଯିଏ କି ଅନୁଚିତ କାର୍ଯ୍ୟ କରୁ ଥିବା ଲୋକ ମାନଙ୍କୁ ଦଣ୍ଡ ଦେବା ସହିତ ସେମାନଙ୍କୁ ଫଳ ପ୍ରଦାନ କରନ୍ତି । ସେମିତି ରେ ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା କି ଏହି ଦିନ ରେ ଶନି ଦେବ ନିଜର ରାଶି ପରିବର୍ତନ କରିବା ପାଇଁ ଯାଉଛନ୍ତି ।sani

ସେମିତି କ୍ଷେତ୍ର ରେ ଜାହାର ପ୍ରଭାବ କେବଳ ଗୋଟିଏ ରାଶି ଉପରେ ରହିବା ପାଇଁ ଯାଉଛି । ହିନ୍ଧୁ ଧର୍ମ ଅନୁସାରେ ଆମ ଜିବନ ରେ ଯେଉଁ ସବୁ ଖରାପ୍ ଏବଂ ଭଲ ଫଳ ରହିଥାଏ । ତେବେ ତାହା ସବୁ ଶନି ଦେବ ଙ୍କ ଦଶା କାରଣ ରୁ ହିଁ ହୋଇଥାଏ । ସେମିତି ରେ କହିବା ପାଇଁ ଚାହିଁବୁ କି ଏହି ମାଘ ମାସ ରେ ଶନି ଦେବ ଧନୁ ରାଶି କୁ ଛାଡି ମକର ରାଶି ରେ ଜାଇ ବସିଛନ୍ତି ।

ତେବେ ଏହି ପରି କ୍ଷେତ୍ର ରେ କିଛି ରାଶି ମାନଙ୍କ ଉପରୁ ଶନିଦଶା ଉଠି ଜାଉ ଥିବା ବେଳେ କିଛି ରାଶି ର ଉପରେ ଏହି ଦଶା ର ଆରମ୍ଭ ହେବ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ରାଶି ବିଷୟ ରେ କହୁଛୁ ସେହି ରାଶି ଟି ହେଲା ମକର ରାଶି ଏହି ଦିନ ରେ ଏହି ରାଶି ଉପରେ ମହା ବିପତି ପଡିପାରେ । ତେବେ ସେହି ପରି ବେଳେ ଏହି ଦିନ ରେ ଶନି ଙ୍କ ଦୃଷ୍ଟି ସବୁ ବେଳେ ଏହି ରାଶି ର ଉପରେ ହିଁ ରହିବା ପାଇଁ ଯାଉ ଥିବା ବେଳେ ।sanii

ଏମାନଙ୍କ ସବୁ କ୍ଷେତ୍ର ରେ ସାବଧାନ ରହିବା ପାଇଁ ପଡ଼ିବ । ଏବଂ ଏମାନଙ୍କ ଅନାବଶ୍ୟକ ଖର୍ଚ୍ଚ ବଢିବା ସହିତ ଏମାନଙ୍କୁ କେହି ଜଣେ ବହୁତ ହଇରାଣ କରିବେ । ଏହି ସମୟ ରେ ଚାକି୍ରୀ କ୍ଷେତ୍ର ରେ ସମସ୍ୟା ଗୁଡିକ ର ସାମ୍ନା କରିବା ପାଇଁ ପଡ଼ିବ । ଏହି ସମୟ ରେ ଆପଣ ମାନଙ୍କ ଉପରେ ଶନି ମହାଦଶା ର ବିପରିତ ପ୍ରଭାବ ପଡ଼ିବା ପାଇଁ ଯାଉଛି । ଏହି ଦିନ ରେ ଆପଣ ମାନେ ନିଶ୍ଚିତ ଭାବେ ସଚେତନ ହେଲେ ଆପଣ ମାନେ ଏହି ମହା ବିପତି ରୁ ଦୂରେଇ ପାରିବେ । ତେବେ ଆପଣ ମାନେ ଶନିଦେବ ଙ୍କ ତେଲ ର ଦାନ କରନ୍ତୁ ଭଲ ହେବ ।

Leave a Reply

Your email address will not be published. Required fields are marked *